Sign in
Sign in
Recover your password.
A password will be e-mailed to you.
ବରଗଡ:- ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର
ବରଗଡ :- ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହୋଲ ସରଗରମ ଥିବା ବେଳେ , ବର୍ତ୍ତମାନର ସବୁଠୁ ବଡ଼ ଖବର , ଲାଗିଲା ମାଓ ପୋଷ୍ଟର , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ନିଶାନି ମନ୍ଦିର ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ପାଇକମାଳ ରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ…
ଝାଡ଼ବନ୍ଧ ବ୍ଲକ କୁମୁରୀ ପଞ୍ଚାୟତରେ ବିଜେଡିର ପ୍ରଚାର
ଝାରବନ୍ଧ/ମନୋହର ଦାସ - ବିଜେଡି ସପକ୍ଷରେ ମିଶନ ଶକ୍ତି ମହିଳା ମାନଙ୍କର ସ୍ୱର ବଢିବାରେ ଲାଗିଛି । ସ୍ବେଚ୍ଛାକୃତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପଦ୍ମପୁର ଉପ ନିର୍ବାଚନ ରେ ବର୍ଷା ସିଂ ବରିହା ଙ୍କୁ ବିଜୟ ଟୀକା ପିନ୍ଧାଇବା ପାଇଁ ଅଣ୍ଟା ଭିଡି ଥିବାର ଦେଖିବାକୁ ମିଳିଛି। ପଦ୍ମପୁର…
ଝାରବନ୍ଧ ରେ କଂଗ୍ରେସ ର ବଡ଼ନେତାଙ୍କ ପ୍ରଚାର
ଝାରବନ୍ଧ/ମନୋହର ଦାସ -ପଦ୍ମପୁର ଉପନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ବେଶ ଜମିବାରେ ଲାଗିଛି l ବିଜେଡି, ବିଜେପି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମନ୍ତ୍ରୀ ବିଧାୟକ ଗାଁ ଗାଁ ରେ ବୁଲି ପ୍ରଚାର ଚଳାଇଥିବା ବେଲେ କଂଗ୍ରେସ ମଧ୍ୟ ପଛରେ ନାହିଁ, ଆଜି କଂଗ୍ରେସ ର ବଡ ନେତା ଆସି ନିଜ…
‘ସାମ୍’ ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର
ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା): ‘‘ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ…
ନଭେମ୍ବର ୨୭ରେ ପଦମପୁର ଆସୁଛନ୍ତି କେନ୍ଦ୍ର ରେଳ ଓ କୃଷିମନ୍ତ୍ରୀ
ନଭେମ୍ବର ୨୬ ଆସିବେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର
ପଦମପୁର / ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ନଭେମ୍ବର ୨୭ରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର…
ଅଙ୍ଗନବାଡି ସଂଘ ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବୀପତ୍ର
ଝାରବନ୍ଧ/ମନୋହର ଦାସ: ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ସଂଘ ର ନିର୍ଦେଶ କ୍ରମେ ଝାରବନ୍ଧ ଅଙ୍ଗନବାଡି କର୍ମୀ ସଂଘ ଦ୍ୱାରା ଆଠ ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ପ୍ରଥମେ ତାଙ୍କ ଦାବୀକୁ ନେଇ ସଂଘ ର ସଭାନେତ୍ରୀ ଶ୍ରୀମତୀ ମୁକ୍ତାମଣି ପ୍ରଧାନ ଓ ସମ୍ପାଦିକା…
ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଝାରବନ୍ଧ ରେ ଶୋଭାଯାତ୍ରା
ଝାରବନ୍ଧ/ମନୋହର ଦାସ: ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରମୁଖ ଦାବୀ ମଧ୍ୟରେ ପଦ୍ମପୁର ଉପଖଣ୍ଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରମୁଖ ରହିଛି l ଏଥି ପାଇଁ ଏହି ଦାବିକୁ ବିପୁଳ ସଂଖ୍ୟାରେ ସମର୍ଥନ ଜଣାଉଛନ୍ତି l ଏହି କ୍ରମରେ ଝାରବନ୍ଧ ରେ କଲେଜ ଛାତ୍ର ଛାତ୍ରୀ ମାନଙ୍କର ଏକ ଶୋଭାଯାତ୍ରା…
“ଆପଣ ମାନଙ୍କ ଘରେ ମଧ୍ୟ ଗୋଟେ ଝିଅ ଥିବ କି ମାଁ ଭଉଣୀ ଥିବେ !”
https://youtu.be/FG8oxgPff-8
ସାମାଜିକ ଗଣମାଧ୍ୟମ ରେ ଅଶାଳୀନ କମେଣ୍ଟ ମାରୁଥିବା ବିଜେପି ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ବର୍ଷା ଙ୍କର ବୟାନ
ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାଥିନି ଭାବରେ ଘୋଷଣା କରାଯିବା ପରେ ସାମାଜିକ ଗଣମାଧ୍ୟମରେ ବର୍ଷା ଙ୍କୁ ନେଇ ଏକ…
ଆମର ଝି ଆମର ଗରବ ଆର ଆମର ବହ ଆମର ମାନ ଆଏ :- ସ୍ନେହାଙ୍ଗିନୀ ଛୁରିଆ
https://youtu.be/qbCZ9tAZQy0
ବିଜୁ ଜନତା ଦଳର ବିରାଟ ଆଶୀର୍ବାଦ ସମାବେଶ
ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ର ମତଦାନ ଦିନ ପାଖେଇ ଆସୁଛି । ନିର୍ବାଚନ ପ୍ରଚାର ଏବେ ଜୋର ଧରୁଥିବା ବେଳେ ଆଜି ପାଇକମାଲ ଯୋନ ଏକ ର ଜାମସେଠ ଗ୍ରାମରେ ବିଜୁ ଜନତା ଦଳ ତରଫରୁ…
ଓଡ଼ିଶା ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବିପତ୍ର
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡ଼ିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦଶ ଦଫା ଦାବିପତ୍ର ଜିଲା ପାଳ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୂ ମହୋଦୟ ଙ୍କୁ ପ୍ରଦାନ…