ଜଗତସିଂହପୁର / ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା । ଆଜି ସମସ୍ତ ପଞ୍ଚାୟତରେ ସମସ୍ତ ଦଳମାନଙ୍କ ପକ୍ଷରୁ ଚାଲି କରାଯାଇ ପଞ୍ଚାୟତ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ । ସାମନ୍ତରାପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ବେହେରା, ସମିତିସଭ୍ୟ ପ୍ରାର୍ଥୀନ ମଧୁସ୍ତିତା ବେହେରା ଘର ଘର ବୁଲି ପୁସିଙ୍ଗ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ । ଆମେରୀ ପୟତରେ ପ୍ରାର୍ଥୀମାନଙ୍କ ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀ ରଞ୍ଜିତା ସିଂ ଯୋଗଦେଇ ପ୍ରଚାର କରିଥିଲେ । ଆମେରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରନାବାଳା ମଲ୍ଲିକ, ସମିତସଭ୍ୟ ପ୍ରାର୍ଥୀ କ୍ଷୀରୋଦ ମଲ୍ଲିକ, ଜିଲ୍ଲାପରିଷଦ ପ୍ରାର୍ଥୀ ରଞ୍ଜିତା ସିଂଙ୍କ ପାଇଁ ଓଡ଼ିଶା ଫିଲ୍ମ ଜଗତର ହାସ୍ୟ ଅଭିନେତା କୁନା ତ୍ରିପାଠି ଯୋଗଦେଇ ଭୋଟ ପ୍ରଚାର କରିଥିଲେ ।ଗୋପାଳପୁର(ଶଙ୍ଖଶୁର) ପୟତରେ ସରପଞ୍ଚ ପ୍ରାର୍ଥୀ ଆରତୀ ମାଝୀ, ସମିତିସଭ୍ୟ ପ୍ରାର୍ଥୀନୀ ପଦ୍ମିନ ମାହାଳୀ ଏକ ମଟର ସାଇକେଲ ରାଲି କରି ପୟତରେ ଭୋଟ ଭିକ୍ଷା କରିଥିଲେ । କନିମୂଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଅନୁଷ୍କ୍ରିୟା ମହାନ୍ତି, କଲ୍ୟାଣୀ ପାଇଁ, କବିତା ସାହୁ, ସମିତିସଭ୍ୟ ପ୍ରାର୍ଥୀ ବସନ୍ତ ମହାପାତ୍ର, ବେଦଦ୍ୟୁତ ପୃଷ୍ଟି, ପ୍ରଶାନ୍ତ ଦାଶ ପ୍ରମୁଖ ରାଲି କରି ଭୋଟ ପ୍ରଚାର କରିଥିଲେ । ବିଷନପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ରାଜଶ୍ରୀ ମହାପାତ୍ର, ଜୟନ୍ତ ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ସଙ୍ଗିତା ମହାନ୍ତି, ସମିତିସଭ୍ୟ ପ୍ରାର୍ଥୀ ରସାନ ବିବି ପ୍ରମୁଖ ଚାଲି ଦ୍ବାରା ଭୋଟ ଭିକ୍ଷା କରିଥିଲେ । ଗଞ୍ଜାମ ପଞ୍ଚାୟତରେ ଜିଲ୍ଲାପରିଷଦ ପ୍ରାର୍ଥୀ ଗଙ୍ଗାଧର ବିଶ୍ୱାଳ ୪ ନମ୍ବର ଯୋନରେ ପ୍ରାର୍ଥୀମାନଙ୍କ ପାଇଁ ରାଲି ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ l
Sign in
Sign in
Recover your password.
A password will be e-mailed to you.