ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବାନ୍ଦୁପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟ ର ୪ର୍ଥ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ରୁଦ୍ର ନାରାୟଣ ଭୋଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ…

ପଲ୍ଲୀ ଜୀବନର ସାର୍ଥକ ରୂପକାର ଥିଲେ ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ଜଗତସିଂହପୁର,ତା-୨୨.୧୨.୨୦୨୩/ସୁମନ୍ତ କୁମାର ଦାସ:ପ୍ରଫୁଲ୍ଲ ପାଠାଗାର ପକ୍ଷରୁ ପଲ୍ଲୀ କବି ଚ ନନ୍ଦକିଶୋର ବଳଙ୍କ ୧୪୮ ତମ ଜୟନ୍ତୀ ଓ ମାଗଣା ଚକ୍ଷୁ ନିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ବଂଶଧର ଆଚାର୍ଯ୍ୟ ଏଥିରେ ଆଧ୍ୟକ୍ଷତା କରି ନନ୍ଦକିଶୋର ବଳ ପଲ୍ଲୀ ଜୀବନର ସାର୍ଥକ ରୂପକାର…

ଗାଇସିଲାଟ ବ୍ଲକରେ ଦଲାଲ କବ୍ଜାରେ ଧାନ ମଣ୍ଡି ବେଖାତିର କର୍ମଚାରି

ଗାଇସିଲାଟ/ମନ ଡନସନା - ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।ନଗ୍ନ ସତ୍ୟ ଏହାଯେ କଟନି ଛଟନି ଖୁଲେଆମ ଚାଲୁଛି । ମଣ୍ଡିର ଚିତ୍ର ଯାହା କହୁଛି କେମିତି ଚାଲିଛି ବ୍ୟବସ୍ଥା ଓ କିଭଳି ବ୍ୟବସ୍ଥାରେ ଭାଗ୍ୟ ଆଦରି ପଡିରହିଛି ଚାଷି ।ଖୁଲେଆମ ୩ କେଜି…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଳିତ

ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସାମାଜିକ ସେବା କାର୍ଯ୍ୟକ୍ରମ ପାପଡାହାଣ୍ଡିର ଶହୀଦ ମିନାର ଠାରୁ ଶୁଭାରମ୍ଭ କରାଯାଇଥିଲା ! ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁଙ୍କ ପ୍ରତ୍ୟକ୍ଷ…

ଓଷ୍ଟା ତରଫରୁ ଭଞ୍ଜନଗର ରେ ଗଞ୍ଜାମ୍ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ

ଭଞ୍ଜନଗରରୁ ଉଦୟନାଥ ପଣ୍ଡା : ସରକାରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଗଞ୍ଜାମଜିଲ୍ଲା ଭଞ୍ଜନଗର ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁଉତ୍ସବ ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି l ୨୧/୨୨ ଡିସେମ୍ବର ୨୦୨୩ ଗୁରୁବାର ଠାରୁ…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ : ପୁଣି ଉପକୃତ ହେଲେ ୭୨୧ ହିତାଧିକାରୀ l

ବରଗଡ଼ :- ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ଅନ୍ୟତମ l ଲଗାତାର ଭାବରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି l ଆଜି ସୋହେଲା ହଳଦୀପାଲି ଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ…

କନସିଂହା ରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର - ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ର ସାମାଜିକ କାର୍ଯ୍ୟକଳାପ ମଧ୍ୟରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ କନ ସିଂହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିଭାବକ ଶ୍ରୀ ରବୀନ୍ଦ୍ର ଦାସ ଓ ଶ୍ରୀମତୀ ପଙ୍କଜିନି ଦାସ ଙ୍କ ସମେତ ଅନେକ ଅଭିଭାବକ ଓ ବହୁ ସଂଖ୍ୟାରେ…

ବେଲଗୁଣ୍ଠା ବ୍ଳକ୍ ଓ ଏନଏସି ରେ ଧାନମଣ୍ଡି ଉଦ୍ଘାଟିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଏହାକୁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,…

ଗୁଣପୁର ଠାରେ ଆରମ୍ଭ ହେଲା ଚଇତି ; ଆଦିବାସୀ ନୃତ୍ୟ, ଝାଞ୍ଜ ଓ ସମ୍ବଲପୁରୀ ଡିଜେ ରେ ଦୁଲୁକିଲା ଗୁଣପୁର ସହର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ୨୦୨୩ ଅବସର ରେ ଦୁଲୁକିଲା ଗୁଣପୁର ସହର . ଆଜି ଜଗନ୍ନାଥ ମନ୍ଦିରରୁ ଆଜ୍ଞ୍ୟା ମାଳ ଆଣିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକଙ୍କ ଗହଣରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା , ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ…

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସଡ଼କ ନିରାପତ୍ତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ସମନ୍ୱିତ ଯୂବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସଡ଼କ ନିରାପତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ…