Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଓଲିଉଡ୍ରେ ଡେବ୍ୟୁ କରିବେ ଜ୍ୟୋତିର୍ମୟୀ
ରୋମାଣ୍ଟିକ୍ ଥ୍ରିଲର୍ ‘ରକ୍ତ କରବୀ’ରେ ନଜର ଆସିବେ
ଭୁବନେଶ୍ୱର: ମଡେଲିଂ, ଟେଲିଭିଜନ୍ ଧାରାବାହିକ ଓ ମ୍ୟୁଜିକ୍ ଭିଡିଓରେ ନିଜର ପରିଚୟ ସୃଷ୍ଟି କରିଥିବା ଜ୍ୟୋତିର୍ମୟୀ ଏବେ ଓଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କର ଡେବ୍ୟୁ ଫିଲ୍ମ ‘ରକ୍ତ କରବୀ’ ଏକ ରୋମାଣ୍ଟିକ୍!-->!-->!-->!-->!-->!-->!-->…
ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ
ରାଉରକେଲା(ବସନ୍ତ କୁମାର ଜେନା): ମା ଖମ୍ବେଶ୍ବରୀ ଏଣ୍ଟରଟେନମେଣ୍ଟ ଓ ସହର ସେବା ସମିତିର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ ସୋଲାସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ଏପ୍ରିଲ୍ ମାସ ୧୪ ତାରିଖ ପଣାସକ୍ରାନ୍ତି ଦିନ ସହରର ଦୁଇଟି ପ୍ରେକ୍ଷାଳୟ ସମେତ…
ଆଜି ମୁକ୍ତିଲାଭ କରୁଛି ଦ୍ୱିଭାଷୀ “ମାୟାଦର୍ପଣ”
ଭୁବନେଶ୍ୱର : ଆଜି (ଜୁଲାଇ ୧୫ ତାରିଖ)ରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ । ଉଭୟ ଓଡିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ସାରା ଭାରତରେ ୫୦ଟି…
ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ସପ୍ତମ ସନ୍ଧ୍ୟାରେ ‘ଶବବାହକ ମାନେ’
ନୟାଗଡ଼(ବିଶ୍ଵଜିତ ନାୟକ) - ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର…
୨୧ରେ କଞ୍ଚାଲଙ୍କାରେ ‘ହଉ ହଉ ହେଇଗଲାରେ’
ଭୁବନେଶ୍ୱର : ଅଜୟ ଓ ପ୍ରିୟା । ଉୟୟେ ଉଭୟଙ୍କୁ ଦେଖିଲେ ଚିଡ଼ନ୍ତି,କିନ୍ତୁ ଦୁହିଁଙ୍କ ଭିତରେ ରହିଛି ଏକ ସୁନ୍ଦର ସମ୍ପର୍କ । କିନ୍ତୁ କେତେବେଳେ ସେ ସମ୍ପର୍କ, ସେମାନେ ଦୂରେଇ ଯାଆନ୍ତି ତ ଆଉ କେତେବେଳେ ଭଙ୍ଗା ସମ୍ପର୍କକୁ ଯୋଡ଼ିବାକୁ କଠିନ ପ୍ରୟାସ କରନ୍ତି । ତା’ ଭିତରେ ପୁଣି ପାରିବାରିକ…
କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତରେ ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି । ଶିକ୍ଷା ଓ…
ଆସିଗଲା ‘ସ୍ଲୋ ମୋଶନ ଚାଲି’
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ 'ସ୍ଲୋ ମୋଶନ ଚାଲି'| 'ସ୍ଲୋ ମୋଶନ ଚାଲି' ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି |…
ମୁକ୍ତିଲାଭ କଲା ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’
ଭୁବନେଶ୍ୱର(ଶାସକ ପ୍ରଶାସକ): ନୂଆବର୍ଷରେ ନିହାର ନମନ ଫିଲ୍ମସ ଭେଟିଦେଇଛି ଓଲିଉଡ଼ର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା' | ହୋଟେଲ ସାଣ୍ଡିଜ ଟାୱାର ଠାରେ ଏହାର ରିଲିଜ ଉତ୍ସବ ଆୟୋଜିତ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଏହାକୁ ରିଲିଜ କରିଛନ୍ତି ତରଙ୍ଗ ଚାନେଲର ମୁଖ୍ୟ ଶ୍ରୀ…
ହାଇପର୍କନେକ୍ଟିଭିଟିର ଉପାଦେୟପୂର୍ଣ୍ଣ ବ୍ୟବହାର ହେଵା ଉଚିତ : ସାମ୍ ପିଟ୍ରୋଡା
କାଦମ୍ବିନୀର ନୂଆବର୍ଷ ବନ୍ଧୁମିଳନ
ଭୁବନେଶ୍ୱର, (ଶାସକ ପ୍ରଶାସକ): କାଦମ୍ବିନୀର ନବବର୍ଷ ବନ୍ଧୁମିଳନ କରୋନା କଟକଣା ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲ୍ ମୋଡରେ ଆମେରିକାର ଚିକାଗୋ ସହରରୁ ବିଶିଷ୍ଟ ସୂଚନା ବିଜ୍ଞାନୀ ସାମ୍ ପିଟ୍ରୋଡା ଯୋଗଦେଇ…
‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ
ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ । ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି । ଆଜି ପ୍ରମେୟନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର…