Sign in
Sign in
Recover your password.
A password will be e-mailed to you.
ବିରୋଧୀ ଦଳ ନେତାଙ୍କୁ ଲାଗିଛି୫-ଟି ଭୂତ : ବିଜେଡି
ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି
୫-ଟି କ’ଣ ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ?
୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ
ଭୁବନେଶ୍ୱର: ବିରୋଧୀଦଳ ନେତା ମାନସିକ ଭାରସାମ୍ୟ ହରାଇଥିଲେ…
ବଡ଼ ବ୍ୟବଧାନ ରେ ଜିତିବ ବିଜେଡି :- ସୁଶାନ୍ତ ସିଂ
ଅତାବିରା ଏନ ଏ ସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କର ନାମାଙ୍କନ ଦାଖଲ
ଅଧ୍ୟକ୍ଷ ପଦ ପାଇଁ ବନମାଳୀ ବରିହା ଦାଖଲ କଲେ ନାମାଙ୍କନ
ବରଗଡ :-ଵେଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ପ୍ରଥମ ଦଳଭାବେ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନାମାଙ୍କନ…
ବେଆଇନ ବନ୍ଧୁକ କାରଖାନା ଠାବ
ନୟାଗଡ଼,୧୪/୩:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧିନସ୍ଥ…
ବେଦାନ୍ତ ଆଲୁମିନିୟମ ଓ ଡାଲମିଆ ସିମେଣ୍ଟ ସହଯୋଗୀତାରେ ସ୍ୱଳ୍ପ କାର୍ବନ ସିମେଣ୍ଟ ଉତ୍ପାଦନ ହେବ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଡାଲମିଆ ସିମେଣ୍ଟସହିତ ଫ୍ଲାଏ ଆଶ ପାଉଁଶ ଭଳି ଶିଳ୍ପ ବଜୟ୍ୟବସ୍ତୁ ଯୋଗାଣ ପାଇଁ ଦୀର୍ଘଦିନ ହେଲା ସହଯୋଗିତା କରି ଆସୁଛି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ସିମେଣ୍ଟଉତ୍ପାଦନ ପାଇଁ ପଟ ଲାଇନିଂ ଖର୍ଚ୍ଚ କରୁଛି । ଏହି ସହଭାଗୀତା…
“ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ
https://www.youtube.com/watch?v=w3q9KsfYI-I
କଟକ: କଟକ ସିଡିଏସ୍ଥିତ ମଙ୍ଗଳା ସାଇ ଠାରେ "ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ" ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ରବିବାର ଦିନ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ଶତାୟୁ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ମହାବିଦ୍ୟାଳୟ ତଥା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…
ମନେରେଗା (MGNREGA) କାର୍ଯ୍ୟରେ ମହା ଦୁର୍ନୀତି ଅଭିଯୋଗ.
https://youtu.be/kAJ-IOEoVTs?list=TLPQMTMwMzIwMjO8-fT11yMBnQ
ନବରଙ୍ଗପୁର/ଅଶୋକ ସାହୁ :ନବରଙ୍ଗପୁର ଜିଲ୍ଲା,ରାଇଘର ବ୍ଲକ ଅନ୍ତର୍ଗତ କାଚନାପାରା ତିନି ,ପଞ୍ଚାୟତରେ ଦେଖିବାକୁ ମିଳିଛି ମନେରେଗା ( MGNREGA) କାର୍ଯ୍ୟ ର ମହା ଦୁର୍ନୀତି, ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟେକ ଜବ…
ମୂଲ୍ୟବାନ ବଉଳମାଳା ପଥରର ସୁରକ୍ଷା ଆବଶ୍ୟକ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ୨୧ ରାଜ୍ୟ ରାଜପଥର ଓଡ଼ଗାଁ ଠାରେ ଥିବା ନୟାଗଡ଼ ଜିଲ୍ଲା ପଲ୍ଲୀଟେକନିକ ଶିକ୍ଷାନୁଷ୍ଠାନର ବାମପାର୍ଶ୍ବରୁ ଆରମ୍ଭ ହୋଇ ଦଲକ ଛକ ପର୍ଯ୍ୟନ୍ତ ଲମ୍ବି ରହିଥିବା ଗୟଳସିଂହ ଏବଂ ଭାଲୁ ମୁଣ୍ଡିଆ…
ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ରାଜଭବନ ଚଲୋ
https://youtu.be/A8V2CYKBE7c
"ବିଜେଡି ବିଜେପି ଭାଇ ଭାଇ, ଦେଶ ରାଜ୍ୟକୁ ଦେଲେ ଖାଇ "
ଭୁବନେଶ୍ୱର ତା ୧୩.୩- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ…
ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ରାଜଭବନ ଚଲୋ
https://youtu.be/A8V2CYKBE7c
"ବିଜେଡି ବିଜେପି ଭାଇ ଭାଇ, ଦେଶ ରାଜ୍ୟକୁ ଦେଲେ ଖାଇ "
ଭୁବନେଶ୍ୱର ତା ୧୩.୩- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ ଦାବିରେ…