ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଦିନିକିଆ କର୍ମଶାଳା ଅନୁଷ୍ଟିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ୧୨/୧୨/୨୦୨୩-  ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ମେଗା ଅଡିଟୋରିୟମରେ " ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ କୃଷି ସ୍ଥିରତା ପାଇଁ ପ୍ରାକୃତିକ ଚାଷ" ସମ୍ପର୍କୀୟ ଦିନିକିଆ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।ଏହି…

ଶ୍ରୀ ରଘୁନାଥ ଜିଉଙ୍କ ଦେବ ଦିପାବଳୀ ପର୍ବ ପାଳିତ

ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଅବସରରେ ସ୍ୱର୍ଣ୍ଣକଳସକ୍ଷେତ୍ର ଭାବେ ପରିଚିତ ଓଡ଼ଗାଁ ବିଜେ ପ୍ରଭୁ ରଘୁନାଥ ଜୀଉଙ୍କ ମନ୍ଦିରରେ ଦେବ ଦୀପାବଳୀ ନୀତି ପାଳିତ ହୋଇଯାଇଛି। ଏହି ଦିନମାନଙ୍କରେ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ…

ଗୋରୁ ବୋଝେଇ ଗାଡି ଜବତ,୩ ଗୋରୁ ଉଦ୍ଧାର,୨ ଗିରଫ

ଓଡ଼ଗାଁ,୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ସିଆରୀମାଳ ରାସ୍ତାରୁ ପୁଲିସ ଗୋଟିଏ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।ଜବତ ଗାଡିରେ ୧ଟି ଗାଈ,୧ଟି ଗୋରୁ ଓ ଗୋଟିଏ ବାଛୁରୀ ଚାଲାଣ ହେଉଥିବା ଜଣାପଡିଛି।ପ୍ରକାଶ…

ଗ୍ରାମୀଣ ଡାକ ସେବକ ସଂଘ ଧାରଣା ଆରମ୍ଭ

ଓଡ଼ଗାଁ, ୧୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଗ୍ରାମୀଣ ଡାକସେବକ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ,ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଡିସେମ୍ବର ୧୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ…

୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୧୨/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଉପ ଡାକଘର ସମ୍ମୁଖରେ ୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ରେ ବସିଛନ୍ତି।ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରା କ୍ରମେ ଡାବୁଗାଁ ଉପ ଡାକଘର…

ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗ ରେ ଆଲୋକିତ ହେଲା ବିରଵାଫଲା

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ ମୈତ୍ରୀ ଇଂଫ୍ରା ଅଧ୍ୟକ୍ଷ ଶ୍ରୀନିବାସ ରାଓ ଆଜି ଉକ୍ତ…

ଟାଟା ଷ୍ଟିଲ୍ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା

ପକ୍ଷୀମାନଙ୍କ ବିବିଧତାର ଅନୁସନ୍ଧାନ ପାଇଁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ସୁକିନ୍ଦା, ୮/୧୨: ପରିବେଶ ସଚେତନତା ଓ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ…

ସାଇପ୍ରିୟା ୱେଲଫର ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ

ରାୟଗଡା : ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟର ୧୧ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ତା ୧୨/୧୨/୨୦୧୨ରିଖରେ ଏହି ଟ୍ରଷ୍ଟର ସ୍ଥାପନ ହୋଇଥିଲା l ସାଇପ୍ରିୟା ନଗରରେ ବସବାସ କରୁଥିବା ଜନସାଧାରଣଙ୍କ ବିଭିନ୍ନ ମୌଳିକ ସୁବିଧା ଓ ଏକତ୍ରିତ ହୋଇ…

ବିଏସ୍.କେ.ୱାଇ ହେଲା ବୟସ୍କ ମହିଳାଙ୍କ ସାହାରା

ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା: କଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ  ଶୁଭକାମନା ଭୁବନେଶ୍ୱର,୧୨/୧୨/୨୩: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା ( ବି.ଏସ୍.କେ.ୱାଇ )ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା । ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା…

ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ 2024 ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

● ଜାନୁଆରୀ 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ | ● ବିଶେଷ ଟ୍ରେନର ସେବା ସମ୍ପ୍ରସାରଣ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ | ଭୁବନେଶ୍ୱର : ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ…