Sign in
Sign in
Recover your password.
A password will be e-mailed to you.
ଦୌଡ଼ିବା ଅଭ୍ୟାସ ବେଳେ ହୃଦଘାତରେ ମୃତ୍ୟୁ
ନୟାଗଡ଼,୧୭/୩:ଖଣ୍ଡପଡା ଥାନା ଅନ୍ତର୍ଗତ କିଆଝର ପଞ୍ଚାୟତ ରାକେସିଆ ଗ୍ରାମର ଆନନ୍ଦ ସେଠୀଙ୍କ କନିଷ୍ଠ ପୁତ୍ର ମଣ୍ଟୁ ସେଠୀ ( ୨୨) ଙ୍କର ଅକାଳ ବିୟୋଗ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ମଣ୍ଡୁ ଓଡିଶା ପୁଲିସ ପାଇଁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଶାରୀରିକ ପରୀକ୍ଷାର…
କିଟ୍ ଟିବିଆଇ ପକ୍ଷରୁ ୟୁକେ-ଇଣ୍ଡିଆ ହେଲ୍ଥ ବୁଟ୍କ୍ୟାମ୍ପ
ଭୁବନେଶ୍ୱର: କିଟ୍ ଟିବିଆଇ, ଏକାଡେମୀକ୍ ହେଲ୍ଥ ସାଇନ୍ସ ନେଟୱର୍କ, ହମ୍ବର, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍ କ୍ଲଷ୍ଟର ଫାଉଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍ଥଟେକ୍ ବୁଟ୍କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଡିଜିଟାଲ୍…
ପାରାଭାଡ଼ି ଏବଂ ଶିଶୁପାଳଗଡ଼ରେ ଖନନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଉ- ଧର୍ମେନ୍ଦ୍ର…
ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଦୁଇଟି ପତ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୧୭ – ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ…
ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ -୨୦୨୩ ଉଦ୍ଘାଟିତ
ଭୁବନେଶ୍ୱର, ତା.୧୬/୦୩/୨୦୨୩:ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ…
ଓଡ଼ିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା
ଭୁବନେଶ୍ୱର ତା-16.03.2023: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ…
କିମ୍ସ କ୍ୟାନ୍ସର୍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ୍ ସେବା
ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍ସ କ୍ୟାନ୍ସର୍ ସେଣ୍ଟରର ରେଡିଏସନ୍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ…
କଳିଙ୍ଗ ହସ୍ପିଟାଲର ନୂତନ ଏମଡିଙ୍କୁ ସ୍ୱାଗତ ସମ୍ବର୍ନ୍ଧନା
ଭୁବନେଶ୍ୱର: ଓଡିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ଭୁବନେଶ୍ୱରସ୍ଥ କଳିଙ୍ଗ ହସ୍ପିଟାଲ ୧୯୯୭ ମସିହାରୁ ସେବା ପ୍ରଦାନ କରିଆସୁଅଛି । ବିଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ସୁଲଭ ମୁଲ୍ୟରେ ଉକ୍ରୁଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ଓଡିଶା ଏବଂ ପଡୋଶୀ ରାଜ୍ୟରେ ବେଶ୍ ସୁନାମ…
ଏନ୍ସେଫାଲୋସେଲେସ୍ ସମସ୍ୟାରେ ପୀଡ଼ିତ ଥିବା ୪ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହେଲେ ସମ୍ ସର୍ଜନ୍
ଭୁବନେଶ୍ୱର , ୧୬/ ୦୩ : ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନ୍ । ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ…
ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା
ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା ଗତ କାଲି ସନ୍ଧ୍ୟାରେ ମା' ଦକ୍ଷିଣକାଳୀଙ୍କ ମନ୍ଦିର ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । "ଘାରିଛି କାଳିଆ ନିଶା" ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଲକ୍ଷ୍ମଣ ପଟେଲଙ୍କ…
ଦ୍ୱିତୀୟ ଦିନରେ ଡ୍ରାଇଭର ମହାସଂଘ ଆନ୍ଦୋଳନ, ପରିବା ଦର ଆକାଶ ଛୁଆଁ
ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଓ ପୌର ପରିଷଦକୁ ମିଶାଇ ୩୦ଟି ଟେଣ୍ଡରେ ଡ୍ରାଇଭରମାନେ ଧାରଣା ଦେଇଛନ୍ତି । ୩ ହଜାରରୁ ଉର୍ଦ୍ଧ ଡ୍ରାଇଭର ଦୁଇ ଦିନ…