ଭିଜିଲାନ୍ସ ଜାଲରେ ଲେଡି ଅଫିସର : ମାଳ ମାଳ କୋଠା

0

ବାସୁଦେବପୁର/ ପ୍ରତାପ ପାଢ଼ୀ : ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି | ୩ଟି ବଡ଼ ବଡ଼ କୋଠା, ୨ଟି ଫ୍ଲାଟ, ୪ଟି ପ୍ଲଟ, ଗାଡ଼ି, ଗହଣା ଠାବ |ବାଲେଶ୍ବରରେ ୨ଟି ତିନି ମହଲା, ଗୋଟିଏ ୨ ମହଲା କୋଠା ଠାବ | ଭୁବନେଶ୍ବର ଗୌତମ ନଗର ଏବଂ ଓଲ୍ଡ ଟାଉନରେ ୨ଟି ଫ୍ଲାଟ ଠାବ |ବାଲେଶ୍ୱର ଗଣେଶ୍ୱୀପୁରରେ ୧୭୦୦ ବର୍ଗଫୁଟ ଜାଗାରେ ତିନି ମହଲା ବିଶିଷ୍ଟ କୋଠା,ଫିରିଙ୍ଗପାଣାରେ ୧୪୦୦ ବର୍ଗଫୁଔଟ ଦୁଇ ମହଲା କୋଠା, ଗଣେଶ୍ୱର ପାଟଣାରେ ୧୦୦୦ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସରେ ଏକ ବିଏଚକେ ଫ୍ଲାଟ ଭୁବନେଶ୍ୱର ଓଲଡ ଟାଉନରେ ଆଉ ଏକ ୩ ବିଏଚକେ ଫ୍ଲାଟ ଏହାବ୍ୟତୀତ ବାଲେଶ୍ୱରର ପ୍ରମୁଖ ଜାଗାରେ ରହିଛି ୪ଟି ପ୍ଲଟ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ ଭିଜିଲାନ୍ସ ଜବତ କରିଛି ୨.୭୦ ଲକ୍ଷ ଟଙ୍କା, ୫୩ ଲକ୍ଷ ପୋଷ୍ଟାଲ ଇନ୍ସ୍ୟୁରାନ୍ସ ସମେତ ୧.୪୦ କୋଟି ଟଙ୍କା , ଗୋଟିଏ ମାରୁତି ବାଲେନୋ ଗାଡି, ଗୋଟିଏ ୨ ଚକିଆ ଗାଡି, ୨ କେଜିର ରୂପା ଗହଣା । ତଥାପି ତଦନ୍ତ ଜାରି ରହିଛି । ଯାଞ୍ଚ ଶେଷ ହେବା ପରେ ସବିଶେଷ ସମ୍ପତ୍ତି ତାଲିକା ଜଣାପଡିବ ବୋଲି କହିଛି ଭିଜିଲାନ୍ସ ।

Leave A Reply

Your email address will not be published.