Sign in
Sign in
Recover your password.
A password will be e-mailed to you.
ଶବର ସମ୍ପ୍ରଦାୟର ମାତାର ବନାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ: ପୁରା ଗ୍ରାମ ଭକ୍ତିମୟ ପରିବେଶ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଗଟଲପଦର ପଞ୍ଚାୟତର କୁସୁମଗୁଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ପ୍ରଭୁ ମାତାର ବନାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ଭାବେ ସମାପନ କରାଯାଇଛି। କୋଭିଡି ନିୟମକୁ ପାଳନ କରି ସବୁ ରୀତି ନୀତି କାର୍ଯ୍ୟକ୍ରମ…
ଗୁଣପୁର ପୌରାଞ୍ଚଳରେ ବଣ୍ଟାଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଓଡ଼ିଶାରମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଭରଚୁଆଲ ମାଧ୍ୟମରେ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ପୌର ପରିଷଦର 5 ଟି ୱାର୍ଡର 80 ପରିବାରଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ…
ଗୁଣପୁର ପୌରାଞ୍ଚଳରେ ବଣ୍ଟାଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଓଡ଼ିଶାରମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଭରଚୁଆଲ ମାଧ୍ୟମରେ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ପୌର ପରିଷଦର 5 ଟି ୱାର୍ଡର 80 ପରିବାରଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ…
ମନରେଗାରେ ଦୁର୍ନୀତିକୁ ନେଇ ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ଅଭିଯୋଗ।
କଲ୍ୟାଣସିଂହପୁର: ପ୍ରଦିପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମନରେଗା ରେ ଦୁର୍ନୀତି ଓ ଧମକ କୁ ନେଇ ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ବ୍ଲକ ଓ ଥାନାରେ ଲିଖିତ ଅଭିଯୋଗ ।ଆଜି ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ଅଧକ୍ଷ କରୁଣାକର ଟାକିରିଙ୍କ ତତ୍ତ୍ୱାବଧାନରେ ସଂଘର ସମସ୍ତ…
ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ମହୋତ୍ସବ ପାଳିତ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ଆଜି ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳନ କରାଯାଇଛି ।ଏଥିରେ କନମିନାର ସାଙ୍ଗମ ନୀଳକଣ୍ଠ ଙ୍କ ତତ୍ତ୍ୱାବଧାନରେ ସମସ୍ତ ସତ୍ୟସାଇ ଭକ୍ତ ଉପସ୍ଥିତ ରେ ପତାକା ଉତ୍ତୋଳନ କରିଥିଲେ…
ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ
କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରଶାସନ ପକ୍ଷରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନ ର ଉପଦେଷ୍ଟା ତଥା ସୁନ୍ଦରଗଡ ର ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ବିନୟ…
ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ରେଙ୍ଗାଲି ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ…
ସମ୍ବଲପୁର/ସନ୍ଦୀପ ଶର୍ମା : ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ଦିନ ରେଙ୍ଗାଲି ବିଜୁ ଜନତାଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ମାଧ୍ୟମରେ…
ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ମଙ୍ଗଳବାର ଦେବଗଡ ସହର ଉପକଣ୍ଠରେ ଯାଇଥିବା 53 ନମ୍ବର ଜାତୀୟ ରାଜପଥରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମର କୁଶ…
‘ଭାରତୀୟ ସମ୍ବିଧାନ ଧାରା ୩୨’ ବିଶ୍ୱର ଦିଗଦର୍ଶନ : ପୂର୍ବତନ ପ୍ରଧାନ ବିଚାରପତି ଏସ ଜି ବାଲାକ୍ରିଷ୍ଣନ
ନୂଆଦିଲ୍ଲୀ : ଭାରତୀୟ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏକ ସାଧାରଣ ନାଗରିକ ଭାରତୀୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ସିଧାସଳଖ ନ୍ୟାୟ ଆବେଦନ କରିପାରିବ । ପୃଥିବୀର ଏକମାତ୍ର ରାଷ୍ଟ୍ର ଭାବେ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଭାରତୀୟ ନାଗରିକଙ୍କୁ ଏହି ଅଧିକାର ପ୍ରଦାନ କରାାଇଛି । ଏଭଳି…
ଅନ୍ୟ ଦଳରୁ ୫୦୦ରୁ ଉର୍ଧ୍ଵ କର୍ମୀ କଂଗ୍ରେସରେ ଯୋଗଦେଲେ: କଂଗ୍ରେସର ରଣ ହୁଙ୍କାର
କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ : ଆଜି ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ କାଶୀପୁର କଂଗ୍ରେସ ଦଳର ମିଶ୍ର ପର୍ବ ସହ ଆଗାମୀ ନିର୍ବାଚନ ରେ ବିଜୟ ବାନା ପୋତିବା ନେଇ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଯାଇଛି | କୋରାପୁଟ ସାଂସଦ ସପ୍ତଗିରି ଉଲାକା ତାଙ୍କ ଅଭିଭାଷଣରେ ଆଗକୁ ଝୋଡିଆ ଜାତିଙ୍କୁ…