Sign in
Sign in
Recover your password.
A password will be e-mailed to you.
ନୂତନ ପେନସନ ଯୋଜନାର କରୁଣ ପରିଣତି
ଅବସର ପରେ ପାନ ଦୋକାନ କରି ଚଳୁଛନ୍ତି ଶିକ୍ଷକ
ନୟାଗଡ଼,୧୫ା୩ (ଲକ୍ଷ୍ମୀଧର ସାହୁ): ଏକ ଜନମଙ୍ଗଳକାରି ରାଷ୍ଟ୍ରରେ ସରକାର ନାଗରିକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ ଯୋଜନା ସବୁ ପ୍ରଣୟନ କରିଥାନ୍ତି । ଏହା ଦ୍ୱାରା ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକମାନେ…
ହାତୀ ଆକ୍ରମଣରେ ଜଣେ ମୃତ୍ୟୁ
ମହାବିରୋଡ଼/କାମାକ୍ଷାନଗର/ରିତେଶ ବ୍ରହ୍ମା( ୧୫/୦୩):ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସରତ ଧଳ(୬୯) ,ପତ୍ନୀ ରମ୍ଭାଙ୍କ ସହିତ ଛେଳି ଚରାଇବା ପାଇଁ ଗୋଲାଗାଡ଼ିଆ ଗ୍ରାମ…
କେବୁଲ ତାର ଚୋରି ଅଭିଯୋଗ ରେ ଜଣେ ଗିରଫ l
ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପୋଲିସ ଜଣ କୁ କେବୁଲ ତାର ଚୋରି ଅଭିଯୋଗ ରେ କୋର୍ଟ ଚାଲାଣ କରିଛି l ଜଗଦଲପୁର ଥାନା ବଡ଼ କଞ୍ଜlରୀ ଗ୍ରାମ ର ଶର୍ମା ସତନାମୀ ଙ୍କ ନିଜ ଚାଷ ଜମିରେ ଥିବା ନଲ କୂପରେ କେବୁଲ ତାର ଚୋରି ହୋଇଥିବା ନେଇ ଥାନା ରେ ଲିଖିତ…
ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ
ପାଇକମାଳ, ୧୫।୩ : ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ଡାକରା ଦିଆଯାଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରେ ପାଇକମାଳ ଡ୍ରାଇଭର ସଂଘ ର ସମସ୍ତ ଡ୍ରାଇଭର ଭାଈ ମାନେ ୧୦ ଦଫା ଦାବି ନେଇ ପାଇକମାଳ ମୂଖ୍ୟ ଛକ ଠାରେ ଆଜି ସକାଳ ୬ ଟା ଠାରୁ ଅନ୍ଦୋଳନରେ ବସିଛନ୍ତି ।…
ଜନସାଧାରଣ ଙ୍କୁ ସେବା କ୍ଷେତ୍ରରେ ଓଡିଶା ମୋ ପରିବାରର ସ୍ଥାନ ସ୍ୱତନ୍ତ୍ର :- ଭୋଜରାଜ ସିଂ
ବରଗଡ :- ବିଜୁ ଜନତା ଦଳର ଓଡିଶା ମୋ ପରିବାର ଓଡିଶା ବାସୀ ଅନେକ ପ୍ରଜାର ସେବା ଯୋଗାଇ ଏଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ମୁଖ୍ୟତଃ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଓଡିଶା ମୋ ପରିବାରର ପ୍ରୟାସ ଆଜି ଉଚ୍ଚ…
ଶ୍ରୀରାମ ନବମୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଯାତ୍ରା ସମୟରେ ମନ୍ଦିର ରାସ୍ତା ପାଶ୍ୱର୍ରେ ଆମିଷ ବିକ୍ରୟ ନିଷେଧ
ଓଡ଼ଗାଁ, ୧୫|୦୩ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପ୍ରସିଦ୍ଧ ସ୍ୱର୍ଣ୍ଣକଳସ କ୍ଷେତ୍ରଭାବେ ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ…
ନୟାଗଡ଼ ଜିଲ୍ଲାପାଳଙ୍କ ଓଡ଼ଗାଁ ବ୍ଳକ ଗସ୍ତ: ୫ଟି ଅଧୀନରେ କାର୍ଯ୍ୟରତ ୧୩ ମଡେଲ ହାଇସ୍କୁଲ କଲେ ତଦାରଖ
ଓଡ଼ଗାଁ, ୧୫।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଓଡ଼ଗାଁ ଗସ୍ତରେ ଆସି ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ୧୫ରୁ ୧୩ ଗୋଟି ମଡେଲ ହାଇସ୍କୁଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏବଂ ପ୍ରତ୍ୟେକ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ଉପସ୍ଥାପନ ସମ୍ପର୍କରେ ପଚାରି…
9 ଦଫା ଦାବି ନେଇ ବାଣପୁର ଡ୍ରାଇଭର ସଂଘ ରାଜରାସ୍ତାରେ
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ଓଡିଶା ଡ୍ରାଇଭର ମହାସଂଘ ଶାଖା ବାଣପୁର ବ୍ଲକ ଡ୍ରାଇଭର ସଂଘ ସଭାପତି ବନମାଳୀ ପରିଡା ଙ୍କ ନେତୃତ୍ୱରେ ସହ ସହ ସଂଖ୍ୟାରେ ସ୍ଟେରିଙ୍ଗ ଛାଡି ଆନ୍ଦୋଳନରେ ହେଲେ ସାମିଲ | ଡ୍ରାଇଭର ଏପରିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି 16 ନମ୍ବର ଜାତୀୟ ରାଜପଥର ବାଣପୁର…
ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ “ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ” ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେଇ ଗ୍ରାମ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି , ଗଜପତି, ପକ୍ଷରୁ "ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ" ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସମ୍ପାଦକ ଶ୍ରୀ ରୋକମ୍ ଲୋକାନଥଙ୍କ…
TPSODL ର ପାରଳାଖେମୁଣ୍ଡି ଡିଭିଜନ ତରଫରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ TPSODL ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା। ଏଥିରେ ମୁଖ୍ୟ ଅଥିତି ଭାବେ ଗଜପତି ଜିଲ୍ଲାର CDMO & PHO ଡାକ୍ତର ପି…