ରେଡ଼ିଓ ସ୍ଵୟଂ ଶକ୍ତି ତରଫରୁ ବିଶ୍ୱ ଶିଶୁ ଦିବସ ପାଳନ ଉପଲକ୍ଷେ ଭାବ ବିନିମୟ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ରେଡ଼ିଓ ସ୍ବୟଂଶକ୍ତି ତରଫରୁ ଦୁଇ ଦିନ ଧରି ବିଶ୍ଵ ଶିଶୁ ଦିବସ ପାଳନ ରେଡ଼ିଓ ସ୍ବୟଂ ଶକ୍ତି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶିଶୁ ମାନେ ନିଜେ ଯୋଡି ହୋଇ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ,ଶିଶୁମାନଙ୍କ ଅଧିକାର, ଉତ୍ତମ ଶିକ୍ଷା,…

ରନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଅମିତ କୁମାର ସିଂ ଦେଓ ଙ୍କ ନେତୃତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ସଭାରେ ଛାତ୍ର ଜନତା ଦଳ ସଦସ୍ୟ ମାନେ ଯୋଗ ଦେଇ କେନ୍ଦ୍ର ସରକାର ମାଁ ଙ୍କ ଆଖିର ଲୁହ ପୋଛିବା ବଦଳରେ ବାପାଙ୍କ…

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନୂଆପଡା ଗସ୍ତରେ କଳା ପତାକା ଦେଖାଇ ଜେଲ ଯାଇଥିବା ବିଜେପି ତିନି କର୍ମୀ ଜେଲରୁ ମୁକ୍ତ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକନୂଆପଡା ଜିଲ୍ଲା ଗସ୍ତ ରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆସିଥିବା ବେଳେ ବିଜେପି କର୍ମୀମାନେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦିବ୍ୟଶଙ୍କର ମିଶ୍ର ଙ୍କ ବିରୁଦ୍ଧରେ ତରବୋଡ଼  ଠାରେ କଳା ପତାକା ଦେଖାଇଥିଲେ।  ଏହି କଳା…

ଜାତୀୟ ଜୁଡୋ ରୋପ୍ୟ ପଦକ ବିଜେତା ଇଶାନଙ୍କୁ ଜ଼ିଲ୍ଲା ଓବିସି ମଞ୍ଚର ସମ୍ବର୍ଦ୍ଧନା I

ସମ୍ବଲପୁର,(ସନ୍ଦୀପ ଶର୍ମା ) : ଜାତୀୟ ସବ୍ ଜୁନିଅର ଜୁଡୋ ପ୍ରତିଯୋଗିତାରେ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ଉଦୀୟମାନ ଯୁବ ପ୍ରତିଭା ଇଶାନ୍ କୁମାର ପ୍ରଧାନଙ୍କୁ ଆଜି ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ସମର୍ଦ୍ଧିତ…

ଗାୟତ୍ରୀ ଫାର୍ମାସୀ ବୈଷୟିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ରେଗେଡାସ୍ଥିତ ଗାୟତ୍ରୀ ଫାର୍ମାସୀ ବୈଷୟିକ ମହାବିଦ୍ୟାଳୟ ପରିସରରେ ଜାତୀୟ ଫର୍ମାସୀ ସପ୍ତାହ ପାଳନ କରାଯାଇଅଛି । ଏହି ଅବସରରେ ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ସହ ଶୀତ ବସ୍ତ୍ର ବିତରଣ କରାଯାଇଥିଲା । ସେଠାରୁ ବାହାରି…

ଵୋଲେରୋ ,ଵାଇକ, ସ୍କୁଟି ଦୁର୍ଘଟଣା ।

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ସ୍ଥିତ ଯାମଗୁଡା ନିକଟର ସକାଳୁ ୯ ସମୟ ଵୋଲେରୋ ,ବାଇକ ଓ ସ୍କୁଟି ଦୁଘଟଣା ହେଇଛି । ଏଥିରେ ଦୁଇ ଜଣକୁ ଆଘାତ ଲାଗିଛି । ଵୋଲେରୋଟି ତୋଟାଗୁଡା ଆଡୁ ଫେରୁଥିବା ବେଳେ ଏହା ପଛପଟେ ସ୍କୁଟିଟି ଆସୁଥିଲା | ଵୋଲେରୋ ଗାଡିଟି ଓଭରଟେକ କରି…

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ।

ପଦ୍ମପୁର(ଶାସକପ୍ରଶାସକ)-ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ  ଓଡ଼ିଆ ବିଭାଗରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଶ୍ରୀମତୀ ସୁଷମା ପଟ୍ଟନାୟକ…

ପାଇକମାଳ ବସ୍ତିରେ ଡିଭାଇଡର ଦାବିରେ ହେବାକୁଥିବା ଆନ୍ଦୋଳନ ସ୍ଥଗିତ

ବରଗଡ :- ବିଜୁ ଏକ୍ସପ୍ରେସ ୱେ , କହବାକୁ ଗଲେ ରାଜ୍ୟ ସରକାରଙ୍କର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ଏକ୍ସପ୍ରେସ ୱେ ଗମନାଗମନ ସହିତ ଲୋକଙ୍କର ଆର୍ଥିକ ବିକାଶ ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ । ଅନେକ ଜାଗାରେ ରାସ୍ତାର ନିର୍ମାଣ କାର୍ୟ୍ଯ ଜୋରସୋରରେ ଚାଲୁଥିବା ବେଳେ…

ଲୋକଙ୍କୁ ଘର ପାଖରେ ତ୍ବରିତ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ ଜନଶୁଣାଣୀ ପୋର୍ଟାଲ ନାଗରିକ ମାନଙ୍କୁ ସଶକ୍ତ କରିବ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ପୋର୍ଟାଲ ଓଡିଶା ବାହାରେ ରହୁଥିବା ଓଡିଆ ମାନଙ୍କୁ ଓଡିଶା ସହ ଯୋଡ଼ି ରଖିବ…

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର :ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି। ଓଡିଶା ରାଜ୍ୟ…