Sign in
Sign in
Recover your password.
A password will be e-mailed to you.
“ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ ଦ୍ରୌପଦୀ କିଏ | କିଏ କାହାର କରୁଛି ଚିର…
https://youtu.be/oUpW3xQOMG8
କୁରୁସଭା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କହିଲେ "ଓଡ଼ିଶାରେ ହଜାର ହଜାର ଭୀଷ୍ମ, ଦ୍ରୋଣଚାର୍ଯ୍ୟ ଓ କୃପାଚାର୍ଯ୍ୟ ଅଛନ୍ତି " | ହେଲେ ଏବେ ଚର୍ଚା "ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ…
ଶିକ୍ଷାର ଗୁଣବତା ବୃଦ୍ଧିକୁ ନେଇ ସୋଆ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର , ୧୫/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ…
ଟାଟା ପାୱାର ସଦର୍ଣ୍ଣ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ
ବ୍ରହ୍ମପୁର: ଟାଟା କମ୍ପାନୀର ପ୍ରତିଷ୍ଠାତା ଜେ. ଏନ. ଟାଟାଙ୍କ ଜୟନ୍ତୀ ଅବସରରେ ବ୍ରହ୍ମପୁରର କର୍ପୋରେଟ କାର୍ଯ୍ୟାଳୟ ଓ ଜୟପୁରର ସାର୍କୀଲ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ସେଥିମଧ୍ୟରୁ ବ୍ରହ୍ମପୁରରେ ୧୨୩ ୟୁନିଟ ଓ…
ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ…
ରାଉରକେଲା (ବସନ୍ତ କୁମାର ଜେନା): ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ଓରକର୍ସ ଫେଡେରେସନ୍ ( ସି ଆଇ ଟି ୟୁ) ଡାକରା ରେ ପରିବହନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଦେଶବ୍ୟାପୀ ମାର୍ଚ୍ଚ ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତିବାଦ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ…
ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଘୁ ଉଦୟଗିରି ଠାରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ଷ୍ଟେରିଙ୍ଗ ଛାଡ଼,ଚକା ବନ୍ଦ ଆନ୍ଦୋଳନ ୧୦ ଦଫା ଦାଵୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ…
ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ କହିଲେ ଆସନ୍ତା ଏପ୍ରିଲ ୧ ତାରିଖରେ ଜିଲ୍ଲାସ୍ତରୀୟ ଉତ୍କଳ…
ଜିଲ୍ଲାସ୍ତରୀୟ ସମବାୟ ଵ୍ୟାଙ୍କି ସେବା ଓ ଋଣ କର୍ମଶାଳା
ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନରେ ସାରଳା ଦାସ ସଂସ୍କୃତି ଭଵନଠାରେ ସମବାୟ ବିଭାଗ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ୬ ଲକ୍ଷ ପଚାଶ ହଜାର ଉର୍ଦ୍ଧ ଖୁଦ୍ର ଓ ନାମମାତ୍ରା ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ, ଯୁଗ୍ମଦେୟ ଗୋଷ୍ଠୀ…
ରାଜ୍ୟର ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ଶ୍ରମଶକ୍ତିରେ ସାମିଲ କରିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର…
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବଜେଟ ୨୦୨୩-୨୪ର ମୁଖ୍ୟାଂଶ
ଭୁବନେଶ୍ୱର,: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁଣାତ୍ମକ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ମାନବ ସମ୍ବଳ ସାମର୍ଥ୍ୟକୁ ପୋଷଣ ଓ ସୁଦୃଢ଼ କରିବାର ଦାୟିତ୍ୱ ବହନ କରିଛି । ରାଜ୍ୟର ଯୁବବର୍ଗଙ୍କୁ ବୈଷୟିକ ଭାବେ ସକ୍ଷମ…
ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର ,୧୪/ ୦୩ : ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର…
ମାର୍ଚ୍ଚ ୧୬ ରୁ ୧୯ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର ,୧୪/ ୦୩ : ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍…