ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଚାଲିଛି ଯଜ୍ଞ ବେଦ ପାଠ

ପୁରୀ/ ଅନିମେଶ ପଟ୍ଟନାୟକ : ଯଜ୍ଞ ବେଦ ଶ୍ଲୋକରେ କମ୍ପୁଛି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ଏହାର ଆଖପାଖ ଅଞ୍ଚଳ।  ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପୂଜା କର୍ମ।  ଆସନ୍ତା କାଲି ଦିଆଯିବ ପୂର୍ଣ୍ଣାହୁତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ ।…

ଆଜି ଓଡିଶା ଫେରିଲେ ଆଉ ୮ ଜଣ

ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିଲେ ୧୬ଜଣ ଓଡ଼ିଆ ଓଡ଼ିଶା-ମୋ ପରିବାର ଦ୍ୱାରା ହୋଇଥିଲେ ଉଦ୍ଧାର କାଲି ଆସିଥିଲେ ୮ଜଣ, ଆଜି ଫେରିଲେ ଆଉ ଅବଶିଷ୍ଟ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପାତ ଯୋଗୁଁ ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିବା…

ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : କେନ୍ଦ୍ରସରକାର ଇନ୍ଧନ ଗ୍ୟାସ ବାରମ୍ବାର ବୃଦ୍ଧି କରୁଥିବାରୁ,ତାହାର ପ୍ରତିବାଦ କରି ମଙ୍ଗଳବାର ଦିନ, କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କାକଟପୁର ବ୍ଲକ ଆଗରେ ବିକ୍ଷୋଭ କରାଯାଇଅଛି । ବହୁସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ନେତା ମାନେ ଏକ…

ଶ୍ରେଣୀ କୋଠରୀ ଅଭାବରୁ ସ୍କୁଲ ବାରଣ୍ଡାରେ ପିଲେ ପଢୁଛନ୍ତି ପାଠ

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପଢ଼ିବା ନିମନ୍ତେ ଶ୍ରେଣୀ କୋଠରୀ ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୧୮ ମାସ କରୋନା କଟକଣା ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିଛି | ତେଣୁ ବର୍ତ୍ତମାନ ଷଷ୍ଠ, ସପ୍ତମ…

ବିଜୁ ଜନତା ଦଳ ପକ୍ଷରୁ କଳାକାର ଙ୍କୁ ସମ୍ବର୍ଦ୍ଧନା ସମାବେଶ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଞ୍ଚାୟତର ମୁଣ୍ଡଗୋହିରା ଗ୍ରାମ ଠାରେ ୨୧ ଗୋଟି ସଙ୍କୀର୍ତ୍ତନ, ଶଙ୍ଖ ଏବଂ ମାଦଳ ଗୋଷ୍ଟୀ ର ପାଖାପାଖି ୪୧୦ ଜଣ କଳାକାର ଙ୍କୁ ଚିହ୍ନଟ କରାଯିବା ସହ ମହିଳା ମାନଙ୍କୁ ଶାଢ଼ୀ ଓ ପୁରୁଷ ମାନଙ୍କୁ ଧୋତି ଗାମୁଛା…

ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ – ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା: ସାମିଲ ହେଲା ରାୟଗଡା ଜିଲ୍ଲା ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ…

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଦନ୍ତାମୁରା…

ସମ୍ବଲପୁର/ସନ୍ଦୀପ ଶର୍ମା,ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପନ ହୋଇଥିବା ଜଳଭଣ୍ଡାରର ପାର୍ଶ୍ଵବର୍ତ୍ତୀ ପାହାଡ଼ ପର୍ବତଘେରା ଅବହେଳିତ ଗାଁ ହେଉଛି ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଂଚାୟତର ଦନ୍ତାମୁରା ରାଜସ୍ବ ଗ୍ରାମ I ଗ୍ରାମର ପ୍ରାୟ ସମସ୍ତ ପରିବାର ହୀରାକୁଦ…

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ଅସ୍ତରଙ୍ଗ/ଦୁଃଶାସନ ନାୟକ : ଶୀତ ଋତୁ ଆରମ୍ଭ ରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ ପାଇଁ ସମୁଦ୍ର କୂଳକୁ ଆସୁଥିବା ରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗଙ୍ଗାଦେବୀ ମନ୍ଦିର ନିକଟରେ ଅସ୍ତରଙ୍ଗ ବନବିଭାଗ ଦ୍ବାରା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ପୁରୀ ଜିଲ୍ଲା ଅବୈତନିକ…

ବର୍ଦ୍ଧିତ ଗ୍ୟାସ ଦର କୁ ନେଇ ରାଜରାସ୍ତା ରେ ବିଜେଡି: ରାଷ୍ଟ୍ରପତିଙ୍କର ଉଦ୍ଦେଶ୍ୟରେ ଜ୍ଞାପନ

ବରଗଡ :- 2014 ପୂର୍ବରୁ ଭାରତୀୟ ଜନତା ପାର୍ଟି ର ନାରା ଥିଲା ଅଛେ ଦିନ ଆଏଙ୍ଗେ , କିନ୍ତୁ ନିର୍ବାଚନ ଜିତି ସରକାର ଗଠନ କରିବା ପରେ କେନ୍ଦ୍ର ସରକାର ବିଭିନ୍ନ ବାହାନା କରି ଅତ୍ୟାବଶ୍ୟକୀୟ ଜିନିଷ ସବୁର ଦାମ ବଢ଼ାଇ ବସିଲା । ଏମିତି କି ପ୍ରତ୍ୟେକ ଲୋକ ପାଇଁ ଆବଶ୍ୟକ ପେଟ୍ରୋଲ , ଡିଜେଲ ର ଦାମ…

ରନ୍ଧନ ଗ୍ୟାସ ଦର ଅହେତୁକ ବୄଦ୍ଧିକୁ ନେଇ ଗର୍ଜ୍ଜିଲା ପଦ୍ମପୁର ବିଜେଡି

ରାଜରାସ୍ତାରେ ପ୍ରତିବାଦ ଓ ବିକ୍ଷୋଭ , ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ।   ପଦ୍ମପୁର(ଶାସକପ୍ରଶାସକ)- ଦିନକୁ ଦିନ ଅହେତୁକ ଭାବରେ ରନ୍ଧନ ଗ୍ୟାସ ଦର ବଢିବାରେ ଲାଗିଛି । ଯାହାର ସିଧା ସଲଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡୁଛି | ଏହା ସହିତ ନିତ୍ୟ ବ୍ୟବହାର ହେଉଥିବା ଖାଦ୍ୟ…