Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ମହାପ୍ରଭୁଙ୍କୁ ଦର୍ଶନ କଲେ ଅଲମ୍ପିଆନ ଗଗନ ନାରଙ୍ଗ
ପୁରୀ ,୨୧/୭- ଚଳିତ ରଥଯାତ୍ରା ଅବସରରେ ଭାରତୀୟ ସୁଟର ପଦ୍ମଶ୍ରୀ ଗଗନ ନାରଙ୍ଗ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି।ଦର୍ଶନ ପରେ ନିଜ ପ୍ରତିକ୍ରିୟା ରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ ଭବୁଛନ୍ତି ବୋଲି କହିବା ସହ ଏହି ଅନୁଭବ ସାରା ଜୀବନ ଆଛାଦିତ କରି!-->!-->!-->…
ଦେଶର ଋଣ ବୋଝ ୨୦୧.୧୭ଲକ୍ଷ କୋଟି
ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର,୨୧ା୭: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟ୍ରେ ଅନୁମାନ କରିଛନ୍ତି । ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର!-->!-->!-->…
ନାସକମ ଏସ୍ଏମ୍ଇ. ଇନସ୍ପାୟାର ପୁରସ୍କାର ସମାରୋହରେ ସିଏସ୍ଏମ୍ ଟେକ୍ନୋଲୋଜିସ୍କୁ ଗୋଭେଟେକ୍ ସମ୍ମାନ
ଏକ ସ୍ୱୀକୃତି ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ରୂପ ଦେଉଥିବା ଟେକ୍ନୋଲୋଜିର ଶାନ୍ତ ଶକ୍ତିକୁ ପ୍ରତିଧ୍ୱନିତ କରେ
ମୁମ୍ବାଇ ,25 ମାର୍ଚ୍ଚ, 2026 : ଅଗ୍ରଣୀ ଗଭ୍ଟେକ୍ ସମାଧାନ ପ୍ରଦାନକାରୀ ସିଏସ୍ଏମ୍ (CSM) ଟେକ୍ନୋଲୋଜିସ୍କୁ ନାସକମ ଏସ୍.ଏମ୍. ଇ. ଇନସ୍ପାୟାର (Inspire) ଆୱାର୍ଡସ୍ 2026…
ଅନୀଲ ଅଗ୍ରୱାଲଙ୍କ ମାଲିକାନାରେ ବ୍ରିଟେନର ପ୍ରତିଷ୍ଠିତ ରିଭରସାଇଡ ଷ୍ଟୁଡିଓଜ
ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ନେତୃତ୍ୱକୁ ଆସିବ ବ୍ରିଟେନର ବିଶିଷ୍ଟ ରିଭରସାଇଡ ଷ୍ଟୁଡିଓ । ୧୦୦ ବର୍ଷ ପୁରୁଣା ଏହି ଷ୍ଟୁଡିଓ କେନ୍ଦ୍ରୀୟ ଲଣ୍ଡନର ଥେମସ ନଦୀର ଉତର କୂଳ ନିକଟରେ ରହିଛି । ତାହା ଆଗକୁ ‘ଅନିଲ ଅଗ୍ରୱାଲ ରିଭରସାଇଡ ଷ୍ଟୁଡିଓଜ…
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଓ ଏନଏସଡିସି ମଧ୍ୟରେ ଏମଓୟୁ
ଗୁଗଲ୍, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ସହ ଏମଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ -ଧର୍ମେନ୍ଦ୍ର ପ୍ରଧାନ
• ଗୁଗୁଲ, ମାଇକ୍ରୋସଫ୍ଟ. ଫ୍ଲିପକାର୍ଟ, ଟିମ୍ ଲିଜ୍, ଅପଗ୍ରେଡ, ରିଲାଏନ୍ସ ଫାଉଣ୍ଡେସନ, ହନିଓ୍ୱେଲ, ଇନୋଫୋସିସ ସହ ଏନଏସଡିସି ସହ ଏମଓୟୁ…
ପରଲୋକରେ ମୁଲାୟମ ସିଂ ଯାଦବ
ଗୁରୁଗାଓଁ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ରହିଥିବା ଭେଟେରାନ ରାଜନେତା ମୁଲାୟମ ସିଂ ଯାଦବଙ୍କର ଆଜି ସକାଳେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ମୂତ୍ରାଶୟ ସଂକ୍ରମଣ କାରଣରୁ ୨୬ ସେପ୍ଟେମ୍ବରରୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୫ ଜଣଙ୍କ ଦୁଃଖଦ ମୃତ୍ୟୁ
ପାଉରି ଘରୱାଲ :ଗତକାଲି ରାତିରେ ଉତ୍ତରାଖଣ୍ଡର ପାଉରି ଘରୱାଲରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥବା ସୂଚନା ମିଳିଛି | ସୂଚନାଯୋଗ୍ୟ ଯେ , ବାହାଘର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗତକାଲି ରାତିରେ ଧୁମାକୋଟର ବୀରୋକାଲ ଅଞ୍ଚଳପାଉରି ଘରୱାଲ ଠାରେ ଏକ…
ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି
ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି | ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ସ୍ୱିଡ଼େନର ଜେନେଟିଶିଷ୍ଟ ଭାନତେ ପାବୋଙ୍କୁ ମେଡିସିନରେ ବା ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି |
“ଏମ୍ସ କୋଠା କେହି ଚୋରି କରି ନେଇଛି !”
"ନଡ୍ଡା ଜୀ, ଏମ୍ସ କୋଠା ଆମେ ଘଣ୍ଟେ ଖୋଜିଲୁ...ପାଇଲୁ ନାହିଁ "
ମଦୁରାଇ : ଇଏ ପୁରା କୂଅ ଚୋରି ପରି । 95 ପ୍ରତିଶତ କାମ ଶେଷ ହୋଇଥିବା ଗୋଟେ ବିଶାଳ କୋଠା ଗାଏବ ହେବା କଥା କେବେ ଶୁଣିଛନ୍ତି !!! ହେଇଛି ,ତାମିଲନାଡୁରେ । କାରଣ ସରକାରଙ୍କ ପକ୍ଷରୁ କୁହାଯାଉଛି 95 ପ୍ରତିଶତ କାମ ସରିଲାଣି,…
ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସ୍ : ଆଇଡିବିଆଇ ବ୍ୟାଙ୍କକୁ ତିନିଟି ପୁରସ୍କାର
ଭୁବନେଶ୍ୱର: ଆସୋଚାମ୍ ୧୭ତମ ବାର୍ଷିକ ବ୍ୟାଙ୍କିଙ୍ଗ୍ ସମିଟ୍ ଆଣ୍ଡ୍ ଆୱାର୍ଡସରେ ଲେଣ୍ଡିଂ (ଋଣ ପ୍ରଦାନ), ନନ୍ ଲେଣ୍ଡିଂ( ଅଣ ଋଣ) ଏବଂ ମଧ୍ୟମ ବର୍ଗର ବ୍ୟାଙ୍କ୍ ଶ୍ରେଣୀରେ ସାମଗ୍ରିକ ବ୍ୟାଙ୍କିଙ୍ଗ୍ ବର୍ଗରେ ଆଇଡିବିଆଇ ବ୍ୟାଙ୍କ୍ ତିନି ପୁରସ୍କାର ହାସଲ କରିଛି । ବ୍ୟାଙ୍କ୍ର ଉଭୟ ଡିଏମ୍ଡି…