ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ତାଲିମ କାର୍ଯ୍ୟକ୍ରମ

ସୁଵର୍ଣପୁର/ପ୍ରକାଶ ହାତୀ: ସୋନପୁର ଜିଲ୍ଲାଶିଶୁ ବିଭାଗ ଦ୍ଵାରା ଆୟୋଜିତ ସ୍ୱତନ୍ତ୍ର କିଶୋର ପୋଲିସ ଅଧିକାରୀଙ୍କ ଶିଶୁ ଆଇନ ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣ ମୁଖ୍ୟ ଅତିଥି…

ଦିନିକିଆ ଜାତୀୟ ଯୋଜନା ଶିବିର

କୋମନା/ଭାଗିରଥି ଭୋଇ- ନୂଆପଡା ଜିଲ୍ଲା କୋମନା ସଦର ମହକୁମାସ୍ଥିତ ପଂଚାୟତ ସମିତି ଡିଗ୍ରୀ କଲେଜରେ ଜାତୀୟ ଯୋଜନା ସେବା ଶିବିର ର ଦିନିକିଆ ତାଳିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ କଳେଜ ର ଅଧ୍ୟକ୍ଷ ପ୍ରଭାଷ କୁମାର ପଣ୍ଡା ଯୋଗ ଦେଇଥିବାବେଲେ ସମ୍ମାନିତ ଅତିଥି ଭାବରେ ପ୍ରୋଗ୍ରାମ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଚାଲାଣ ଉପରେ ସ୍ଥାନୀୟ ଜିଲ୍ଲା କୋର୍ଟ…

ଅବସର ଗ୍ରହଣ କଲେ ଦୁଇ ଜଣ ପ୍ରାଥମିକ ଶିକ୍ଷକ

ବୁଗୁଡା :( ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକର ଦୁଇ ଜଣ ପ୍ରାଥମିକ ଶିକ୍ଷକ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଅବସର ଗ୍ରହଣ କରିଥିବା ଦୁଇ ଜଣ ସହକାରୀ ଶିକ୍ଷକ ହେଲେ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମଣ କୁମାର ଜେନା ଓ ଚକରାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର…

ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡା  (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ ମାର୍ଚ୍ଚ ୩୦ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି।ବୁଗୁଡା ବ୍ଲକର ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାମାନଙ୍କ ପ୍ରତି ଗୁରୁତ୍ୱ ପ୍ରଦାନ…

ଜୟ ମା’ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ଆୟୋଜିତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଜୟ ମା’ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୁଶିଳ କୁମାର ଗୁରୁ ସଭାପତିତ୍ୱ କରିଥିବାବେଳେ ଭିକାରୀ ଚରଣ ମିଶ୍ର ମୁଖ୍ୟ ଅତିଥି, ଲାଠୋର ଏଚଏସଏସ ଅଧ୍ୟକ୍ଷ…

ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ ଉଦଘାଟିତ

ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ : ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ ଭୁବନେଶ୍ୱର ଏବଂ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ, ନୟାଗଡ ଦ୍ୱାରା ରଣପୁର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ…

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ପାଟଣାଗଡ଼ ଉପଖଣ୍ଡ ତମିଆଁ ଥାନା ଅନ୍ତର୍ଗତ ତମିଆଁ ପଞ୍ଚାୟତ  ତମିଆଁ ଗାଁର ମାଳିପଡ଼ାଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କଡକନାଥ ନାଳ ହିଡ଼ ମାଟି ତଳୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ବିଘ୍ନରାଜ ପୁଟେଲ(୫୦) । ଶରୀରରେ ଅନେକ କ୍ଷତ ଦାଗ ସହ ଏକ…

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ପୂର୍ଣ୍ଣାଙ୍ଗ ପେନସନର ବ୍ୟବସ୍ଥା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ପଞ୍ଚାୟତର ତୁବୁରଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି। ଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏନେଇ ଏକ ସମ୍ଭର୍ଦ୍ଧନା ସଭାର…

ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ତାଲିମ ଶିବିର

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନ, ପ୍ରକଳ୍ପ…