ଜଗତସିଂପୁର ସହରାଞ୍ଚଳ ରେ ବୁଲା ପ୍ରାଣୀଙ୍କ ନିମନ୍ତେ ଆନିମଲ୍ ହେଲ୍ପ ଲାଇନ୍ ସେଵା ଲୋକାର୍ପିତ

ଜଗତସିଂପୁର /ସୁମନ୍ତ କୁମାର ଦାସ: ଆଜି ପ୍ରାଣୀ ସମ୍ପଦ ବିକାଶ ଵିଭାଗ ଏବଂ ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧ ସମିତି ର ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ୍ ଏବଂ ଜିଲ୍ଲା ଜୀବ ନିଷ୍ଠୁରତା ନିରୋଧସମିତି ର ଅଧ୍ୟକ୍ଷା ଶ୍ରୀମତୀ ପାରୁଲ ପଟୱରୀ ଙ୍କ ଅନୁମୋଦନ କ୍ରମେ…

ପଣ୍ଡରିପାଣି ମହୁଲପଡ଼ା ନଳକୂପର ପାଣି ଅଶୁଦ୍ଧ, ରୋଗ ବିସ୍ତାର କରୁଛି, ପ୍ରଶାସନ ଦୃଷ୍ଟି ଦିଅନ୍ତୁ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ସଂକ୍ରମଣ ରୋଗଠାରୁ ନେଇ ଦୂରାରୋଗ୍ୟ ଯାଏ  କେବଳ ଦୁଷିତ ପାଣି ଯୋଗୁଁ ହୋଇଥାଏ । ଫଳରେ ସରକାର ଗାଁ ଗଣ୍ଡା ଗୁଡିକରେ ବିଶୁଦ୍ଧ ପାଣି ସେବନ ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳଠାରୁ ନେଇ ସହରାଞ୍ଚଳ ଯାଏ କିପରି…

ପଦ୍ମପୁର ଏନଏସି ପକ୍ଷରୁ ଆହାର ଯୋଜନାର ସାତ ବର୍ଷ ପୂର୍ତ୍ତି ପାଳନ ।

ପଦ୍ମପୁର-ଏପ୍ରିଲ ଏକ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସାତ ବର୍ଷ ପୂର୍ବରୁ ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶା ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆହାର ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଲୋକମାନେ ପାଞ୍ଚ ଟଙ୍କା ମୂଲ୍ୟରେ ସୁସ୍ବାଦୁ ଭୋଜନ ପେଟପୁରା ଖାଇ…

ପୁରୀରେ ଶୁଦ୍ଧ ନିରାମିଷ କାଫେଟେରିଆକୁ ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ପୁରୀ(ଅନିମେଶ ପଟ୍ଟନାୟକ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ହେଉଛି ଆଧ୍ୟାତ୍ମର ପ୍ରାଣକେନ୍ଦ୍ର । ବିଶ୍ୱାସ ରହିଛି, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଇଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ…

ଜଗନ୍ନାଥ ପ୍ରସାଦ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଭଞ୍ଜନଗର / ନିଲୁ ବିଷୋୟୀ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ବାମୀ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ବାରିକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ…

ଛି ଛି …କି ଅମଣିଷ ଏଇ ଲୋକଗୁଡାକ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଅଭିଯୋଗ ପରେ ପୀଡିତାଙ୍କୁ ନିର୍ଧୁମ ପିଟିଲେ ଅଭିଯୁକ୍ତଙ୍କ ପରିବାର l ରଣପୁର:ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମରେ 14 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | ଥାନାରେ ଅଭିଯୋଗ ପରେ ପୀଡିତା ଓ ପୀଡିତାଙ୍କ ପରିବାରକୁ ଘରେ ପସି…

ପବିତ୍ର ଉତ୍କଳ ଦିବସ ଉତ୍ସବ ଅବସରରେ ମିଡିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ।

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ଅଗ୍ରଣୀ ସ୍ୱେଚ୍ଛାସେବୀ ସାମ୍ୱାଦିକ ସଂଗଠନ ମିଡିଆ ବ୍ରଦର୍ସ ନିଶ୍ଚିନ୍ତକୋଇଲି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ରନାଥ ରାଉତଙ୍କ ଅଧକ୍ଷତାରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ମିଳୁଥିବା ଅତିରିକ୍ତ ମାଗଣା ଚାଉଳ ବଣ୍ଟନ ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି । ହିତାଧିକାରୀଙ୍କୁ ଆଉ ୬ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇଦେବାପାଇଁ ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ…

ମେଲଛାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଜିଲ୍ଳାସ୍ତରରେ ପୁରସ୍କୃତ

ମେଲଛାମୁଣ୍ଡା, (ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ୨୦୨୧-୨୨ ବର୍ଷ ପାଇଁ ଜିଲ୍ଳା ସ୍ତରରେ “କାୟାକଳ୍ପ” ପୁରସ୍କାରରେ ପୁରସ୍କୃତ ହେବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ଜିଲ୍ଳା ସ୍ତରରେ ପୁରସ୍କୃତ ହେବା…

ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପାଇଁ ଏହା ହିଁ ସଙ୍କଳ୍ପବଦ୍ଧ ହେବାର ଶୁଭ ଅବସର

ଡକ୍ଟର ଯତୀଶଚନ୍ଦ୍ର ମହାନ୍ତି ସଭାପତି, ସମୃଦ୍ଧ ଓଡିଶା ଉତ୍କଳ ଦିବସର ଶୁଭକ୍ଷଣରେ ଆମେ ସମୃଦ୍ଧ ଓଡିଶା ଦଳ ପକ୍ଷରୁ ଓଡ଼ିଶାର ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛୁ ।ଆଜିକୁ ଠିକ୮୬ବର୍ଷତଳେ ବ୍ରିଟିଶ-ଭାରତରେ ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଜନ୍ମ ନେଇଥିଲା ଓଡିଶା; ଏ ମଧ୍ୟରେ ଦେଶ…