Sign in
Sign in
Recover your password.
A password will be e-mailed to you.
ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ଅରୁଣ
ନୟାଗଡ଼,୧୬/୩:ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲ୍ସ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି । ସେମାନେ ନୟାଗଡ଼କୁ…
ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର:: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ,ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ଜଣେ ୩୨ବର୍ଷିୟ ବ୍ୟକ୍ତି କେଶବ ନାୟକ ୬ବର୍ଷ ପୂର୍ବେ କେରଳର ଏକ ଯନ୍ତ୍ରପାତି…
ଡ୍ରାଇଭର ଆନ୍ଦୋଳନ: ଧର୍ମେନ୍ଦ୍ରଙ୍କୁ କାଠଗଡାରେ ଛିଡା କଲା ବିଜେଡି
ଟୁଇଟ୍ କରି ଉତ୍ତର ମାଗିଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର
କେଉଁ ରାଜ୍ୟରେ ଡ୍ରାଇଭରଙ୍କ ପାଇଁ କି ନୀତି କରିଛ କୁହ
ବିଜେଡି ସରକାର ଏଭଳି ନୀତି କଲେ ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ କି?
ଭୁବନେଶ୍ୱର: ଡ୍ରାଇଭର ଆନ୍ଦୋଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ…
ପଦ୍ମପୁର ନିର୍ବାଚନ ମଣ୍ତଳୀର ବିକାଶ ପାଇଁ ପ୍ରତିବଦ୍ଧ ବିଧାୟିକା ବର୍ଷା ସିଂ ବରିହା
ବିଧାନସଭାରେ ଉଠାଇଲେ ଅଂଚଳର ବିଭିନ୍ନ ସାମୁହିକ ସମସ୍ୟା
ବରଗଡ / ଭୁବନେଶ୍ୱର :- ଗତ ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟର ମୁକୁଟ ପିନ୍ଧିଥିବା ବିଧାୟିକା ବର୍ଷା ସିଂ ବରିହା ବିଧାନସଭାରେ ପ୍ରଥମ ଥର ପାଦ ଦେଇ ଅଂଚଳର ସାମୁହିକ ସ୍ବାର୍ଥ ପାଇଁ ନିଜର ପରାକାଷ୍ଠା ଦେଖାଇଛନ୍ତି।…
ଧର୍ମ ପରାୟଣା ମହିଳାଙ୍କ ପରଲୋକ
ପାଇକମାଳ, ୧୫।୩ : ପାଇକମାଳ ବ୍ଲକ୍ ସ୍ବର୍ଗତ ରାମ ପ୍ରସାଦ ସୁନ୍ଦର ତ୍ରିବେଦୀଙ୍କ ଧର୍ମପତ୍ନୀ ରାମକିଶୋରୀ ତ୍ରିବେଦୀ ଙ୍କ ୯୪ ବର୍ଷ ରେ ଗୁରୁବାର ସକାଳ ୧୧ ଘଟିକାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାରୀ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ତିନି ପୁଅ ସାନ ପୁଅ ଓକିଲ ମନୋଜ…
ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍ଏସ୍ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି…
୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ଆଲୋଚନା
ଭୁବନେଶ୍ୱର ତା-୧୫.୦୩.୨୦୨୩: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ…
ଜଳୁଛି ଜଙ୍ଗଲ, ଢୁଳାଉଛି ବନବିଭାଗ
କାମାକ୍ଷାନଗର/ରିତେଶ ବ୍ରହ୍ମା(15/3) : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ରେ ଦୀର୍ଘ ସମୟ ଧରି ଜଳୁଛି ଜଙ୍ଗଲ | ୫୩ ନଂ ଜାତିୟରାଜପଥ ରାସ୍ତା କଡରେ ଥିବା ବାଉଁଶପାଳ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଆଁ ଜଳୁଛି |ତେବେ ଆଜି ଅପରାହ୍ନ ରେ କୌଣସି କାରଣ ରୁ ନିଆଁ ଲାଗି ଥିବା ବେଳେ,ଦୀର୍ଘ ସମୟ…
ସର୍ବଶିକ୍ଷା ଅଭିଯାନରେ ଶାରିରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ।
କାମାକ୍ଷାନଗର/ରିତେଶ ବ୍ରହ୍ମା- ସରକାରଙ୍କ ଦ୍ବାରା ଶର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଅଧ୍ୟୟନ କରୁଥିବା ଶାରିରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରାଯାଇଛି। କାମାକ୍ଷାନଗର ସାରଙ୍ଗଧର ଉଚ୍ଚବିଦ୍ୟାଳୟ ପରିସରରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ…