Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ
https://youtu.be/Jvg0nscBUds
ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଲେ
କୁଲତା ସମାଜର ପୁରୀ ରେ ଧର୍ମଶାଳା ନିମନ୍ତେ ରାଜ୍ୟ ସରକାର ଜମି ଓ ଆର୍ଥିକ ସହାୟତା ଯୋଗାଇଦେବେ
୧ ବର୍ଷ ଭିତରେ ଶେଷ ହେବ ଧର୍ମଶାଳା
ଭୁବନେଶ୍ୱର : ଓଡିଶା କୁଲତା…
୪୧ ତମ ଭାରତ ଅର୍ନ୍ତଜାତୀୟ ବାଣିଜ୍ୟ ମେଳା-୨୦୨୨: ବିଜୟ ଉଲ୍ଲାସରେ ଉଲ୍ଲସିତ ଓଡ଼ିଶା ପାଭିଲିୟନ୍
ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ୱାରା ୪୧ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନକୁ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା ପ୍ରମାଣ ପତ୍ର ଟ୍ରଫିରେ ପୁରସ୍କୃତ କରାଯାଇଛି ।…
ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗିରଫ କଲା ପୁଲିସ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ପ୍ରଥମେ ଜଣେ ଯୁବତୀଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ। ପରେ ପ୍ରେମ ନିବେଦନ ଆଉ ତାପରେ ବ୍ଲାକମେଲ। ଏଭଳି ସଙ୍ଗୀନ ଅପରାଧରେ ଜଣେ ଯୁବକକୁ ଗିରଫ କରି ବାରିପଦା ଟାଉନ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ରାୟଗଡ଼ା ଜିଲ୍ଲାର…
ପବିତ୍ର ଶ୍ରୀମଦ ଭାଗବତ କଥା ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ଧର୍ମ ଜାଗରଣ ସମନ୍ୱୟ କିଶୋରନଗର ଓ ଉତ୍କଳ ବିକାଶ ପରିଷଦ କଟକ ସଦର ମିଳିତ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ସିରଲୋ ବରହମପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ 30ତମ ଶ୍ରୀମଦ ଭାଗବତ କଥା ମହୋତ୍ସବ ଓ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ…
କିସ୍ ବଲାଙ୍ଗୀର ଓ କଳାହାଣ୍ଡି ଶାଖା ପରିଦର୍ଶନ କଲେ ଅଚ୍ୟୁତ ସାମନ୍ତ
ବଲାଙ୍ଗୀର/ଭବାନୀପାଟଣା(ଶାସକ ପ୍ରଶାସକ): କିସ୍ ଭୁବନେଶ୍ୱରର ନୂଆ ଶାଖା କିସ୍-ବଲାଙ୍ଗୀର ଓ କିସ୍-ଭବାନୀପାଟଣାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରିଦର୍ଶନ କରିଛନ୍ତି। କେବଳ ଛାତ୍ରୀଙ୍କ ପାଇଁ ଉଭୟ ବଲାଙ୍ଗୀର ଓ ଭବାନୀପାଟଣା କ୍ୟାମ୍ପସ୍ ଉଦ୍ଦୀଷ୍ଟ ହୋଇଥିବା ବେଳେ ଏଠାରେ…
କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା
ତୋଳାଳୀ ପାଇଲେ ହଜାରେ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ଦେଢ଼ ହଜାର
ହିତାଧିକାରୀଙ୍କ ଖାତାକୁ ଗଲା 43 କୋଟି ଟଙ୍କା
ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ପାଇଲେ ସହାୟତା
ଉପନିର୍ବାଚନ ଆଚରଣବିଧି ଉଠିବା ପରେ ପାଇବେ ବରଗଡ ଜିଲ୍ଲାର ହିତାଧିକାରୀ…
ମୌଳିକ ସୁବିଧାରୁ ବଞ୍ଚିତ ଶବରସାହି ଗାଁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିକାଶ ପାଇଁ ସରକାରଙ୍କ ମାଳମାଳ ଯୋଜନା। ହେଲେ ଏବେବି ଏମିତି ଗାଁ ରହିଛି ଯେଉଁଠି ରାସ୍ତା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚାଇବାରେ ଯେମିତି ଅସମର୍ଥ ପ୍ରଶାସନ। ସେଭଳି କିଛି ଗାଁ ରହିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ। ଗୋଟିଏ ପଟେ ଦୁର୍ଗମ…
ନିର୍ଣ୍ଣାୟକ ମୋଡ଼କୁ ନେବାକୁ ପଡିବ ଘୁମୁସର ଜିଲ୍ଲା ଆନ୍ଦୋଳନ ଦାବି
ଦଳମତ ନିର୍ବିଶେଷରେ ଗୋଟିଏ ଲକ୍ଷ୍ୟ ଘୁମୁସର ଜିଲ୍ଲା ମାନ୍ୟତା
ଭଞ୍ଜନଗର (ନିଲୁ ବିଷୋୟୀ) : ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ୩୦ ବର୍ଷର ଆନ୍ଦୋଳନକୁ ବ୍ୟାପକ କରିବା ସହ ଉପଖଣ୍ଡର ପ୍ରତ୍ୟେକ ଗ୍ରାମାଞ୍ଚଳ ସ୍ତରରୁ ଜନସାଧାରଣଙ୍କୁ ସଚେତନତା କରାଯାଇ ଆନ୍ଦୋଳନ କରିବାକୁ ପଡିବ। ଦଳମତ…
ଜିଲ୍ଲାସ୍ତରୀୟ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ପ୍ରଶିକ୍ଷକ ତାଲିମ ଶିବିର ଉଦ୍ ଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ "ବର୍ଣ୍ଣାଳୀ" ପ୍ରଶିକ୍ଷକ ତାଲିମ ଶିବିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସଫଳତାର ସହ ( ଶନିବାର ଦିନ ) ଉଦ୍ ଯାପିତ ହୋଇଯାଇଛି। ଗତ ୨୪ ନଭେମ୍ବର…
ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନୀତ ଅତିଥି ଭାବରେ ଡେପୁଟୀ କଲେକ୍ଟର…