ଜାତୀୟ ପ୍ରେସ ଦିବସ ପାଳନ

6

ବାସୁଦେବପୁର – ଓଡିଶା ସାମ୍ବାଦିକ ସଂଘ ବାସୁଦେବପୁର ଓ ପ୍ରେସ କ୍ଲବ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ ପ୍ରେସ କ୍ଲବ ପରିସର ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଈଛି.ଅତିଥି ଭାବ ରେ ଥାନା ଅଧିକାରୀ ନିରୋଜ କୁମାର ସାମଲ, ଆଇନଜୀବୀ ପ୍ରଦୀପ କୁମାର ମହାନ୍ତି, ନୀରଦ ଦାଶ, ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଜ୍ଞାନ ପ୍ରକାଶ ପାଣି ପ୍ରମୁଖ ଉପସ୍ଥିତ ରହିଥିଲେ,, ପ୍ରେସ କ୍ଲବ ସଭାପତି ରମାକାନ୍ତ ବାରିକ ଙ୍କ ସଭାପତିତ୍ୱ ରେ ବୈଲଚନ ସାହୁ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଈଛି. ଏହି ଅବସର ରେ ସାମ୍ବାଦିକ ମାନଙ୍କ ର ସମସ୍ୟା ଓ ସମାଜ ରେ ଗଣ ମାଧ୍ୟମ ର ଅବଦାନ କୁ ନେଇ ନିଜ ନିଜର ବକ୍ତବ୍ୟ ରେ ଅତିଥି ମାନେ ବହୁ ବିଷୟ ଆଲୋକପାତ କରିଥିଲେ.ବାସୁଦେବପୁର ର ବହୁ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.