ବାଲି ଚୋରାଚାଲାଣ ସମୟରେ ଧରିଲା ରାଜସ୍ବ ବିଭାଗ , ଆଠ ହଜାର ଟଙ୍କା ଫାଇନ ।

ପଦ୍ମପୁର(ଶାସକପ୍ରଶାସକ)- ରାଜସ୍ବ ଫାଙ୍କି ବାଲି ଚୋରାଚାଲାଣ ସମୟରେ ଧରିଲା ରାଜସ୍ବ ବିଭାଗ । ପଦ୍ମପୁର ତହସିଲ ଅନ୍ତର୍ଗତ କୁଡାସିଂହା ଛକ ନିକଟରେ ଏକ ନମ୍ବର ବିହିନ ଟ୍ରାକ୍ଟରରେ ବାଲି ଚୋରାଚାଲାଣ ହେଉଥିବା ସମୟରେ ପଦ୍ମପୁର ରାଜସ୍ବ ନିରିକ୍ଷକ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ ।…

“ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ଖୋଲିଯାଇଛି”

ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ବିଜେପି ହୀନ ରାଜନୀତି କରୁଛି: ବିଜେଡି ଭୁବନେଶ୍ୱର: ଉଭୟ ସାଧାରଣ ତଥା ଉପ-ନିର୍ବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ…

ଓଡ଼ିଶା ଇତିହାସରେ ସ୍ମରଣୀୟ ଦିବସ: ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଜିର ଦିନଟି ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଗୋଟିଏ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଅନ୍ୟ ପକ୍ଷରେ ଏଫ୍‍ଆଇଏଚ୍‍…

ବେଆଇନ ମାଛ ଧରା ଟ୍ରଲରକୁ ଜବତ କଲା ଅସ୍ତରଙ୍ଗ ବନ ବିଭାଗ

ଅସ୍ତରଙ୍ଗ/ଦୁଃଶାସନ ନାୟକ : ଓଡ଼ିଶା ସାମୁଦ୍ରିକ ସୀମାରେ ନୋ ଫିସିଙ୍ଗ୍ କଟକଣା ଅମାନ୍ୟ କରି ବେଆଇନ ଭାବରେ ମାଛ ଧରୁଥିବା ବେଳେ ଏକ ଟ୍ରଲର୍‌କୁ ଅସ୍ତରଙ୍ଗ ବନ ବିଭାଗ ଜବତ କରିଛି। ସେଥିରେ ଥିବା ୬ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ବନ ବିଭାଗ ପରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ/ ଅନିମେଶ ପଟ୍ଟନାୟକ : ବହୁପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ହେଲିପ୍ୟାଡରୁ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା…

ପୂର୍ତ୍ତ ବିଭାଗ କାର୍ଯ୍ୟ ସମୀକ୍ଷା: ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀଙ୍କ…

ଭୁବନେଶ୍ୱର: ଇସ୍ପାତ, ଖଣି ତଥା ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତିା ରାଜ୍ୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି…

ଦରଦାମ ବୃଦ୍ଧି ପ୍ରତିବାଦରେ ପାଟଣାଗଡ ବିଜୁ ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ଦାମ ବୃଦ୍ଧି ପ୍ରତିବାଦରେ ପାଟଣାଗଡ଼ ବିଜେଡି ପକ୍ଷରୁ ସ୍ଥାନୀୟ ଭୋଲାନାଥ କଲ୍ୟାଣ ମଣ୍ଡପରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଓ ବିଭିନ୍ନ ନାରାବାଜି ସ୍ଲୋଗାନ ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ…

ବିଶିଷ୍ଟ କବି ତଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନାଗାରମ୍ ପଲ୍ଲୀ ସାହି ବାସିନ୍ଦା , ବିଶିଷ୍ଟ କବି ତଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି ।…

ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତିରେ ବିପୁଳ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି…