କେନ୍ଦୁପତ୍ର ଶ୍ରମିକଙ୍କୁ ଧମକାଉଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ :- ସାଂସଦ ନିରଞ୍ଜନ ବିଶି

https://www.youtube.com/watch?v=gAOLYc8uADk ବରଗଡ଼ :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଟେମରି ଗ୍ରାମର କିଛି ପତ୍ରତୋଳାଳୀ ଓ ଗ୍ରାମବାସି ମାନେ ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲେ ଯେ ଦୁଇ ଜଣ ବିଭାଗୀୟ କର୍ମଚାରୀ ତାଙ୍କୁ ପ୍ରଲୋଭନ…

ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଦ୍ୱାରା ଶାନ୍ତି ସ୍ୱରୂପ ମେମୋରିଆଲ ଟୁର୍ନାମେନ୍ଟ ଆୟୋଜିତ

ଭୁବନେଶ୍ୱର- ସିଏସ୍‌ଆଇଆର୍‌-ଇନଷ୍ଟିଟ୍ୟୁଟ୍ ଅଫ୍ ମିନେରାଲ୍‌ସ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି ଏବଂ ସିଏସ୍‌ଆଇଆର୍‌-ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ଦ୍ୱାରା କ୍ରିକେଟ୍ ଏବଂ ଭଲିବଲ୍ ପାଇଁ ୫୧ତମ ଶାନ୍ତି ସ୍ୱରୂପ ମେମୋରିଆଲ ଟୁର୍ନାମେନ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ…

ସୀମାନ୍ତ ରେ ଅବକାରୀ ବିଭାଗ ର ଚଢ଼ଉ 1600ଲିଟର ପୋଚ ସହ ମଦ ଜବତ ଜଣେ ଗିରଫ l

ଝାରବନ୍ଧ -ମନୋହର ଦାଶ;ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ଅବକାରୀ ପ୍ରଶାସନ ପକ୍ଷରୁ ମଦ ଧରପକଡ ପ୍ରତ୍ୟହ ଜୋରଦାର ଚାଲିଛି l ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ନିର୍ଦେଶ କ୍ରମେ ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ଏ ଏସ ଆଇ…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଚଳିତ ବର୍ଷ 60 ଜଣ ଙ୍କର ହେବ ନାମଲେଖା

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ସମାଜ ର ସେବା ପାଇଁ ପ୍ରତିଷ୍ଠା ହେବା ପରଠାରୁ ଅନେକ ଡାକ୍ତର ସମାଜ କୁ ପ୍ରଦାନ…

ଏଗାରତମ ଭଳିବଲ ଟୁର୍ଣ୍ଣାମେଣ୍ଟ କୁ ସ୍ବର୍ଗତ ବିଧାୟକ ବିଜୟ ବାବୁ ଙ୍କୁ ସମର୍ପିତ

ବରଗଡ :- ଗତ ଏଗାର ବର୍ଷ ହେଲା ବୁକୁରମୁଣ୍ଡା ପଞ୍ଚାୟତ ର ଲହଙ୍ଗେର ଠାରେ ଆୟୋଜିତ ହୋଇ ଆସୁଥିବା VSS ଅନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ କୁ ଚଳିତ ବର୍ଷ ଅଞ୍ଚଳର ପ୍ରିୟ ନେତା ତଥା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି ଆୟୋଜକ ମାନେ ।…

ଉପନିର୍ବାଚନ ର ସରଗରମ ମାହୋଲ ଭିତରେ ଗ୍ରାମାଞ୍ଚଳ କ୍ରିକେଟ ମ୍ୟାଚ

ବରଗଡ :- ସାଧାରଣତଃ ନଭେମ୍ବର ମାସ ଏହି ସମୟରେ ବେଶ ଶୀତ ଅନୁଭୁତ ହୋଇଥାଏ । ହେଲେ ପଦ୍ମପୁର ଅଂଚଳରେ ଶୀତ ବଦଳରେ ନିର୍ବାଚନ ତାତି ବେଶୀ ଅନୁଭୁତ ହେଉଛି । ଏହି ନିର୍ବାଚନ ର ମାହୋଲ ଭିତରେ ମଧ୍ୟ ଯୁବକ ବନ୍ଧୁ ମାନେ ନିଜର ପ୍ରିୟ ଖେଳ ଠାରୁ ଦୂରେଇ ଯାଇନାହାନ୍ତି । ଆଜି ପାଇକମାଲ ବ୍ଲକ ଝିଟିକି…

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର,୨୬/୧୧: ବଡ଼ଦିନ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୧୭୦୦…

ଗବେଷଣା କ୍ଷେତ୍ରରେ ଏସିଆର ଶ୍ରେଷ୍ଠ ପ୍ରତିଶ୍ରୁତିପୂର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମନୋନୀତ

ଭୁବନେଶ୍ୱର,୨୬/୧୧: ଗବେଷଣା କ୍ଷେତ୍ରରେ ଏସିଆ ମହାଦେଶର ସବୁଠାରୁ ପ୍ରତିଶ୍ରୁତିପୂ୍‌ର୍ଣ୍ଣ ବିଶ୍ୱବିଦ୍ୟାଳୟ ଭାବେ ଏଜୁକେସନ୍ ପୋଷ୍ଟ ପତ୍ରିକା ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମନୋନୀତ କରାଯାଇଛି । ଶୁକ୍ରବାର ଗୋଆ ଠାରେ ଆୟୋଜିତ ଏସିଆ ପାସିଫିକ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି…

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳନ :

ଭୁବନେଶ୍ୱର (ଶାସକ ପ୍ରଶାସକ ) : ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା I ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ,…

ଧୂଳି ଧୁଆଁରେ ଅତିଷ୍ଠ ଅଞ୍ଚଳବାସୀ ,ଅବରୋଧ କଲେ ରାସ୍ତା

ଯୋଡ଼ା(ପାର୍ଥ ସାରଥୀ ଷଢଙ୍ଗି): କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସ୍ଥିତ ମୁଖ୍ୟ ରାସ୍ତାର ଧରଣୀଧର ଛକ ଠାରେ ଶତାଧିକ ମହିଳା ପୁରୁଷ ଶନିବାର ଅପରାହ୍ନରେ ରାସ୍ତା ଅବରୋଧ କରିଛନ୍ତି ।ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ,ବାରମ୍ବାର ରାସ୍ତାରେ ଜଳ ସିଞ୍ଚନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ…