Sign in
Sign in
Recover your password.
A password will be e-mailed to you.
ଗୁଣପୁର ଠାରେ ଆରମ୍ଭ ହେଲା ଚଇତି ; ଆଦିବାସୀ ନୃତ୍ୟ, ଝାଞ୍ଜ ଓ ସମ୍ବଲପୁରୀ ଡିଜେ ରେ ଦୁଲୁକିଲା ଗୁଣପୁର ସହର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ ଅବସର ରେ ଦୁଲୁକିଲା ଗୁଣପୁର ସହର . ଆଜି ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା , ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ…
ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସଡ଼କ ନିରାପତ୍ତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ସମନ୍ୱିତ ଯୂବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସଡ଼କ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ…
ଖେଳାଳି ମାନଙ୍କ ପାଇଁ ରହିଛି ଅନେକ ସୁଯୋଗ :- ବିଧାୟିକା ବର୍ଷା ସିଂ ବରିହା
ମହା ସମାରୋହରେ ଉଦଯାପିତ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜ୍ୟରେ ଖେଳ ଓ ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ।…
କନ୍ଦାଗାଡ ଉଚ୍ଚବିଦ୍ୟଲୟର ବାର୍ଷିକ କ୍ରୀଡା ଉତ୍ସବ
ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଳକ ଅନ୍ତର୍ଗତ କନ୍ଦାଗାଡ ସ୍ଥିତ ଜଗନ୍ନାଥ ଉଚ୍ଚବିଦ୍ୟାଲୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଭୋଇ ଙ୍କ ସଭାପତିତ୍ୱରେ ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା l ସଭାରେ ମୁଖ୍ୟ ଅତିଥି…
ଉଚ୍ଚ ଶିକ୍ଷା ବିଭାଗ ଉପସଚିବଙ୍କ ଅଞ୍ଚଳ ମହାବିଦ୍ୟାଳୟ ପରିଦର୍ଶନ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓଡ଼ିଶା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ, ସାମାଜିକ ଏବଂ କ୍ରୀଡା କାର୍ଯକ୍ରମ ଗୁଡ଼ିକର ସମୀକ୍ଷା ଉଚ୍ଚ ଶିକ୍ଷା ବିଭାଗ ର ଉପସଚିବ ଶ୍ରୀ ରଞ୍ଜନ ଦାସ ସମୀକ୍ଷା କରିଥିଲେ। ଶ୍ରୀ ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ…
ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦ୍ବୀପ ବନ୍ଦର
ଜଗତସିଂହପୁର,ତା-୨୨.୧୨.୨୦୨୩/ସୁମନ୍ତ କୁମାର ଦାସ: ଚଳିତ ଆର୍ଥିକ ବର୍ଷର ଢେର ଆଗରୁ 100 ମିଲିୟନ ମେଟ୍ରିକ ଟନପଣ୍ୟ କାରବାର କରି ଆଉ ଏକ ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର | ଗତବର୍ଷ ଏହା ଜାନୁଆରୀ ୯ ତାରିଖ ରେ ହୋଇଥିଲା ବେଳେ ଚଳିତ ବର୍ଷ ଏହା ଡିସେମ୍ବର ୧୮ ତାରିଖରେ ହୋଇ ପାରିଛି |…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୯ ତାରିଖ ରୁ ଚାଲିଥିବା ଏହି କାର୍ଯ୍ୟକ୍ରମ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କଂସାରୀ ଗୁଡା ଆଦିତ୍ୟ ବିର୍ଲା କାରଖାନା!
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଡ଼ାପାଡି ପଞ୍ଚାୟତ ରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କାନ୍ଫୋରଏସ ମାଧ୍ୟମରେ ୮ ହଜାର କୋଟି ଟଙ୍କା ନିବେଶର ଆଲୁମିନା ଉତ୍ପାଦନ ଆଦିତ୍ୟ ବିର୍ଲା ପ୍ରକଳ୍ପର ଶିଳାନ୍ୟାସ କେରିଛନ୍ତି।…
ଜାତୀୟ ସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ରଗବି ଓ ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ
ଭୁବନେଶ୍ୱର: ଆଜି ଜାତୀୟସ୍ତରୀୟ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ରଗବି ଏବଂ ଭଲିବଲ୍ ପ୍ରତିଯୋଗିତା ୨୦୨୩ କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଛିା ଉକ୍ତ…
ଓଡିଶାରେ ପୂର୍ବ ଜୋନ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର,୨୨/୧୨/୨୦୨୩:ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦେଶନାମା ଅନୁଯାୟୀ ଓଡିଶାରେ ତା. ୨୨.୧୨. ୨୦୨୩ ରିଖ ଶୁକ୍ରବାର ଦିନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ୟୁନିଟ -୯, ଭୁବନେଶ୍ୱର ଠାରେ ପୂର୍ବ ଜୋନ ଅନ୍ତଃବିଦ୍ୟାଳୟ…