ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

0

ଗାଇସିଲାଟ/ମନ ଡନସନା- କୋଶଲ ସଂସ୍କୃତି ଅନୁଷ୍ଠାନ ଓ ତ୍ରିଲୋଚନ ନେତ୍ରାଳୟ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ ଜଣ ରୋଗୀଙ୍କ ଆଖି ପରକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୭ ଜଣ ଆଖି ଅସ୍ତ୍ରୋପଚାର ପାଇଁ ଯାଇ ଛନ୍ତି ।ଏହି ଚକ୍ଷୁ ଚିକିତ୍ସା ଶିବିର ରେ ତ୍ରିଲୋଚନ ନେତ୍ରାଳୟ ର ଶ୍ରୀ ସୁମନ୍ତ ଭୋଇ, ଡକ୍ଟର ଓ ସହକର୍ମୀ ଆଖି ପରକ୍ଷା କରିଥିବାବେଳେ କୋଶଲ ସଂସ୍କୃତି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରମୋଦ ସାହୁ, ଶ୍ରୀ ଶିଶୁପାଲ ସାହୁ, ଲକ୍ଷ୍ମଣ ଡନସନା, ଫିରିଙ୍ଗିମାଲ ସରପଞ୍ଚ ଶ୍ରୀ ପହିଲମାନ ସିଂ ବରିହା ଯୋଗ ଦେଇ ସହଯୋଗ କରିଥିଲେ।

Leave A Reply

Your email address will not be published.