ଅର୍ଦ୍ଧେନ୍ଧୁଙ୍କ ଗିରଫଦାରିକୁ ନିନ୍ଦା

0

ଓଡ଼ଗାଁ( ଶ୍ରୀକାନ୍ତ କୁମାର ମିଶ୍ର) : ଟିଭି ନ୍ୟୁଜ ଚାନେଲ ବଡଖବରର ମୂଖ୍ୟ ସମ୍ପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓଡ଼ିଶା ସରକାରଙ୍କ (ଇଓଡବ୍ଳୁ) ଅର୍ଥନୈତିକ ଅପରାଧ ଶାଖାର ଉଦେଶ୍ୟ ମୁଳକ ଗିରଫକୁ ‘ଓଡ଼ଗାଁ ସାମ୍ବାଦିକ ସଂଘ’
ଦୃଢ଼ ଭାବେ ନିନ୍ଦା କରିଛି । ଶନିବାର ଦିନ ସଂଘର ଏକ ଜରୁରୀ ବୈଠକରେ ସଭାପତି ଅଶୋକ କୁମାର ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ରଙ୍କ ସହିତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ରହି ବଡ ଖବରର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା କରିଥିଲେ । ଏବଂ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ପ୍ରମାଣିତ ନହେବା ଯାଏ ତାଙ୍କୁମୁକ୍ତ ରଖିବାକୁ ସଂଘ ତରଫରୁ ଦାବି କରାଯାଇଥିଲା ।

Leave A Reply

Your email address will not be published.