Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୮୦ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍: ଗଣମାଧ୍ୟମ ଏକାଦଶ ବିଜୟୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୮୦ତମ ସ୍ୱାଧୀନତା ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ!-->!-->!-->…
ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପ୍ରଶାସନିକ ଅବହେଳା ଅଭିଯୋଗ।
କିଏ ପାଉଛି ସହାୟତା, କିଏ ବର୍ଷ ବର୍ଷ ଧରି ଅପେକ୍ଷାରେ!
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଗରିବ ଓ ଅସହାୟ ପରିବାରଙ୍କ ଆର୍ଥିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଚାଲୁ ରହିଛି। ହେଲେ ଏହି ଯୋଜନାଗୁଡ଼ିକର ସୁଫଳ ପାଇବାରେ ଯୋଗ୍ୟ ହିତାଧିକାରୀମାନେ!-->!-->!-->!-->!-->…
ଓଡ଼ିଶାର ପ୍ରଥମ ମହିଳା ପର୍ବତାରୋହୀ ଦଳର ୟୁନାମ ଶିଖରକୁ ଐତିହାସିକ ଯାତ୍ରା
୨୦,୧୦୦ ଫୁଟ ଉଚ୍ଚ ଶିଖରରେ ୮୦ ମିଟର ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟ
ଭୁବନେଶ୍ୱର, ୦୬.୦୮.୨୦୨୬: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ମହିଳା ନେତୃତ୍ୱାଧୀନ ପର୍ବତାରୋହୀ ଦଳ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ!-->!-->!-->!-->!-->…
ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା
….
ବାଳିକା ଫାଇନାଲ ରେ ଦୀକ୍ଷା ଏସ. ଆର. ଓ ପାରୁଲ ଚୌଧୁରୀ…
ବାଳକ ଫାଇନାଲ ରେ ନିଶ୍ଚଲ ଚାନ୍ଦ ଓ ଟି. ଜ୍ଞାନ ଦତ୍ତ୍ତୃ
ଭୁବନେଶ୍ୱର,୩୧ /୭ - ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ଠାରେ ଚାଲିଥିବା ୟନେକ୍ସ!-->!-->!-->!-->!-->!-->!-->!-->!-->!-->!-->…
ରାଉରକେଲାରୁ ବିଶ୍ୱ ମଞ୍ଚକୁ Team One Crewର ସଫଳତା
ଥାଇଲ୍ୟାଣ୍ଡରେ ଭାରତ ପାଇଁ 1st Runner-Up, ଏବେ ଚୀନରେ ଆନ୍ତର୍ଜାତୀୟ ଚାମ୍ପିଅନଶିପ୍ରେ କରିବେ ପ୍ରତିନିଧିତ୍ୱ
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଠିନ ପରିଶ୍ରମ, ଦୃଢ଼ ସଙ୍କଳ୍ପ ଏବଂ ନୃତ୍ୟ ପ୍ରତି ଅକୁଣ୍ଠ ନିଷ୍ଠା ବଳରେ ରାଉରକେଲାର Team One Crew ଆଜି ଜାତୀୟ!-->!-->!-->…
ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ, ମୃତ ପରିବାରକୁ ଶାନ୍ତନା ଦେଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମଦଳିରେ ୧୭ ବର୍ଷୀୟ ନାବାଳକ ବିନୋଦ ବେହେରା ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସ ଭବନ ପହଞ୍ଚି ତାଙ୍କ ପିତା ମୋହନ ବେହେରା ଓ ସପରିବାର କୁ ଆଶ୍ଵାସନା ଦେଲେ ବିଧାୟକ ରୁପେସ ପାଣିଗ୍ରାହୀ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପବିତ୍ର ରଥଯାତ୍ରା!-->…
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍ଯାପିତ
ଷ୍ଟଡିୟର ଭିତ୍ତିଭୂମି ର ବିକାଶ କରାଯିବ - ନରସିଂହ
ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟାନ, ଦୟା ରନର୍ସଅପ
୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ
ଭେଟେରାନ ଖେଳାଳି ଡା. ଦିପକ ବାରିକଙ୍କୁ ତ୍ରିମୁକୁଟ
ବଲାଙ୍ଗିର,୨୨/୭ -!-->!-->!-->!-->!-->!-->!-->!-->!-->!-->!-->…
ଟିପିଡବ୍ଲୁଓଡିଏଲ୍ର ‘ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ଛୁଇଁଲା ସଫଳତାର ନୂଆ ଶିଖର,
ସୁନ୍ଦରଗଡ଼ ଜିଲ୍ଲାରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ହେଲେ ସାମିଲ
୪୦ ପ୍ରତିଶତରୁ ଅଧିକ ଝିଅଙ୍କ ଅଂଶଗ୍ରହଣ, ମୁଖ୍ୟମନ୍ତ୍ରୀ ଟ୍ରଫି ଓ ଏସ୍ଜିଏଫ୍ଆଇ ଜାତୀୟ ଚାମ୍ପିଅନସିପ୍ରେ ସଫଳତା ।
ସୁନ୍ଦରଗଡ଼, ୨୧ ଜୁଲାଇ ୨୦୨୬:ଆରମ୍ଭ ହେବାର ବର୍ଷକ ମଧ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା!-->!-->!-->!-->!-->!-->!-->…
ସିସିଏଲ ର ପ୍ରଥମ ସଂସ୍କରଣ ଉଦଘାଟିତ
ଭୁବନେଶ୍ୱର :ଜେମିନି ଆଇଟି କମ୍ପାନୀ ଦ୍ୱାରା ଆୟୋଜିତ କର୍ପୋରେଟ କ୍ରିକେଟ ଲିଗର ପ୍ରଥମ ସଂସ୍କରଣ ଆଜି ସ୍ଥାନୀୟ ୟୁନିଟ 2 ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ସ୍କାନ ଗ୍ରାଉଣ୍ଡ ରେ ଉଦଘାଟିତ ହୋଯାଇଅଛି | ଏହାକୁ ଜେମିନି କମ୍ପାନୀର ଡାଇରେକ୍ଟର ଶ୍ରୀ ଶ୍ରୀଦ୍ଧାର୍ଥ ସାମଲ ଫିତା କାଟି…
ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ବାଜି ମାରିଲେ ଓଡିଆ ଖେଳାଳୀ
ବୀରମହାରାଜପୁର,( ବିନୋଦ ପାଣ୍ଡେ) ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ବାଜଜିମାରିଲେ ଓଡିଆ ଖେଳାଳୀ । ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଦି୍ୱତୀୟ ଆନ୍ତର୍ଜାତୀୟ ଓପନ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇ ବାଜି ମାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର…