Sign in
Sign in
Recover your password.
A password will be e-mailed to you.
ଗୁଣପୁରରେ ନୂତନ ‘ଲାୟନ୍ସ କ୍ଲବ୍ କଳିଙ୍ଗ’ ସ୍ଥାପନ ଉତ୍ସବ l
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସହରସ୍ଥିତ ହୋଟେଲ ଶ୍ରୀ ସତ୍ୟ ରେସିଡେନ୍ସି ସମ୍ମିଳନୀ କକ୍ଷରେ 'ଲାୟନ୍ସ କ୍ଲବ୍ ଗୁଣପୁର କଳିଙ୍ଗ'ର ନୂତନ କମିଟି ଗଠନ ତଥା ଚାର୍ଟର ପ୍ରଦାନ ଏବଂ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଡ଼ମ୍ବର ସହକାରେ ଅନୁଷ୍ଠିତ!-->!-->!-->…
ମାରୁତି ୱାକର୍ସ କ୍ଲବ ର ନୂତନ କର୍ମକର୍ତା
ବ୍ରହ୍ମପୁର ,6/9- ମାରୁତି ୱାକର୍ସ କ୍ଲବର ସାଧାରଣ ପରିଷଦ ବୈଠକ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ 2026-27 ବର୍ଷର ନୂତନ କର୍ମକର୍ତା ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା I ସଭାପତି ଭାବେ କେ.କିରଣ କୁମାର ଦୋରା , ଉପସଭାପତି ଭାବେ ପ୍ରଦୀପ କୁମାର!-->!-->!-->…
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
"୮ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା"
ବଲାଙ୍ଗିର,ତା.୦୭/୦୯/୨୦୨୬:ଗୁରୁ-ଶିଷ୍ୟ ପରମ୍ପରାର ମହନୀୟତା,ଶିକ୍ଷକଙ୍କ ଅବଦାନ ଓ ଶିକ୍ଷାର ମହତ୍ତ୍ୱକୁ ସ୍ମରଣ କରି ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସାହ ଓ ଭାବଗମ୍ଭୀର ପରିବେଶରେ ପାଳିତ!-->!-->!-->…
ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁରର ମାସିକ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର ସହର ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ ଡକ୍ଟରର୍ସ ଫୋରମ୍,ବ୍ରହ୍ମପୁର ର ଚଳିତ ସେପ୍ଟେମ୍ୱର ମାସର ମାସିକ ବୈଠକ ସଭାପତି ଡାକ୍ତର.ଶଙ୍କର୍ଷଣ ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ତିନି ଥର "ଓଁକାର ମନ୍ତ୍ର ଓ!-->!-->!-->!-->!-->…
ହିଞ୍ଜିଳିକାଟୁ ସମ୍ବାଦ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନାତ୍ମକ ପ୍ରତିଯୋଗିତା
ହିଞ୍ଜିଳିକାଟୁ:୦୬/୦୯/୨୬(ରଜତ ପଟ୍ଟନାୟକ) : ହିଞ୍ଜିଳିକାଟୁ ସମ୍ବାଦ ପକ୍ଷରୁ ଏନଏସି ହାଇସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଭିତରେ ସୃଜନାତ୍ମକ ପ୍ରତିଯୋଗିତା ଅନୁଷ୍ଠିତ ହୋଇହୋଇଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୃଜନାଶୀଳତା ଓ ଦକ୍ଷତାକୁ ଉନ୍ନତ!-->…
ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଓ ହିଞ୍ଜିଳିକାଟୁ ପତଞ୍ଜଳି ଯୋଗଶାଖାର ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ:୦୬/୦୯/୨୬(ରଜତ ପଟ୍ଟନାୟକ)ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ହିଞ୍ଜିଳିକାଟୁ ପତଞ୍ଜଳି ଯୋଗୋଶାଖାର ବାର୍ଷିକ ଉତ୍ସବ ବିଶେଷ ଅବସରରେ ବ୍ରହ୍ମଲିନ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶତବାର୍ଷିକୀ ଜନ୍ମଜୟନ୍ତୀ ଓ ଜନ୍ମାଷ୍ଟମୀ ତିଥିର ବଳିଦାନ ଦିବସ ଉପଲକ୍ଷେ!-->…
ହାତୀ ଚଳାଚଳ ଯୋଗୁଁ ବିଦ୍ୟୁତ୍ କାଟ, କର୍ମଚାରୀଙ୍କୁ ମାଡ଼ ଅଭିଯୋଗ
ଓଡ଼ଗାଁ, ୬।୯(ଶ୍ରୀକାନ୍ତ କୁମାର ମିଶ୍ର): ହାତୀପଲଙ୍କ ଚଳାଚଳ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟକୁ କେନ୍ଦ୍ର କରି ଓଡ଼ଗାଁ ବିଦ୍ୟୁତ୍ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଦୁଇଜଣ ଯୁବକ କାର୍ଯ୍ୟାଳୟରେ ପଶି କର୍ତ୍ତବ୍ୟରତ ବିଦ୍ୟୁତ୍!-->…
ସେବାନିବୃତ୍ତ ପ୍ରଧାନଶିକ୍ଷକ ଜଳନ୍ଧର ରଥଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଓଡ଼ଗାଁ, ୦୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେବାନିବୃତ୍ତ ପ୍ରଧାନଶିକ୍ଷକ ଜଳନ୍ଧର ରଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ!-->…
ଓଡ଼ଗାଁ କଲେଜ ଅଧ୍ୟାପକ ସଙ୍କଟ ନେଇ ଉଠିଲାଣି ପ୍ରଶ୍ନ,
ବ୍ଲକ୍ ଗ୍ରାଣ୍ଟ ନୀତି ପରିବର୍ତ୍ତନ ବିନା ପ୍ରଭାବିତ ହେବ ଶିକ୍ଷାକ୍ଷେତ୍ର !
ଓଡ଼ଗାଁ, ୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ନିକଟସ୍ଥ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ବହୁ ଶିକ୍ଷାନୁରାଗୀ, ବୁଦ୍ଧିଜୀବୀ ଓ ବଦାନ୍ୟ!-->!-->!-->…
ପାଇକମାଳ ଦୁର୍ଗାପୂଜା କମିଟି ଗଠିତ: ଗୌତମ ସିଂ ହେଲେ ସଭାପତି।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ : - ପାଇକମାଲ ଦୁର୍ଗାମଣ୍ଡପ ଠାରେ ଆଗାମୀ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଗାମୀ ଦୁର୍ଗାପୂଜାକୁ ଶୃଙ୍ଖଳିତ, ଶାନ୍ତିଶୃଙ୍ଖଳାର ସହିତ ଏବଂ ଆକର୍ଷଣୀୟ ଭାବେ ପାଳନ କରିବା ନେଇ ବୈଠକରେ ବିଭିନ୍ନ!-->!-->!-->…