Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ସରକାରଙ୍କ ଅପାରଗପଣିଆ ପାଇଁ ରାଜ୍ୟରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି: ବିଜେଡି
ଓଡ଼ିଶାରୁ ଏଫସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ
ଚାଉଳ ନ ଉଠିବାରୁ ରାଜ୍ୟରେ ଧାନ କ୍ରୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି
ଓଡ଼ିଶାକୁ ଅଣଦେଖା କରି ଅନ୍ୟ ରାଜ୍ୟଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କେନ୍ଦ୍ର ସରକାର
ଏଫସିଆଇ ଓଡ଼ିଶା ପ୍ରତି ପାତରଅନ୍ତର କରୁଥିବା ଯୋଗାଣ ମନ୍ତ୍ରୀ!-->!-->!-->!-->!-->!-->!-->!-->!-->!-->…
ହଳଦୱାନି ପ୍ରସଙ୍ଗକୁ ନେଇ ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ, ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା: ଉତ୍ତରାଖଣ୍ଡର ହଳଦୱାନିରେ ଭାରତୀୟ ଜାତୀୟ କଂଗ୍ରେସର ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ସଭାସ୍ଥଳକୁ ଶୁଦ୍ଧିକରଣ କରାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚା ଜାରି ରହିଥିବାବେଳେ, ଏହାର ପ୍ରତିବାଦରେ ମଙ୍ଗଳବାର ଝାରସୁଗୁଡା ଜିଲ୍ଲା!-->!-->!-->…
“ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗ : ଓଡ଼ିଶାର କ୍ଷତି ହେବ ନାହିଁ ବୋଲି ବିଜେପିର ଯୁକ୍ତି ଏକ ଡାହା ମିଛ”
"ଏମଏମଡିଆର ସଂଶୋଧନ ଆକ୍ଟ ହେବା ପରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟ ସରକାରଙ୍କ ଅଧିକାର ସବୁଦିନ ପାଇଁ ଛଡାଇ ନିଆଗଲା । ଏହା ସହିତ ବକେୟା ବାବଦକୁ ପାଇବାକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ସବୁଦିନ ପାଇଁ ହରାଇଲା ।"
ବିଜେପି ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟ!-->!-->!-->!-->!-->!-->…
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ଛାତ୍ର ବିଜେଡି ପକ୍ଷରୁ ଆଜି ଏକ ବିଶାଳ କର୍ମଶାଳା ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜେନ୍ ଜିଙ୍କ ସ୍ଥିତି ଏବଂ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ!-->!-->!-->…
ପୌର ସ୍ୱାୟତ୍ତ ଶାସନ ଦିବସକୁ ନେଇ ରାଜନୀତି ତେଜ, ପ୍ରୋଟୋକଲ୍ ପ୍ରସଙ୍ଗରେ ବିଜେପିର ପ୍ରଶ୍ନ
ଝାରସୁଗୁଡ଼ା, ୩୧/୮: ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ପାଳନକୁ ନେଇ ରାଜନୀତି ତେଜ ହୋଇଛି। ସରକାରୀ ପ୍ରୋଟୋକଲ୍ର ଅନୁପାଳନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ ନକରାଯିବା ଅଭିଯୋଗ ଉଠାଇ ବିଜେପି ପକ୍ଷରୁ ରବିବାର ବିଟିଏମସ୍ଥିତ ବିଜେପି!-->…
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡିର ଆହ୍ୱାନ
"ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ ରେ ଲୋକଙ୍କୁ ଶ୍ରୀ ସାମଲ ବୁଝାଇବା ଦରକାର ଯେ, ନୂତନ ଭାବେ ଯେଉଁ ଆଇନ ଲାଗୁ କରାଗଲା, ତାହା ଦ୍ୱାରା ଓଡ଼ିଶାର ଲାଭ କେମିତି ହେବ"
ଭୁବନେଶ୍ୱର, ୩୦/୦୮/୨୦୨୬: ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା!-->!-->!-->…
ଦଳୀୟ ସ୍ୱାର୍ଥ ପାଇଁ ବିଜେପି ରାଜ୍ୟର ଖଣିକୁ କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଲା: ବିଜେଡି
ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ: ୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ଖଣି ସଂସ୍କାର ଆଇନ ଲାଗୁ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ
ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାର୍ଥ ବଦଳରେ କେନ୍ଦ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି
ଡବଲ ଇଞ୍ଜିନ ସରକାର ସଂଘୀୟ!-->!-->!-->!-->!-->!-->!-->!-->!-->!-->…
ସ୍ୱାୟତ୍ତ ଶାସନ ଦିବସ ନିମନ୍ତ୍ରଣକୁ ନେଇ ରାଜନୀତି ତେଜ
ବିଜେପି ଅଭିଯୋଗର ଜବାବ ରଖିଲେ ପୌରାଧ୍ୟକ୍ଷା ରାନୀ ହାତୀ
ଝାରସୁଗୁଡ଼ା, ୩୦/୮: ଆସନ୍ତା ୩୧ ଅଗଷ୍ଟରେ ପାଳିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସକୁ ନେଇ ଝାରସୁଗୁଡ଼ା ପୌର ପରିଷଦରେ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର କରି ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ପକ୍ଷରୁ ଉଠାଯାଇଥିବା!-->!-->!-->…
ଡାକ୍ତର ନିଯୁକ୍ତି ଦାବିରେ କୋଲାବିରାରେ ଗଣବିକ୍ଷୋଭ
ଝାରସୁଗୁଡ଼ା, ୨୯। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁଁ କୋଲାବିରା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ଅଭିଯୋଗ କରି ଆଞ୍ଚଳିକ ବିକାଶ ପରିଷଦ ଲଇକେରା, କୋଲାବିରା ଓ କିର୍ମିରା ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କୋଲାବିରା ମେଡିକାଲ ଛକରୁ!-->!-->!-->…
ଜୁଏଲଙ୍କ ବୟାନ ପରେ ରାଉରକେଲା ବିଜେପିରେ ଅନ୍ତଃକନ୍ଦଳ ଚର୍ଚ୍ଚା ତୀବ୍ର
ଅସ୍ତ୍ର ମାମଲାର ତଦନ୍ତ ଜୋରଦାର, ରାଜନୈତିକ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଜୁଏଲ ଓରାମ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରାଉରକେଲା ବିଜେପି ରାଜନୀତିରେ ସର୍କିଟ୍ ହାଉସ୍ ଅସ୍ତ୍ର ମାମଲା ଓ ବରିଷ୍ଠ ନେତା ଜୁଏଲ ଓରାମଙ୍କ ବୟାନକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ସରକାରୀ!-->!-->!-->…