Browsing Category

ସମ୍ପାଦକୀୟ

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର ପରମ୍ପରା…

“କେନ୍‌ଟା ନୁଆଁଖାଇ “

ଆଧୁନିକତାର୍‌ ଚାକଚକ୍ୟ ଭିତ୍‌ରେ ହଜି ଗଲାନ ଆଝିର୍‌ ଆମର୍‌ ରୀତି ନୀତି, ସଂସ୍କୃତି ଆର୍‌ ପରମ୍ପରା l ହଜି ଗଲନ ନୁଆଁଖାଇ l ପିଢ଼ି ପରେ ପିଢ଼ି ଜେନ୍‌ ରୀତି ନୀତିଥିଁ ଆମର୍‌ ପୁର୍‌ଖା ଲୁକେ ନୁଆଁଖାଇ ଆସୁଥିଲେ ସେ ସବୁ ଆଝିର୍‌ ବଦଳି ଯାଇଛେ l ଯଦି ଆମକୁ କିଏ ପଚ୍‌ରେ " କେନ୍‌ଟା ନୁଆଁଖାଇ,…

ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପାଇଁ ଏହା ହିଁ ସଙ୍କଳ୍ପବଦ୍ଧ ହେବାର ଶୁଭ ଅବସର

ଡକ୍ଟର ଯତୀଶଚନ୍ଦ୍ର ମହାନ୍ତି ସଭାପତି, ସମୃଦ୍ଧ ଓଡିଶା ଉତ୍କଳ ଦିବସର ଶୁଭକ୍ଷଣରେ ଆମେ ସମୃଦ୍ଧ ଓଡିଶା ଦଳ ପକ୍ଷରୁ ଓଡ଼ିଶାର ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛୁ ।ଆଜିକୁ ଠିକ୮୬ବର୍ଷତଳେ ବ୍ରିଟିଶ-ଭାରତରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଜନ୍ମ ନେଇଥିଲା ଓଡିଶା; ଏ ମଧ୍ୟରେ ଦେଶ…

‘ହୋଲି’ ପରମ୍ପରାର ପ୍ରତୀକ : ସଦ୍ଭାବନାର ରଙ୍ଗ

ବିଭୂତି ପତି ୯୯୧୦୭୪୦୮୩୯ ଆଜି ଯେତେବେଳେ ମଣିଷ ନିଜକୁ ଜାତି, ଧର୍ମ, ବର୍ଣ୍ଣରେ ବାଣ୍ଟିଦେଇ ସୀମାରେଖା ମଧ୍ୟରେ ଆବଦ୍ଧ କରି ହିଂସାର ମାର୍ଗରେ ଜୀବନକୁ ରକ୍ତାକ୍ତ କରିଦେଉଛି, ସେତେବେଳେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନର ପରମ୍ପରାର ଯଥେଷ୍ଟ ମହତ୍ୱ ରହିଛି। ଋତୁରାଜ ବସନ୍ତ ଆଗମନରେମଣିଷ ମନରେ…

ମୁଖ୍ୟ ବିରୋଧୀ ଦଳର ପ୍ରଦର୍ଶନ ତଳକୁ ତଳକୁ !!

 ଦିଲୀପ କୁମାର ସାହୁ        ଗଣତନ୍ତ୍ରରେ ବିରୋଧୀଦଳର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଶାସକ ଦଳକୁ ଗଠନମୂଳକ ସମାଲୋଚନା କରି ଠିକଣା ବାଟକୁ ଆଣିଥାଏ ବିରୋଧୀ ।ଆମ ରାଜ୍ୟରେ ସେମିତି ଦେଖିଲେ ବିରୋଧୀ ଦଳର ସଫଳତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି । ଜିଲ୍ଲା ପରିଷଦ ନିର୍ବାଚନର ପ୍ରାରମ୍ଭିକ…

ସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ପୀଠ

ପ୍ରବୀଣ କୁମାର ପୁରୋହିତ "କଥିତ ହୋଇଅଛିଯେ,ଏକଦା ମୂଷିକ ଦୈତ୍ୟନାମରେ ଏକ ରାକ୍ଷାସ ରହିଥିଲା । ସେ ତାର ମାତାଙ୍କୁ ଭକ୍ଷଣ କରିଥିଲା । ସେ ଭଗବାନ ଶିବଙ୍କୁ ଘୋର ତପସ୍ୟାକରିଥିଲା । ତାର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ବରଦାନ ପ୍ରାପ୍ତ ହେଲା ଯେ,ସେ କେବଳ ନରସିଂହଙ୍କ ବ୍ୟତୀତ ଆଉ…

ଏ କି ପ୍ରକାର ମାନସିକତା !!!

ପ୍ରୟାଗରାଜ କାହିଁକି, ନୃସିଂହନାଥ କାହିଁକି ନୁହେଁ ନିରଞ୍ଜନ ତ୍ରିପାଠୀ (ସାମ୍ବାଦିକ) ଓଡିଶା ପ୍ରଦେଶ ର ବରଗଡ ଜିଲ୍ଲା ମୁଖ୍ୟାଳୟଠାରୁ ଦକ୍ଷିଣକୁ ୧୧୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ହେଉଛି ଏକ ପୌରାଣିକ ମନ୍ଦିର ଏବଂ…

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ

ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ିଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ ବିଭିନ୍ନ…

ତସ୍ମୈ ଶ୍ରୀ ଗୁରବେ ନମଃ

(ଗୁରୁ ଦିବସ ଊପଲକ୍ଷେ) ବିଦ୍ୟା ସର୍ବତ୍ର ପୂଜ୍ୟତେ ,ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ ,ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | 'ଗୁ' ଶବ୍ଦର ଅର୍ଥ…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

  ଅଚ୍ୟୁତ ସାମନ୍ତ ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ…