ଡୁଙ୍ଗୁରିପାଲି ବ୍ଲକର ସରପଞ୍ଚ ସଙ୍ଘର ନୂତନ କର୍ମକର୍ତ୍ତା

ସୁଵର୍ଣପୁର (ପ୍ରକାଶ ହାତୀ )ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରପଞ୍ଚ ସଙ୍ଘର ନୂତନ କର୍ମକର୍ତ୍ତା ଶୁକ୍ରବାର ଆରଏମସି କୃଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଳକ ର ସମସ୍ତ ନବ ନିର୍ବାଚିତ ସରପଞ୍ଚ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଅତିଥି ଭାବରେ ସୁବର୍ଣ୍ଣ…

ସୁକିନ୍ଦାସ୍ଥିତ ଟାଟା ଷ୍ଟିଲ ମାଇନିଂର ସବଳ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଚିହ୍ନଟ ଓ ପ୍ରମାଣପତ୍ର ପ୍ରଦାନରେ ସହାୟତା ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସବଳ କେନ୍ଦ୍ର ସହାୟତାରେ ୫୦ ଜଣ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ଏବଂ…

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା-ବିଦ୍ୟୁତ ଯାନ ସବ୍ସିଡ଼ି ପୋର୍ଟାଲର ଶୁଭାରମ୍ଭ

ସେପ୍ଟେମ୍ୱର ୨୦୨୧ ରୁ କିଣାଯାଇଥିବା ଗାଡି ମାଲିକ ସବ୍ସିଡି ପାଇବେ ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ପରିବେଶ ଅନୁକୂଳ ବିଦ୍ୟୁତ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ଧିଷ୍ଟ ବିଦ୍ୟୁତ ଯାନ ନିୟାମକ-୨୦୨୧ ର ତ୍ୱରାନିତ୍ୱ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ଶାସନ ସଚିବ…

ପାଟଣାଗଡ଼ରେ ୮୬ ତମ ଉତ୍କଳ ଦିବସ ପାଳିତ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ଆଜି ପାଟଣାଗଡ଼ ରମାଇ ହାଇସ୍କୁଲ ଠାରେ ୮୬ ତମ ଉତ୍କଳ ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ସେଠି,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ଡ଼ା ଅବଦୁକ କାସ୍ୟାପ ଓ ସମ୍ମାନୀତ ଅତିଥି ଭାବେ ନବ…

ଦ୍ଵିତୀୟ ଦିବସରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଏବଂ ଗାଇଡ଼ର ଚତୁର୍ଥ କେମ୍ପୋରୀ

ପୂର୍ବାହ୍ନରେ ଦୁଃସାହସିକ କାର୍ଯ୍ୟକ୍ରମ ଉଦଘାଟିତ ଏବଂ ଅପରାହ୍ନରେ କ୍ୟାମ୍ପଫାୟାର ଓ ପୁରସ୍କାର ବିତରଣ ଉତ୍ସବ ରଣପୁର./ପ୍ରସନ୍ନ ସାମନ୍ତରାୟ : ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ ଭୁବନେଶ୍ୱର ଏବଂ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ସଂଗଠନ, ନୟାଗଡ ଦ୍ୱାରା ରଣପୁର ବିଜ୍ଞାପିତ ପରିଷଦ…

ସେଵା ଫାଉଣ୍ଡେସନ ତରଫରୁ ମାନସିକ ବିଚାରଗ୍ରସ୍ତଙ୍କୁ ସଫାସୁତୁରା କରାଗଲା

ଜଗତସିଂପୁର/ସୁମନ୍ତ କୁମାର ଦାସ:ସେଵା ଫାଉଣ୍ଡେସନ ତରଫରୁ ପବିତ୍ର ଉତ୍କଳ  ଦିବସ ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମାନସିକ ବିଚାର ଗ୍ରସ୍ତ ଲୋକଙ୍କୁ ସଫା ସୁତୁରା କରିବା ସହିତ ଚୁଟି, ଦାଢ଼ି , ନଖ କାଟିବା ସହିତ ଗାଧେଇ ନୂତନ ବସ୍ତ୍ର ପରିଧାନ କରିଯାଇଥିଲା |ଆଜି…

ଶକ୍ତି ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଟିପିସିଓଡିଏଲ ପକ୍ଷରୁ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର

ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଅଭିନବ ସମାଧାନର ଶୁଭାରମ୍ଭ ଭୁବନେଶ୍ୱର: ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ…

ରାଜ୍ୟ ଖଣି ରାଜସ୍ୱକୁ ଜେଏସ୍‌ଡବ୍ଲ୍ୟୁର ସର୍ବାଧିକ ଯୋଗଦାନ

କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି । ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ୱ ବାବଦକୁ ୧୨,୨୧୦ କୋଟି ଟଙ୍କା ଦେଇଛି । ୨୦୨୧-୨୨…

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

 ସ୍ଵଦେଶୀ କୋଇଲା ବ୍ୟବହାର କରି ସ୍ଥାପନ କରିବ ବିଶ୍ଵର ସବୁଠୁ ବଡ ଏବଂ ସବୁଜ ଇସ୍ପାତ କାରଖାନା | ଭୁବନେଶ୍ବର :ଗତକାଲି ଅନୁଷ୍ଠିତ କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ…

ବିଜେଡି ତରଫରୁ ରକ୍ତ ଦାନ ଶିବିର

ବରଗଡ :- ବଢ଼ିବାରେ ଲାଗିଛି ଖରା ତାତି । ଅନେକ କାରଣରୁ ଖରା ଦିନରେ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଥାଏ । ଏହି ଭଳି ସ୍ଥିତିରେ ରୋଗୀଙ୍କର ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ , ରାଜର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ ରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ…