ମାହାଙ୍ଗା କ୍ରୀଡା ଉତ୍ସବ ଉଦଯାପିତ : ଯୁବ ପ୍ରତିଭା ଙ୍କୁ ଲୋକ ଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ…

(ମାହାଙ୍ଗା - ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ମାହାଙ୍ଗା ବ୍ଲକ ସ୍ତରୀୟ ହକି, ଫୁଟବଲ, ଭଲିବଲ, ଖୋ ଖୋ, କବାଡି ଏବଂ କ୍ରିକେଟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ମାହାଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ…

ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାର ୱାଟକୋ ଅଫିସ ଘେରାଉ

ରାଉରକେଲା, (ବସନ୍ତ କୁମାର ଜେନା): ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ବରେ ଯୁବ ମୋର୍ଚ୍ଚା କର୍ମୀ ମାନେ ହଇଜା ରୋକିବାରେ ସରକାରଙ୍କ ବିଫଳତା, ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ୱାଟକୋର ବିଫଳତା ପ୍ରତିବାଦରେ ପାନପୋଷ ସ୍ଥିତ ୱାଟକୋ…

ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ କ୍ରୀଡା ଉତ୍ସବ ଉଦଘାଟିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବରେ 103 ଟି ଦଳ…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଙ୍କ ଉଦ୍ୟମରେ ବିକାଶ ପଥେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ l

 (ମାହାଙ୍ଗା -ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟକ ପ୍ରତାପ ଜେନା ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମାହାଙ୍ଗା ବ୍ଲକ ଲଳିତଗିରି ଓ ପାଇକରାପୁର ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ, ଉଦଘାଟନ କରିବା…

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‍ଘାଟିତ

 ରାୟଗଡା ଟିକିରି ରୁ ବୈକୁଣ୍ଠ ଦୁରିଆ : ସ୍ୱାସ୍ଥ୍ୟଯତ୍ନ ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ଗ୍ରୀନଫିଲ୍ଡ ରିଫାଇନାରୀ ଆଦିତ୍ୟ ଆଲୁମିନା ଚଳିତ ମାସ…

ରାଜ୍ୟ ସରକାରଙ୍କ ସମାୟପଯୋଗୀ କାର୍ଯ୍ୟନୁଷ୍ଟାନ ରୋଗ ନିୟନ୍ତ୍ରଣ ଆଣିଦେଉଛି ।

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ସରକାରୀ ଡାକ୍ତରଖାନାରେ ୮/୯ଦିନ ହେଲା କୌଣସି କାରଣରୁ ୧୦୦ ରୁ ଉର୍ଦ୍ଧ ଲୋକ ଝାଡା ବାନ୍ତିର ଶିକାର ହୋଇ ୫ ଜଣ ମୃତ୍ୟୁ ବରଣ ଯୋଗୁ ରାଉରକେଲରେ ଭୟର ବାତାବରଣ ସୃଷ୍ଟି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ତଥା ନିର୍ଦେଶ ଦ୍ଵାରା…

ପ୍ରାକ୍ତନ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଙ୍କ ଜନନୀ ସମ୍ପର୍କ ଅଭିଯାନ

ରାଉରକେଲା, (ବସନ୍ତ କୁମାର ଜେନା): ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ହାତିବନ୍ଧା ପଞ୍ଚାୟତ ର ଉପର ବାଲିଯୋଡି ଅଞ୍ଚଳ ପରିଦର୍ଶନ କରିବା ସହିତ ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ…

ୱାଟକୋ ଦ୍ଵାରା ରାଉରକେଲାରେ ହଇଜା ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ଓ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ

ରାଉରକେଲା,(ବସନ୍ତ କୁମାର ଜେନା): ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ସମ୍ପ୍ରତି ରାଉରକେଲା ସହରରେ ବ୍ୟପିଥିବା ହଇଜା ସଂକ୍ରମଣକୁ ସୀମିତ ରଖିବା ପାଇଁ ସହରର ପ୍ରତ୍ୟେକ ପରିବାରକୁ ପ୍ରଦୂଷଣମୁକ୍ତ ଗୁଣାତ୍ମକ ଜଳ ଯୋଗାଣ ନିଶ୍ଚିତ କରିବା ସହିତ ବ୍ୟପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି |…

ରାଜସ୍ବ ଆୟୁକ୍ତ କଲେ ଡାଇରିଆ ସ୍ଥିତିର ସମୀକ୍ଷା

 ରାଉରକେଲା (ବସନ୍ତ କୁମାର ଜେନା) : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଆଜି ରାଉରକେଲା ଗସ୍ତରେ ଆସି ସହରାଞ୍ଚଳ ରେ ବ୍ଯାପିଥିବା ଡାଇରିଆ ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ର ସମ୍ମିଳନୀ କକ୍ଷରେ ଜଳ ସାଥୀ ମାନଙ୍କୁ ନେଇ ଏକ ବୈଠକ…

ବେଦୁ ବାବୁଙ୍କ ୮୮ ତମ ଜନ୍ମ ବାର୍ଷିକ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :ଡେରାବିଶ ବ୍ଲକ ଗୁହାଳସିଂହ ପଞ୍ଚାୟତର ସଂସ୍କୃତି ଭବନ ଠାରେ ବେଦୁ ବାବୁଙ୍କ ୮୮ ତମ ଜନ୍ମ ଜୟନ୍ତି ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଗରଦପୁର ବ୍ଲକର ପ୍ରାତନ ଅଧ୍ୟକ୍ଷ ରାଜେଶ ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ…