Sign in
Sign in
Recover your password.
A password will be e-mailed to you.
ଚୁଆଁ ପାଣିରେ ମେଂଟୁଛି ଶୋଷ
ଉମରକୋଟ/ଜିତେନ୍ଦ୍ର ମହାନ୍ତି: ସ୍କୁଲ ମିଟିଙ୍ଗ ରେ ମାଷ୍ଟ୍ର କହୁଛି ପିଲାଙ୍କୁ ମଇଳା କାହିଁକି ପିନ୍ଧାଉଛ, ହଲେ କଣ କରିବେ ଲୋକଙ୍କୁ ଯେଉଁଠି ପିଇବାକୁ ପାଣି ନାହିଁ ସେଠି ପିଲାଙ୍କ ଡ୍ରେସ ସଫା କରିବାକୁ କୋଉଠୁ ପାଣି ଆଣିବେ, ଏହି କଥାଟି ହେଉଛି ଟେଣ୍ଡେକା ଡାଙ୍ଗରି ଗାଁ ର ଗ୍ରାମବାସୀଙ୍କ…
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଏଏଲ୍ଏସ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ
ଭୁବନେଶ୍ୱର:- ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକଠାରେ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ୨୪ଙ୍ଘ୭ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ(ଏଏଲ୍ଏସ୍) ଆମ୍ବୁଲାନ୍ସ ସେବାର ଆରମ୍ଭ ହୋଇଯାଇଛି ।ଏହି ଅତ୍ୟାଧୁନିକ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ଗୁରୁତର…
ରୌଦ୍ରତାପକୁ ଦୃଷ୍ଟିରେ ରଖି ସ୍କୁଲ ନିର୍ଘଣ୍ଟ ପୁନଃ ଧାର୍ଯ୍ୟ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା (ସରକାରୀ, ଅନୁଦାନପ୍ରାପ୍ତ ଅଥବା ଘରୋଇ ) ଶିକ୍ଷାନୁଷ୍ଠାନ ପାଇଁ ସ୍କୁଲ ସମୟରେ ବା କ୍ଳାସ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ଦୁଇ ତାରିଖ ଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ…
ବିଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ୫୬ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ହୋଇ ଜମି…
ଅବଶିଷ୍ଟ ଜମି ଅଧିଗ୍ରହଣ ମେ ମାସ ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ
ବିଗତ ସମୀକ୍ଷା ବୈଠକ ପରେ ୫୬ ଗ୍ରାମରେ ଜମିଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ
ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଉପରେ ଗୁରୁତ୍ୱାରୋପ
ରାଜସ୍ବ ଆୟୁକ୍ତମାନଙ୍କୁ ନିୟମିତ ସମୀକ୍ଷା ବୈଠକ…
ପୌରପରିଷଦ ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କଲେ ଶ୍ରୀମତି ନିର୍ମଳା ସେଠୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସେଠୀ। କାର୍ଯ୍ୟାଳୟ ପରିସରରେ ବହୁ ବିଜେଡି କର୍ମୀ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୌର ପରିଷଦ ଅଧ୍ୟକ୍ଷାଙ୍କୁ…
ବିଶାଳ ରାଲିରେ ଆସି ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତା ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁରର ନବ ନିର୍ବାଚିତା କଂଗ୍ରେସ ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି | ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗାନ୍ଧିଛକ ନିକଟରୁ ଏକ ବିଶାଳ ପଦଯାତ୍ରାରେ ବାହାରିଥିଲେ ଶ୍ରୀମତୀ ସିଂହ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବି…
‘‘ଆଜାଦିକା ଅମୃତ ମହୋତ୍ସବ’’ ପାଳନ ପାଇଁ ପ୍ରତିଯୋଗିତା
ଜଗତସିଂହପୁର,/ସୁମନ୍ତ କୁମାର ଦାସ:ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ , ମାର୍କଣ୍ଡପୁର ସ୍ମାର୍ଟ ଶ୍ରେଣୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣଳାୟ ଅଧିନସ୍ଥ ଆତ୍ମଳୀ ଜନସମ୍ପର୍କ କାର୍ଯ୍ୟଳୟ ତରଫରୁ ‘‘ଆଜାଦିକା ଅମୃତ ମହୋତ୍ସବ’’ ର ୭୫ ବର୍ଷ ପୂର୍ତ୍ତି ପାଳନ…
ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧-୨୨ବର୍ଷ ପାଇଁ “କାୟାକଳ୍ପ” (ରାଜ୍ୟରେ ପଞ୍ଚମ / ଜିଲ୍ଲାରେ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧-୨୨ବର୍ଷ ପାଇଁ "କାୟାକଳ୍ପ" ପୁରସ୍କାରରେ ରାଜ୍ୟରେ ପଞ୍ଚମ ଓ ଗଜପତି ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି "ଇକୋ-ଫ୍ରେଣ୍ଡଲି" ସ୍ଵାସ୍ଥ୍ୟକେନ୍ଦ୍ର…
ପ୍ଳାଷ୍ଟିକ୍ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀଙ୍କ ରାଲି
ଗୁଦେରପାଲି-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ପ୍ଳାଷ୍ଟିକ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ରଚନା, କୁଇଜ୍,ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…
ସ୍ମାର୍ଟ ସିଟି ରାଉରକେଲା ରେ ଖୋଲିଲା “ମିଲେଟ ଶକ୍ତି କାଫେ”।।
ମାଣ୍ଡିଆ ସହ ଅନ୍ୟ ପୁଷ୍ଟିଶସ୍ୟରୁ ମିଳିବ ସୁଆଦିଆ ଜଳଖିଆ।
ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର…