ରାଉରକେଲା: ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ସେକ୍ଟର ୮ ସ୍ଥିତ ଆଶାର ଆଲୋକ ଅନୁଷ୍ଠାନ ଏବଂ ଶ୍ରଦ୍ଧା ଅନୁଷ୍ଠାନ , ସେକ୍ଟର ୧୬ ର ଅନ୍ତେବାସୀଙ୍କ ସୁଖଦୁଖର ଖବର ନେବା ସହ ସମସ୍ତ ଅନ୍ତେବାସୀଙ୍କ ପାଇଁ ଜଳଖିଆ ବନ୍ଦୋବସ୍ତ କରାଯାଇଥିଲା ।
ସଂଗଠନ ର ସଭାପତି ବିଶ୍ବଜିତ ରାଉତ ଙ୍କ ତତ୍ତ୍ଵାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ବିଶ୍ବଜିତ ରାଉତ ଙ୍କ ସହ ଅନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ , ପ୍ରତିମା ସାହୁ , ପୂର୍ଣ୍ଣିମା ମହାନ୍ତି, ଗ୍ରେସି ଡେଭିଡ, ଲିନା ବିଶ୍ବାଳ , ସୁର୍ଯକାନ୍ତ ଦାସ, ବନଜା ବିଶ୍ବାଳ, ନମିତା ଦେବୀ , ନମିତା ରାଉତ, ଶୁସିଲ୍ ସେଠି, ନିରଞ୍ଜନ ଧଳ , ଅଶୋକ ଦକ୍ଷିଣରାୟ , ସୁରଜ ପୁଥାଲ, ବିରେନ , ନବାବ ଅକତର , କାର୍ତ୍ତିକ ରାଉତ ଆଦି ସମସ୍ତ ମେମ୍ବର ଅଂଶଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.