Browsing Category

ରାଜ୍ୟ

ଓଡ଼ଗାଁ ଅଦାଲତରେ ତୃତୀୟ ରାଷ୍ଟ୍ରୀୟ ଲୋକଦାଲତ

୯୦ ମାମଲାର ଫଇସଲା,୦୮ଲକ୍ଷ ୫ହଜାର ଟଙ୍କା ଅସୁଲ। ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଅଦାଲତ ପରିସରରେ ଓଡଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ସମ୍ପର୍କିତ ୬୯ ଗୋଟି ମାମଲା, ଫୌଜଦାରୀ ସମ୍ପର୍କିତ ୦୬ ଗୋଟି ମାମଲା, ବ୍ୟାଙ୍କ

କୁରାଳ ଦଧି ବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଉଦଯାପିତ

ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଠାରେ ଅବସ୍ଥିତ ଦଧି ବାମନ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ସଂସ୍କୃତ ସପ୍ତାହ ପାଳନ ଶନିବାର ଉଦଯାପିତ ହୋଇଯାଇଛି।ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ହେବାକୁ ଥିବା ୫୦ତମ ପୁଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର:୧୨/୯/୨୬(ରଜତ ପଟ୍ଟନାୟକ)ଚଳିତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ"ପ୍ରସ୍ତୁତି ବୈଠକ"ନେହେରୁ ନଗର ୯ମ' ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ

ଆସିକା ବାଲି ମାଫିଆ ଙ୍କ ଗୁଣ୍ଡାରାଜ ଅଭିଯୋଗ ରେ ହିଞ୍ଜିଳିକାଟୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ହିଞ୍ଜିଳିକାଟୁ:(ରଜତ ପଟ୍ଟନାୟକ)ଆସିକା ଚୋରା ବାଲି ଚାଲାଣ ନେଇ ହିଞ୍ଜିଳିକାଟୁରେ ବିଜେପି ପକ୍ଷରୁ ହିଞ୍ଜିଳି ନଗର ଯୁବମୋର୍ଚ୍ଚା ସଭାପତି ବଳରାମ ପଣ୍ଡାଙ୍କ ନେତୃତ୍ଵରେ ୧୦ତାରିଖ ଗୁରୁବାର ରାତ୍ର ୧୧ଘଣ୍ଟ ସମୟରେ ଏକ ଆନ୍ଦୋଳନ ଆୟୋଜିତ ହୋଇଯାଇଛି।ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି

ବଲାଙ୍ଗୀରରେ ଆରମ୍ଭ ହେଲା ସ୍ୱଦେଶୀ ଶିଳ୍ପ ମହୋତ୍ସବ

ଏକ ମାସ ଧରି ଚାଲିବ ପ୍ରଦର୍ଶନୀ ଓ ବିକ୍ରୟ ମେଳା ବଲାଙ୍ଗୀର: ସୃଷ୍ଟି ହେଲପିଙ୍ଗ ହାଣ୍ଡ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ସହରର ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱଦେଶୀ ଶିଳ୍ପ ମହୋତ୍ସବ। ଏକ ମାସ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା

ଜିନ୍ଦଲ ଷ୍ଟିଲର ନୂଆ କୀର୍ତ୍ତିମାନ, ବିଶ୍ୱର ଦୀର୍ଘତମ ଷ୍ଟିଲ ସ୍ଲାଗ ସଡ଼କ ନିର୍ମାଣ କରି ଗିନିଜ ରେକର୍ଡ

 ନୂଆଦିଲ୍ଲୀ, 12/9: ଛତିଶଗଡ ରାୟଗଡରେ ଜିନ୍ଦଲ ଷ୍ଟିଲ୍, ଦେଶର ବୈଜ୍ଞାନିକମାନଙ୍କ ସହଯୋଗରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀ ପକ୍ଷରୁ କାରଖାନାରୁ ନିର୍ଗତ ହେଉଥିବା ଷ୍ଟିଲ୍ ସ୍ଲାଗ୍‌ର  ଶତ ପ୍ରତିଶତ ଉପଯୋଗ କରାଯାଇ ୧.୮୫ କିଲୋମିଟର ଦୀର୍ଘ ୪-ଲେନ୍‌ ବିଶିଷ୍ଟ ସଡ଼କ

ଯୁବ ରେଡ଼କ୍ରସ ଶାଖାର “ବିଶ୍ୱ ପ୍ରାଥମିକ ସହାୟତା ଦିବସ” କାର୍ଯ୍ୟକ୍ରମ

ବେଲଗୁଣ୍ଠା, ୧୨/0୯,-(ଶିବରାମ ଚୌଧୁରୀ )-କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ତରଫରୁ "ବିଶ୍ୱ ପ୍ରାଥମିକ ସହାୟତା ଦିବସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ

ଭଞ୍ଜନଗରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ: ୫୮ ଟି ମାମଲାର ସଫଳ ସମାଧାନ, ୧.୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ସିଭିଲ୍ କୋର୍ଟରୁ ₹୧.୮୦ କୋଟିର ଦୁର୍ଘଟଣା କ୍ଷତିପୂରଣ, ୩୨୮ ମାମଲାରୁ ୫୮ ଟିର ସଫଳ ଫଇସଲା ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ ରେ

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ ରେ| ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ କହିଥିଲେ | ଅନୁଷ୍ଠାନର

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ

ଭୁବନେଶ୍ୱର, ସେପେ୍‌ଟମ୍ବର ୧୨: ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରଂପରା, ସଂସ୍କୃତି, ଐତିହ୍ୟ, ଆଂଚଳିକ ବ୍ୟଞ୍ଜନ ଓ ରନ୍ଧନ କୌଶଳକୁ ନେଇ କୁଇଜ୍ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ସମ୍ ଡାଏଗ୍ନୋଷ୍ଟିକ୍‌ସ