Sign in
Sign in
Recover your password.
A password will be e-mailed to you.
ଉତ୍କଳ ଦିବସ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ଵିରୋଧ କରିବ କୋଶଲ ସେନା
ସୁବର୍ଣ୍ଣପୁର/ ପ୍ରକାଶ ହାତୀ: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକର ଆରଏମସି ଠାରେ କୋଶଲ ସେନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ଏକ ତାରିଖ ଦିନ ଉତ୍କଳ ଦିବସ ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ଵିରୋଧ କରିବାପାଇଁ ପଶ୍ଚିମ ଓଡିଶା ର୧୧ଟି ଜିଲ୍ଲାର କୋଶଲ ସେନା…
ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ
ସୁବର୍ଣ୍ଣପୁର /ପ୍ରକାଶ ହାତୀ: ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ପତିଙ୍କ ସଭାପତିତ୍ବରେ…
ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ରିଭଲଭର ଜବତ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳଙ୍କୁ ଗୁଳି କରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ଵାଳଙ୍କ…
ଜିଲ୍ଲା ସ୍ତରୀୟ ଆଶା ,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ -୨୦୨୨
ଜଗତସିଂପୁର/ସୁମନ୍ତ କୁମାର ଦାସ:ଆଜି ବୁଧବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଆଶା ,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଆଦି କବି ଶାରଳା ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି କାଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ମନୋଜ…
ନିଶାଶକ୍ତ ଅବସ୍ଥାରେ ସିରିଜ୍ ଦୁର୍ଘଟଣା: ନେଲା ଦୁଇ ଜୀବନ
ବାରିପଦା(ଦିଲ୍ଲୀପ ମହାନ୍ତି) :- ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡି ଚଳାଇ ସିରିଜ୍ ଦୁର୍ଘଟଣା ଘଟାଇଲା ଏକ ୧୦ ଚକିଆ ସିମେଣ୍ଟ ବୋଝେଇ ଟ୍ରକର ଚାଳକ । ଜନସାଧାରଣ ଟ୍ରକ୍ ଟିକୁ ଗୋଡ଼ାଇ ଗୋଡ଼ାଇ ବାରିପଦା ସହରର ଟ୍ରାଫିକ୍ ଛକ ନିକଟରେ ଅଟକ ରଖି ଗଣଧୁଲାଇ ପରେ ବାରିପଦା ଟାଉନ ଥାନା ପୁଲିସକୁ…
୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରା ଗିରଫ୍
ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ୪ ଆନ୍ତରାଜ୍ୟ ଟ୍ରକ୍ ଲୁଟେରାଙ୍କୁ ଗିରଫ୍ କରିବା ସହ ଲୁଟ୍ ହୋଇଥିବା ୧୨ ଚକିଆ ହାଇଭା ଟ୍ରକକୁ ଝାଡଖଣ୍ଡରୁ ଉଦ୍ଧାର କରିଛି ପୋଲିସ୍। ଗିରଫ୍ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଖଣ୍ଡା ଓ ଭୁଜାଲୀ ଜବତ୍ ହୋଇଥିବାର ବଡ଼ବିଲ…
ଇଟାରେ ଛେଚି ମହିଳାଙ୍କୁ ନିର୍ମମ ହତ୍ୟା।
ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) : ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପଦନଦାସପୁର ଗ୍ରାମରେ। ଘରୋଇ କଳିକୁ ନେଇ ପଦନଦାସପୁର ଗ୍ରାମର ମନୋରମା ସାହୁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ନିଜର ପୁତୁରା ସନ୍ତୋଷ ସାହୁ। ସନ୍ତୋଷକୁ ପୋଲିସ ଥାନାରେ ଅଟକରଖିଛି। ଘଟଣା ସ୍ଥଳରେ ପୋଲିସ ଓ…
ପୌରାଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କଲେ ନିବେଦିତା।
ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ରେ ଆଜି ପୌରାଧ୍ୟକ୍ଷା ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ନବ ନିର୍ବାଚିତ ଶ୍ରୀମତୀ ନିବେଦିତା ବେହେରା। ଆଜି ସ୍ଥାନୀୟ ସ୍ବର୍ଗତ ନୀଳମଣି ରାଉତରାୟ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ବିରାଟ ଶୋଭା ଯାତ୍ରା ରେ ବାସୁଦେବପୁର ପୌରପାଳିକା…
ମଦ ଜାଳରେ ଖଡିଆଳ ଅଞ୍ଚଳ
ନୂଆପଡାରୁ ଯଶୋବନ୍ତ କୁମାର: ସାହିତ୍ୟ ଓ ସଂସ୍କୃତି ସଂପନ୍ନ ଖଡିଆଳ ବର୍ତ୍ତମାନ ମଦ ଜାଲରେ। ଦେଶୀ, ବିଦେଶୀ ମଦ ବିଭିନ୍ନ ପ୍ରକାରର ନିଷିଦ୍ଧ ନିଶାଦ୍ରବ୍ୟ ଓ ଔଷଧର ବ୍ୟବହାର ଅଛି ଖଡିଆଳ ଆବାଳବୃଦ୍ଧ ବନିତାଙ୍କର ଚିନ୍ତାର କାରଣ ହୋଇ ଯାଇଛି। ମଦ୍ୟପାନ କେବଳ ଖଡିଆଳ କାହିଁକି ସାରା ଓଡିଶା ଓ ଭାରତ…
ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଗ୍ରୀଷ୍ଣ ଋତୁର ବିଦ୍ୟୁତ୍ ଚାହିଦା ପୂରଣ କରିବା…
ଶୀର୍ଷ ଚାହିଦା ୬୮୪ ମେଗାୱାଟ୍ ସ୍ପର୍ଶ କରିବା ଆଶା ରହିଛି
ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ନେଟୱାର୍କରେ ଉନ୍ନତି, ଲୋଡ୍ ପୂର୍ବାନୁମାନ ଓ ପ୍ରଯୁକ୍ତିର ଉପଯୋଗ
ବ୍ରହ୍ମପୁର: ଚଳିତ ଗ୍ରୀଷ୍ଣ ଋତୁରେ ପ୍ରବଳ ଗରମ ହେବା ନେଇ କରାଯାଇଥିବା ଆକଳନ ଓ…