ଧୂଳି ଧୁଆଁରେ ଅତିଷ୍ଠ ଅଞ୍ଚଳବାସୀ ,ଅବରୋଧ କଲେ ରାସ୍ତା

ଯୋଡ଼ା(ପାର୍ଥ ସାରଥୀ ଷଢଙ୍ଗି): କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସ୍ଥିତ ମୁଖ୍ୟ ରାସ୍ତାର ଧରଣୀଧର ଛକ ଠାରେ ଶତାଧିକ ମହିଳା ପୁରୁଷ ଶନିବାର ଅପରାହ୍ନରେ ରାସ୍ତା ଅବରୋଧ କରିଛନ୍ତି ।ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ,ବାରମ୍ବାର ରାସ୍ତାରେ ଜଳ ସିଞ୍ଚନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ…

ନିଷିଦ୍ଧାଞ୍ଚଳ ରେ ମାଛ ମାରୁଥିବା ଦୁଇ ଟ୍ରଲର ଜବତ ।

ଅସ୍ତରଂଗ/ ଦୁଃଶାସନ ନାୟକ : ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଓ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଅଲିଭ ରିଡ଼ଲେ କଇଁଚ ଙ୍କର ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ନେଇ ସମୁଦ୍ର ରେ ମାଛ ଧରିବା ଲାଗି କଟକଣା ଥିବାରୁ ଅସ୍ତରଂଗ ର ଗଙ୍ଗାଦେବି ମୁହାଣ ଠାରୁ ପୁରୀ ପର୍ଯ୍ୟନ୍ତ ସମୁଦ୍ର ରେ ଯନ୍ତ୍ର…

ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର, : ମହାରାଷ୍ଟ୍ର ନାଗପୁରସ୍ଥିତ ମୌଳିକ ବିଜ୍ଞାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅପୂର୍ବ ବିଜ୍ଞାନ ମେଳା ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ବିଜ୍ଞାନ ଶିକ୍ଷାକୁ ସରଳ କରି ଏହାକୁ କିପରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ପାଖରେ ପହଂଚାଇ ହେବ ଏହାର ପ୍ରୟାସ…

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଜୟଦେବ ବିହାର ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର/ଶାସକ ପ୍ରଶାସକ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବୀରେନ୍ ମିତ୍ରଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ସକାଳେ ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏହି ଜନନେତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ…

ସିଇଓଙ୍କୁ ଭେଟିଲା ବିଜେଡି : ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ବିଜେପି ନେତାଙ୍କ ଗିରଫଦାରୀ ଦାବି

ଭୁବନେଶ୍ୱର : ଦୁଇଦିନ ତଳେ ସାକ୍ଷାତ କରି ଅଭିଯୋଗ କରିବା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଯୋଗୁ ଆଜି ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଉଦ୍ବେଗ ଜଣାଇଛି ବିଜେଡି ପ୍ରତିନିଧି ଦଳ | ଆଜି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, ପଦମପୁର ଉପନିର୍ବାଚନ ବେଳେ ବିଜେପି…

କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଜେପି ଦ୍ୱାରା ପ୍ରଲୋଭନ ଓ ଧମକ ଅଭିଯୋଗ

https://www.youtube.com/watch?v=5xlXCKn9kn4 ପାଇକମାଲ ଥାନାରେ ଅଭିଯୋଗ କଲେ ଟେମରି ଗ୍ରାମବାସୀ ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ଆଜି ପାଇକମାଲ ବ୍ଲକ ଟେମରି ଗ୍ରାମବାସୀ ମାନଙ୍କ ଦ୍ୱାରା ଏକ ସାଙ୍ଘାତିକ ଅଭିଯୋଗ ପାଇକମାଲ ଥାନା ରେ କରାଯାଇଛି ।…

ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ୨୦୨୨

ଭୁବନେଶ୍ୱର/ଶାସକ ପ୍ରଶାସକ: ସ୍ଵରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦର ବର୍ଷ ୨୦୨୨ ର ବାର୍ଷିକ ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ନଭେମ୍ବର ୨୧ଓ ୨୨ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି | ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର…

ଦଳିତ ବିକାଶ ପରିଷଦ, ଜଗତସିଂହପୁର ୭୩ତମ ସମ୍ବିଧାନ ଦିବସ ପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳିତ ବିକାଶ ପରିଷଦ ତରଫରୁ ମାଲ୍ୟାର୍ପଣ କରିବା ସହିତ ୭୩ ତମ ଭାରତୀୟ ସମ୍ଭିଧାନ ଦିବସ ପାଳନ କରାଯାଇଛି l ବାବା ସାହେବ…

କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ ନବୀନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଲେ ଚିଠି ଭୁବନେଶ୍ୱର : କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ  ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କେନ୍ଦୁପତ୍ର ଉପରେ ୧୮…

ବରଗଡ:- ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର

ବରଗଡ :- ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହୋଲ ସରଗରମ ଥିବା ବେଳେ , ବର୍ତ୍ତମାନର ସବୁଠୁ ବଡ଼ ଖବର , ଲାଗିଲା ମାଓ ପୋଷ୍ଟର , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ନିଶାନି ମନ୍ଦିର ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ପାଇକମାଳ ରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ…