Sign in
Sign in
Recover your password.
A password will be e-mailed to you.
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର-୩…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର-୩ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରର ମୁଖ୍ୟ ଶୀର୍ଷକ ହେଲା…
ବିରଳ ବଜ୍ରକାପ୍ତା ଉଦ୍ଧାର :୨ ଗିରଫ
ଠାକୁରମୁଣ୍ଡା (ଦିଲ୍ଲୀପ ମହାନ୍ତି) କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ବଣ୍ୟ ପ୍ରାଣୀ ବନାଞ୍ଚଳରୁ ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି l ଚଢ଼ାଉ ବେଳେ ଜଣଙ୍କୁ କାବୁ କରିଥିବା ବେଳେ ପରେ ଆଉ ଜଣଙ୍କୁ ଗିରଫ କରାଯାଇଛି l ତେବେ ଅନ୍ୟ ମାନେ କୌଶଳ…
ଗରିବ ଲୋକଙ୍କୁ ସଶକ୍ତ କରିଛି ସ୍ମାର୍ଟ ହେଲ୍ଥ କାର୍ଡ – ମୁଖ୍ୟମନ୍ତ୍ରୀ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା:ସାମିଲ ହେଲା ସୋନପୁର ଓ ବୌଦ୍ଧ ଜିଲ୍ଲା
ସୋନପୁରର ଦେଢ ଲକ୍ଷ ଓ ବୌଦ୍ଧର ୩.୭୨ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
ଗୋଟିଏ କାର୍ଡରେ ପୁରା ପରିବାର ପାଇଁ ସବୁଠାରୁ ଭଲ ଚିକିତ୍ସା ସୁବିଧା,
ସୋନପୁରରେ ୩୦୦…
ଦେବଗଡ ଜିଲ୍ଲାରେ ଆରମ୍ଭ ହେଲା ଆଇରାଡ୍ ପ୍ରକଳ୍ପ
ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ଗୁରୁବାର ଦେବଗଡ ଜିଲ୍ଲାରେ ଆରମ୍ଭ ହେଲା ଆଇରାଡ୍ (ସମନ୍ନ୍ୱିତ ସଡକ ଦୁର୍ଘଟଣା ଡାଟାବେସ୍- Integrated Road Accident Database) ପ୍ରକଳ୍ପ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ସୂଚନାବିଜ୍ଞାନ କେନ୍ଦ୍ରରେ ଏହି ପ୍ରକଳ୍ପର…
ହାତୀ ଆକ୍ରମଣ ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :ହାତୀ ଆକ୍ରମଣ ରେ ଜଣେ ୬୦ ବର୍ଷ ବୃଦ୍ଧ ଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମର ଚେରୁ କିଷାନ ଓ ତାଙ୍କର ସ୍ତ୍ରୀ ଘରେ…
ମେଲଛାମୁଣ୍ଡା କଲେଜରେ ସ୍ବଚ୍ଛ ଗ୍ରାମ, ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର(ଶାସକ ପ୍ରଶାସକ)-କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ଅଧିନରେ କାର୍ଯ୍ୟରତ ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେଲଛାମୁଣ୍ଡା କଲେଜ ଜାତୀୟ ସେବା ସଂସ୍ଥା ଓ YRC ର ସହଯୋଗରେ ଏକ ସ୍ବଚ୍ଛ ଗ୍ରାମ, ସବୁଜ ଗ୍ରାମ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି…
ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍ ଓ କୋଭିଡ ଆକ୍ସନ କୋଲାବ ଦ୍ଵାରା ରକ୍ତ ଦାନ ଭ୍ୟାନ ଏବଂ ସିଲେଇ ମେସିନ୍ ହସ୍ତାନ୍ତର…
ଯାଜପୁର/ ଭୁବନେଶ୍ୱର (ଶାସକ ପ୍ରଶାସକ): ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁଷଙ୍ଗିକ ସହିତ ଏକ…
ପାଇକମାଳ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଚୁଡାନ୍ତ ପର୍ଯ୍ୟାୟରେ: ୨୯ ରେ ହେବ ଉଦଘାଟନ
ବରଗଡ : ଶିକ୍ଷାର ମାନ ବୃଦ୍ଧି ସହିତ ବିଦ୍ୟାଳୟ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ସରକାର ଇତି ମଧ୍ୟରେ କିଛି ସ୍କୁଲ ର ୫-ଟି ଯୋଜନାରେ ରୂପାନ୍ତରିତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କ୍ରମରେ ପାଇକମାଲ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପର୍ଯୟରେ ପହଂଚି ଗଲାଣି । ଗୁରୁବାର…
ଐତିହ୍ୟର ଭୂମି ମାହାଙ୍ଗାରେ ସନ୍ଥ ପରମ୍ପରାକୁ ମହନ୍ତ ଜଗନ୍ନାଥ ପୁରୀ ରୁଦ୍ଧିମନ୍ତ କରିଥିଲେ : ପ୍ରତାପ
ମାହାଙ୍ଗାରେ ମହନ୍ତ ଜଗନ୍ନାଥପୁରୀ ଗୋସ୍ୱାମୀଙ୍କ ସମାଧି ପ୍ରତିଷ୍ଠା ଉତ୍ସବରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଯୋଗଦାନ
ମାହାଙ୍ଗା-: (ସପ୍ତ ଜ୍ୟୋତି ରାଉଳ)-ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟୀ ଦୁଆବ ଅଂଚଳର କୋଠପଦା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମଠର ଅଷ୍ଟମ…
୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନ ଜୋରଦାର ହେବ : ବିଜେଡି
"ବିଜେପିର ରାଜ୍ୟ ନେତୃବୃନ୍ଦ ନେଉଛନ୍ତି ମିଛର ସାହାରା, ବାଢ଼ୁଛନ୍ତି ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି"
ଭୁବନେଶ୍ୱର: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ଏହି ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି |…