Sign in
Sign in
Recover your password.
A password will be e-mailed to you.
ଓଡିଶାରେ ପୂର୍ବ ଜୋନ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ
ଭୁବନେଶ୍ୱର,୨୨/୧୨/୨୦୨୩:ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦେଶନାମା ଅନୁଯାୟୀ ଓଡିଶାରେ ତା. ୨୨.୧୨. ୨୦୨୩ ରିଖ ଶୁକ୍ରବାର ଦିନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ୟୁନିଟ -୯, ଭୁବନେଶ୍ୱର ଠାରେ ପୂର୍ବ ଜୋନ ଅନ୍ତଃବିଦ୍ୟାଳୟ…
ରାଜ୍ୟ ଖାଦ୍ୟ ଆୟୁକ୍ତଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନ
ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନିକାନ୍ତ ସାହୁଙ୍କ ତାଳଚେର ଗସ୍ତର ଦ୍ୱିତୀୟ ଦିନରେ ସେ ସର୍ବପ୍ରଥମେ ଗୋପଳପ୍ରସାଦସ୍ଥିତ ମା'ହିଙ୍ଗୁଳା ଙ୍କୁ ଦର୍ଶନ କରିଥିଲୋ ତା'ପରେ ସେ ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇ ସେଠାରେ ରୋଗୀଙ୍କୁ ଦିଆଯାଉଥିବା…
ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି କରିବ
ଭୁବନେଶ୍ୱର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ, ପରୀକ୍ଷାମୂଳକ ଭିତ୍ତିରେ ନିରାକାରପୁର ଠାରେ 18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।
ବେଙ୍ଗାଲୁରୁ ଠାରୁ…
ଚଳିତ ବର୍ଷ ‘ଅଟଳ ସମ୍ମାନ-୨୦୨୩’ରେ ସମ୍ମାନୀତ ହେବେ ବରିଷ୍ଠ ରାଜନେତା ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁ
ବରିଷ୍ଠ ଅଧ୍ୟାପିକା, କବୟତ୍ରୀ ଏବଂ ଅନୁବାଦିକା ଡ.ସ୍ମରପ୍ରିୟା ମିଶ୍ର ପାଇବେ “ଅଟଳ କବିତା ସମ୍ମାନ-୨୦୨୩”
ବରିଷ୍ଠ ଶଲ୍ୟ ଚିକିତ୍ସକ ଓ ସମାଜସେବୀ ଡ.ବିଶ୍ୱନାଥ ପଟ୍ଟନାୟକ ପାଇବେ “ଅଟଳ ସେବା ସମ୍ମାନ-୨୦୨୩”
ଭୁବନେଶ୍ୱର ତା ୨୨/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର…
‘ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍ , ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ: ଡ.ଲେଖାଶ୍ରୀ
" ବିଧାୟକ ଚନ୍ଦ୍ର ଶାରଥୀ ବେହେରାଙ୍କ ନିର୍ଦ୍ଦେଶରେ ଆମେ ଏଭଳି କାର୍ଯ୍ୟ କରୁଛୁ, ପୋଲିସ ଆମର କିଛି କରିପାରିବ ନାହିଁ । ଏଠି ବିଜେଡିର ଶାସନ ଚାଲିଛି ବୋଲି ମହମ୍ମହ ରୁସ୍ତମ ଓ ବିଜେଡିର ଅନ୍ୟମାନେ କହିଲେ" :ଡ. ଲେଖାଶ୍ରୀ
କଟକ ନିଶ୍ଚିନ୍ତକୋଇଲି ବ୍ଲକ ମାଣପୁର ପଂଚାୟତରେ ବିଜେପିର ବିକଶିତ…
ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ
ଖର୍ଚ୍ଚ ହେବ ୧୧୨ କୋଟି, ୩ ବର୍ଷରେ କାମ ସରିବ
ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିଛି, ପ୍ରସିଦ୍ଧି ଆଣିଛି, ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି
ସନ୍ଥ କବି ଭୀମ ଭୋଇ ଆମକୁ ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ବାର୍ତ୍ତା ଦେଇଛନ୍ତି, ଏହି…
ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଚରମ ଚେତାବନୀ,୧୦ ସୁଦ୍ଧା ଦଶପଲ୍ଲାକୁ ଟ୍ରେନ ନଗଡ଼ିଲେ ୧୪ରୁ ରେଳ ରୋକ ସହିତ ଜୋରଦାର…
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ଦଶପଲ୍ଲାକୁ ରେଳ ନଗଡ଼ିଲେ ୧୪ ତାରିଖରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛି ନୟାଗଡ଼ ନାଗରିକ ମଞ୍ଚ । ପୂର୍ବ ନିଷ୍ପତ୍ତି ମୁତାବକ ଆଜି ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦଶପଲ୍ଲାକୁ ତୁରନ୍ତ ଟ୍ରେନ ଚଳାଚଳ ଦାବିରେ ନୟାଗଡ଼…
ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ନିର୍ବାଚନ ଆୟୋଗ
କେଉଁ ଅଫିସର ରହିବେ ବା ରହିବେନି ଜିଲ୍ଲାରେ !!!
ନୂଆଦିଲ୍ଲୀ : ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ନିର୍ବାଚନ ଆୟୋଗ | ଜାରି କରିଛନ୍ତି ଚିଠି ଚାରି ରାଜ୍ୟ ଯଥା ଆନ୍ଧ୍ର, ଓଡିଶା, ଅରୁଣାଚଳ ପ୍ରଦେଶ ଓ ସିକିମର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ | ସରକାରୀ ଅଧିକାରୀଙ୍କ…
ଗୁଣପୁର ଅଦ୍ବେତ ବେଦାନ୍ତ ଆଶ୍ରମର ଗୁରୁଜୀ ସ୍ବାମୀ ଶ୍ରୀ ବିଦ୍ଯାନନ୍ଦ ଶାଗର ମହାରାଜଙ୍କ ଦେହାନ୍ତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଅଦ୍ବେତ ବେଦାନ୍ତ ଆଶ୍ରମ ର ଗୁରୁଜୀ ସ୍ବାମୀ ଶ୍ରୀ ବିଦ୍ଯାନନ୍ଦ ଶାଗର ମହାରାଜଙ୍କ ୭୩ ବର୍ଷ ବୟସରେ ଆଜି ଭୋରୁ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡି ଗାଁ ଆଶ୍ରମରେ ଦେହାନ୍ତ ହୋଇଛି। କିଛି ସମୟ ପରେ ତାଙ୍କ ମର…
ମାହାଙ୍ଗା କ୍ରୀଡା ଉତ୍ସବ ଉଦଯାପିତ : ଯୁବ ପ୍ରତିଭା ଙ୍କୁ ଲୋକ ଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ…
(ମାହାଙ୍ଗା - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ମାହାଙ୍ଗା ବ୍ଲକ ସ୍ତରୀୟ ହକି, ଫୁଟବଲ, ଭଲିବଲ, ଖୋ ଖୋ, କବାଡି ଏବଂ କ୍ରିକେଟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ମାହାଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ…