Sign in
Sign in
Recover your password.
A password will be e-mailed to you.
୭୫ ତମ ଏନସିସି ଦିବସ ପାଳିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ୭୫ତମ ଏନସିସି ଦିବସ ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ପରିସରରେ ବିଧିମତେ ପାଳିତ ହୋଇଯାଇଛି । ଏନସିସି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ତତ୍ବାବଧାନରେ ରଘୁନାଥ ବିଦ୍ୟାପୀଠ ଠାରେ ୭୫ ତମ ଏସିସି ଦିବସ ୫୦ ଜଣ କ୍ୟାଡେଟଙ୍କ ଉପସ୍ଥିତିରେ ପାଳିତ ହୋଇଥିଲା…
ଝାରବନ୍ଧ ପଞ୍ଚାୟତରେ ବାଇକ ରାଲି କରି ପାୱାର ଦେଖାଇଲେ ଅରୁଣ, ଅବନୀ
https://www.youtube.com/watch?v=5QVRElttgQA
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରଚାର ପ୍ରସାର ରେ ବହୁତ ଆଗରେ ଅଛି ବିଜୁ ଜନତା ଦଳ | ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ସମର୍ଥକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥକଙ୍କ ଭିଡ଼ ସବୁଠି ଦେଖିବାକୁ ମିଳୁଛି |…
ସୁସ୍ଥ ଓ ସୁଦୃଢ ସମାଜ ଗଠନ ପାଇଁ ଖେଳ ନିହାତି ଜରୁରୀ :- କ୍ୟାପଟେନ ମିଶ୍ର
ବରଗଡ :- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୁକୁରମୁଣ୍ଡା ଗ୍ରାମ ପଞ୍ଚାୟତ ର ଲହଙ୍ଗେର ଠାରେ ଅୟୋଜିତ ହୋଇଯାଇଛି ଏଗାର ତମ ଅନ୍ତଃଜିଲ୍ଲା VSS ଭଳିବଲ ଟୁର୍ଣ୍ଣାମେଣ୍ଟ । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରୁ 20 ଗୋଟି ଦଳ ଅଂଶ…
ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃବିଶ୍ୱବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଅୟୋଜିତ
ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ "ପକ୍ଷରୁ ରବିବାର ଆନ୍ତଃ ବିଶ୍ୱବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ…
ଦଳୀୟ ପ୍ରାର୍ଥୀ ଙ୍କର ପାଇଁ ସୁଶାନ୍ତ ସିଂ ଙ୍କର ମାରାଥନ ପ୍ରଚାର
ସଭା ମାନଙ୍କରେ ଜମୁଛି ମହିଳା ଙ୍କର ଭିଡ଼
ବରଗଡ :- ଉପନିର୍ବାଚନ ପାଇଁ ସରଗରମ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ପୁରା ଜୋରରେ ଚାଲିଛି ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପୁରା ଦମ ଲାଗେଇଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ଏହିକ୍ରମରେ ଆଜି ପଦମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଲ…
କେନ୍ଦ୍ରୀୟ ବିଦ୍ୟାଳୟ ଭା.ନୋ.ପୋ ଚିଲିକା ରେ ପାଳନ ହେଲା ଏନ.ସି.ସି ଦିବସ l
ଚିଲିକା/ଖୋର୍ଦ୍ଧା :-(ସେକ କୌଶର)ଆଜି ଏନ.ସି.ସି ଦିବସ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ରେ 1(o)ନାଭାଲ ୟୁନିଟ ଛାତ୍ର ଙ୍କ ତରଫରୁ ନାଭାଲ ବେଶ ଭିତରେ ସଡ଼କ ସୁରକ୍ଷା, ଜୀବନ ରକ୍ଷା ଏବଂ ଏନ.ସି.ସି ବିଷୟ ରେ କିଛି ଆଲୋଚନା କରାଯାଇଥିଲା l କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଟ୍ରେନିଙ୍ଗ ସେଣ୍ଟର…
ମହାମାରୀରେ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ବେଆଇନ ସ୍କୁଲଫି ଆଦାୟ ମାମଲା
ଜବାବ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ।
କଟକ: କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ରହି କେବଳ ଅନଲାଇନ କ୍ଲାସ ହେବା ଓ ଅଭିଭାବକ ମାନଙ୍କ ଆର୍ଥିକ ସମସ୍ୟା ଆଦିକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ସ୍କୁଲ ଫିସ ଆଦାୟ ପାଇଁ ଆର୍ଥିକ ରିହାତି…
୧ ଡିସେମ୍ବର ୨୦୨୨ ରୁ ଇମ୍ଫାଲ ମଣିପୁର ରେ ୨୮ତମ ନ୍ୟାସନାଲ ଜୁନିୟର ଥାଙ୍ଗ-ଟା ଚାମ୍ପିଅନସିପି ୨୦୨୨ – ଓଡିଶା ରୁ…
ଭୁବନେଶ୍ୱର : ମଣିପୁରୀ ପ୍ରାଚୀନ ଓ ଐତିହାସିକ ସାମରିକ ତଥା ନୃତ୍ୟକଳା ଥାଙ୍ଗ-ଟା; ଯାହାକି ବର୍ତମାନ ସମୟରେ ନ୍ୟାସନାଲ ସ୍କୁଲ ଗେମ୍ସ , ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ରେ ସ୍ଥାନ ପାଇସାରିଛି; ଉକ୍ତ ଖେଳ ର ପ୍ରଚାର ଓ ପ୍ରସାର କରୁଥିବା ଜାତୀୟ ସ୍ତରୀୟ ମହାସଂଘ - ଥାଙ୍ଗ-ଟା ଫେଡେରେସନ ଅଫ ଇଣ୍ଡିଆ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ଆମ୍ବିକା ଦେବୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଭାରତୀୟ ସମ୍ବିଧାନର ନିର୍ମାତା ତଥା ଜନକ ଡ଼.…
ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ବରୀ ପାଲି ଠାରେ ପାଳିତ ହେଲା ସମ୍ବିଧାନ ଦିବସ
ଦେଶର ଗୌରବ ଓ ବିକାଶ ର ଚାବି କାଠି ଆମର ମହାନ ସମ୍ବିଧାନ
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ବରୀପାଲି ଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ଏନ ଏସ ଏସ ୟୁନିଟ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଦିବସ…