Sign in
Sign in
Recover your password.
A password will be e-mailed to you.
ସେପଟେ ଚାଲିଛି ରୂପାନ୍ତରଣ, ଏପଟେ ପାଠପଢ଼ାର କଳାହରଣ !
ହାଇସ୍କୁଲରେ ଖାଲି ପଡ଼ିଛି ସଂସ୍କୃତ ଏବଂ ହିନ୍ଦୀ ଶିକ୍ଷକ ପଦବୀ ; ହେଇପାରୁନି ବିଷୟର ଶ୍ରୀଗଣେଶ !
"ଆସନ୍ତା ଫେବୃୟାରୀ କୋଡ଼ିଏ ତାରିଖରେ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ନଥିବା ଯୋଗୁ ଅଦ୍ୟାବଧି ଛାତ୍ରଛାତ୍ରୀମାନେ…
ପଲ୍ଲିକବି ନନ୍ଦ କିଶୋର ବଳଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ : ପୂଜ୍ୟ ପୂଜାକୁ ଉଜ୍ଜୀବିତ ରଖିବା ପାଇଁ ବିଧାୟକ ପ୍ରତାପ…
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁସୁପୁର ଗ୍ରାମପଞ୍ଚାୟତ ନନ୍ଦକିଶୋର ବିଦ୍ୟାମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପଲ୍ଲିକବି ନନ୍ଦ କିଶୋର ବଳ ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉପଲକ୍ଷେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଆଇନଜୀବି…
କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର/୨୨ ।୧୨: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୭ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ…
କଳିଙ୍ଗ ହସ୍ପିଟାଲ୍ ସମ୍ପ୍ରସାରଣ ଅନାବରଣ ଉତ୍ସବ
ୱେଲନେସର ଭବିଷ୍ୟତକୁ ଆକାର ପ୍ରଦାନ
ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା
ଭୁବନେଶ୍ୱର, ୨୨ ଡିସେମ୍ବର ୨୦୨୩: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ (କେଏଚ୍ଏଲ୍)…
ତୃତୀୟ ଦିନରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ମହାସମାରୋହରେ ପାଳିତ
https://youtu.be/LJy4rBkj--k
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ଦିନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ଦିନ ତୃତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା…
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଅଷ୍ଠଦଶ ବାର୍ଷିକୋତ୍ସବ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଅଷ୍ଠଦଶ ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ନବୀନ ଡନସନା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ…
ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଜ୍ଞାନ ଆହରଣ କଲେ ବିଜ୍ଞାନ ଛାତ୍ରୀଛାତ୍ର
ଚନ୍ଦ୍ରଜାନ ୩ର ସଫଳ କାହାଣୀ ବଖାଣିଲେ ବୈଜ୍ଞାନିକ
ଓଡ଼ଗାଁ-୨୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ "ଷ୍ଟଡି କେୟାର"ରେ ଇସ୍ରୋ ବୈଜ୍ଞାନିକ ପିୟୁଷକାନ୍ତି କର ବିଜ୍ଞାନ ଛାତ୍ରୀଛାତ୍ରଙ୍କୁ ଚନ୍ଦ୍ର ଜାନର ସଫଳ ଉତପ୍ରେକ୍ଷଣ ଓ ଚନ୍ଦ୍ର…
ଜବାହାରଲାଲ ନେହେରୁ ମହାବିଦ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
(ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଅମିୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଆଁପାଳ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା…
ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବାନ୍ଦୁପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟ ର ୪ର୍ଥ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ରୁଦ୍ର ନାରାୟଣ ଭୋଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ…
ପଲ୍ଲୀ ଜୀବନର ସାର୍ଥକ ରୂପକାର ଥିଲେ ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ
ଜଗତସିଂହପୁର,ତା-୨୨.୧୨.୨୦୨୩/ସୁମନ୍ତ କୁମାର ଦାସ:ପ୍ରଫୁଲ୍ଲ ପାଠାଗାର ପକ୍ଷରୁ ପଲ୍ଲୀ କବି ଚ ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ଓ ମାଗଣା ଚକ୍ଷୁ ନିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବଂଶଧର ଆଚାର୍ଯ୍ୟ ଏଥିରେ ଆଧ୍ୟକ୍ଷତା କରି ନନ୍ଦକିଶୋର ବଳ ପଲ୍ଲୀ ଜୀବନର ସାର୍ଥକ ରୂପକାର…