କବି ଡ଼.ମାୟାଧର ମାନସିଂହଙ୍କ ଜୟନ୍ତୀ ପାଳିତ

କୁଚିଣ୍ଡା :ଓଡ଼ିଶାର ବିଶିଷ୍ଟ କବି ,ସାହିତ୍ୟିକ ଓ ଶିକ୍ଷାବିତ୍ ଡ଼.ମାୟା ଧର ମାନସିଂହ ଙ୍କ ଜୟନ୍ତୀ ଉତ୍ସବକୁ ମାନସିଂହ ଜୟନ୍ତୀ କମିଟିର ସଭାପତି ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୂଜାରୀଙ୍କ ସଭାପତିତ୍ବରେ କୁଟୁରାଚୁଆଁ କଲେଜ୍ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି…

ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦ୍‌ଘାଟିତ।

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ ଠାରେ ନାଟ୍ୟସଂସଦ "ଅବର୍ଣିର୍ଗୁଣା" ଆନୁକୂଲ୍ୟରେ ତ୍ରିଦିବସୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ଡଃ ବାଞ୍ଛାନିଧି ପଣ୍ତା, ସମ୍ମାନିତ ଅତିଥି…

ସାପ କାମୁଡ଼ାରେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ,

ମହୁ ସଂଗ୍ରହ ପାଇଁ ଯାଇ ୮ ଘଣ୍ଟା ପଥର ସନ୍ଧିରେ ଫସିରହିଥିବା ଶିବୁ ପ୍ରଧାନର ଅଜା ହେଉଛନ୍ତି ମୃତ ପ୍ରକାଶ ପ୍ରଧାନ ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ଗ୍ରାମ ମାଟିଆ କେଳା ସଂମ୍ପ୍ରଦାୟର ପ୍ରକାଶ ପ୍ରଧାନ (୪୨)ଙ୍କର ସାପ…

ଓଡ଼ଗାଁ ଡାକ୍ତରଖାନାରେ ନୟାଗଡ଼ ବିଧାୟକଙ୍କ ଅଚାନକ ପରିଦର୍ଶନ;

୩ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଦେଲେ ଚେତାବନୀ, ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ଡାକ୍ତର ଅଭାବ ସମେତ ବିଭିନ୍ନ ଅବ୍ୟବସ୍ଥା ଓ ରୋଗୀସେବା ସମ୍ପର୍କିତ ଅଭିଯୋଗକୁ…

ବାହାଡ଼ାଝୋଲା ବନ୍ତଳା ବଡ଼ସାହିରୁ ୧୨ ଫୁଟ୍‌ର ଅହିରାଜ ସାପ ଉଦ୍ଧାର

ଓଡ଼ଗାଁ, ୧୩।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନର ବନ୍ତଳା ଗ୍ରାମ ବଡ଼ସାହିରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି। କେଳୁଚରଣ ସାହୁଙ୍କ ଭାଡ଼ି ଉପରୁ ଉଦ୍ଧାର ହୋଇଥିବା ଏହି ସାପର ଲମ୍ବ ପ୍ରାୟ ୧୨ ଫୁଟ୍‌ ଓ…

ଅତର୍କିତ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ଅନ୍ୟ ଏକ ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଏବେ ଭୋଗିବେ ୪ମାସ ଜେଲଦଣ୍ଡ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅତର୍କିତ ଭାବେ ଆକ୍ରମଣ କରି ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସଙ୍ଗିନ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର ଗ୍ରାମ ନ୍ୟାୟଧିକାରୀ…

ଜିଡିୟୁଜେର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଜି଼ଡିୟୁଜେ)ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନଦୁର୍ଗା ମନ୍ଦିର ପରିସରରେ ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

କଲରାପତରିଆ ବାଘ ଛାଲ ଜବତ ଘଟଣାରେ ତିନି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ଅକ୍ଟୋବର ମାସ ୮ତାରିଖରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଦେବଗିରି ବନାଞ୍ଚଳର ସ୍ୱତନ୍ତ୍ର ଦଳ ଏସିଏଫ ସାଇନଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ସେମାନଙ୍କ ଠାରୁ…

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

"ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସହାୟକ" ବଲାଙ୍ଗୀର:ତା.୧୩/୧୧/୨୦୨୬:ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସେଵାଶ୍ରୀ ଭୋଇ ଙ୍କ…

ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ମାଲକାନଗିରିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି,୧୨/୧୧/୨୬: (ସୁରେନ୍ଦ୍ର କୁମାର ବେମାଳ): ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଆଇ.ଏମ୍.ଏସ୍.ଟି ସ୍କୁଲ ପରିସରରେ…