ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜାପୀଠରେ ମା’ ଦୁର୍ଗାଙ୍କ ଦର୍ଶନ କଲେ ସାଂସଦ

ମା’ ଦୁର୍ଗା ହେଉଛନ୍ତି ଶକ୍ତି, ଭକ୍ତି ଓ ବିଶ୍ୱାସର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ମହାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର କଲ୍ୟାଣ କାମନା କଲେ• ମା’ଙ୍କ କୃପାରୁ ହିଁ ମାନବ ସମାଜରେ ଉଦାରତା ଓ ସଦ୍ଭାବ ପ୍ରତିଷ୍ଠିତ ହୋଇଥାଏ …

ସୁଜାତାଙ୍କୁ ଟାର୍ଗେଟ କରି ଏଆଇ ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ପ୍ରସାରଣ ନେଇ ବିଜେଡିର ଏଫ୍ଆଇଆର୍

ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର, ୧୮/୧୦/୨୦୨୬: ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ଏବଂ ସ୍ୱର ନକଲ କରାଯାଇଥିବା ବିଷୟବସ୍ତୁ…

ବଲାଙ୍ଗୀର ଦିନ :୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ,ନଭେମ୍ବର ୧ ରେ ବଲାଙ୍ଗୀର ଦିନ୍‌

ବଲାଙ୍ଗୀର,୧୮ା୧୦-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗୀର ଦିନ୍ ପାଳିତ ହେବାକୁଯାଉଛି । ବଲାଙ୍ଗୀର ଜିଲ୍ଲାଗଠନର ଅସ୍ମିତାର ଦିନକୁ ସ୍ମରଣୀୟ କରିବାକୁ ବଲାଙ୍ଗୀର ଦିନ୍ ପାଳନ ପୂର୍ବରୁ ଆସନ୍ତା ୨୪ ତାରିଖରୁ ଆରମ୍ଭ କରି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ…

ପିଏମ୍ ଶ୍ରୀ ସକ୍ଷମ କେନ୍ଦ୍ର ଉଦ୍ଘାଟିତ

ବେଲଗୁଣ୍ଠା,୧୮/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ୍ ଶ୍ରୀ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଆବଶ୍ୟକ ଥେରାପି ସେବା ଏବଂ ଉପଯୁକ୍ତ ସହାୟତା…

ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣପୁରରେ ୨୪ ପ୍ରହର ନାମଯଜ୍ଞ ମହୋତ୍ସବର ପ୍ରସ୍ତୁତି ବୈଠକ

୫୬ଟି କୀର୍ତ୍ତନ ମଣ୍ଡଳୀର ଗୁରୁଙ୍କ ଯୋଗଦାନ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆସନ୍ତା କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣପୁର ପରିସରରେ ଆୟୋଜିତ ହେବାକୁ ଥିବା ପବିତ୍ର ୨୪ ପ୍ରହର ନାମଯଜ୍ଞ ମହୋତ୍ସବକୁ ସଫଳ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ମନ୍ଦିର…

ରାସ୍ତାକଡ଼ରୁ କନେଷ୍ଟବଲଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର;ଦୁର୍ଘଟଣା ନା ଅନ୍ୟ କିଛି?

ବେଲଗୁଣ୍ଠା, ୧୮/୧୦,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଲଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଲ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ…

ପ୍ରଦେଶ କଂଗ୍ରେସ ଓବିସି ବିଭାଗର ସାଧାରଣ ସମ୍ପାଦକ ହେଲେ ଇଂ. ଦେବାନନ୍ଦ ବାରିକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଂ. ଦେବାନନ୍ଦ ବାରିକଙ୍କୁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବିଭାଗର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରେ ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଓ…

ନିଜ ପଦପର୍ଯ୍ୟାଦାର ଗରିମା ରଖନ୍ତୁ ନବନିଯୁକ୍ତ ରାଜ୍ୟପାଳ, ନଚେତ ଇସ୍ତାଫା ଦିଅନ୍ତୁ – ନରସିଂହ

ବଲାଙ୍ଗିର:- ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ଏହି ପଦବୀର ମର୍ଯ୍ୟାଦା, ଗାରିମା କ୍ଷୁର୍ଣ୍ଣ କତା ହେବା ନୁହେଁ କିନ୍ତୁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ନାମ ଘୋଷଣା ହେବା ପରେ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ ଓ ଅସମ୍ବିଧାନିକ । ଗଣମାଧ୍ୟମରେ…

ଟ୍ରାଫିକ ସମସ୍ୟା କୁ ନେଇ ପୋଲିସ ପ୍ରଶାସନ ଓ ଓକିଲ ସଂଘ ମଧ୍ୟରେ ଆଲୋଚନା ।

ପଦ୍ମପର ତା 17.10.26.: ଗତକାଲି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଅଷ୍ଟମ ଶ୍ରେଣୀ ଛାତ୍ର କମଳ ତାରିଆ ଙ୍କ ମୃତ୍ୟୁ ପରେ ଗଭୀର ମର୍ମାହତ ପଦ୍ମପୁର ଓକିଲ ସଂଘ ର ସଦସ୍ୟ ବୃନ୍ଦ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଏକ ଜରୁରୀ କାଳୀନ ସାକ୍ଷାତ ଆଲୋଚନା କରିଥିଲେ | ଆଲୋଚନା ନିଷ୍କର୍ଷ କ୍ରମେ ସମସ୍ତ…

ବାଳ-ମୁକୁନ୍ଦ କେନ୍ଦ୍ରର ‘ସଂସ୍କାର ଓ ସେବା ସମାବେଶ’

ସୁବାଷ ନଗରରେ ହନୁମାନ ଓ ବଟବୃକ୍ଷ ପୂଜନ : ନବ ଜୀବନ ଟ୍ରଷ୍ଟରେ ଦାରିଦ୍ର୍ୟ ଦୂରୀକରଣ ସଂକଳ୍ପ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ , ଗର୍ଭଣା ସଂକ୍ରାନ୍ତି ଓ ପବିତ୍ର ମହାସପ୍ତମୀ ଉପଲକ୍ଷେ ସ୍ଥାନୀୟ ବାଳ-ମୁକୁନ୍ଦ କେନ୍ଦ୍ର…