“ଜିଇଁ ଜାଗିଥିଲେ ବର୍ଷେ…… ଆର୍ ଆଏବା ବଛର୍ ମାନ୍ମା ବଡ଼ା ହର୍ଷେ”

https://youtu.be/OXv2HUAWpdc ବୋଡ଼ାସମ୍ବର ନୂଆଖାଇ ଭେଟଘାଟ ରୌପ୍ୟଜୟନ୍ତୀ ମହାଆଡମ୍ବରରେ ପାଳିତ l ପଦ୍ମପୁର :-ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ଭାଦ୍ରବ ମାସ ପଞ୍ଚମୀ ତିଥିରେ ପାଳନ ଅବସରରେ ନୂଆଁଖାଇ ଭେଟଘାଟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇ ଥାଏ, ଠିକ୍…

ପୂର୍ବ ଶତୃତା ରୁ ଯୁବକ ଙ୍କୁ ସଂଘବଦ୍ଧ ଭାବେ ହତ୍ୟା

ଶେରଗଡ: ଶେରଗଡ ଥାନା ବନ୍ଧାଗୁଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ପୁର ଗ୍ରାମରେ ଜଣେ ଯୁବକ ଙ୍କୁ ହତ୍ୟା କରାଯାଈଥିବା ଦେଖିବାକୁ ମିଳିଛି। ଘଟଣା କ୍ରମେ, ଶେରଗଡ ଥାନା ବନ୍ଧାଗୁଡା ପଞ୍ଚାୟତ ଲକ୍ଷ୍ମୀ ନୃସିଂହ ପୁର ଗ୍ରାମର ସ୍ବର୍ଗତ ଡମ୍ବରୁ ଗୌଡ ଙ୍କ ପୁତ୍ର ସୂର୍ଯ୍ୟ ଗୌଡ ଙ୍କୁ ଆଜି…

ସୋଆ ଏସ୍‌ଏଚ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ ଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପାଠ୍ୟକ୍ରମରେ ଚଳିତ ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ୭ ଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଛି ।ଅନୁଷ୍ଠାନର ପରିସରରେ ଆୟୋଜିତ…

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ବିଶ୍ୱ ଅଲ୍ଜାଇମର ଦିବସ ଅବସରରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଗୁରୁବାର ସକାଳେ ସମ୍ ହସ୍ପିଟାଲ୍ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ…

ଘରର ବୋଝ ହେଲା ଭେଣ୍ଡିଆ ପୁଅ, ଭାଇର ଚିକିତ୍ସା ପାଇଁ ଦାଦନ ଖଟିବାକୁ ଗଲେ ଦୁଇ ଭଉଣୀ !

ଭଞ୍ଜନଗର/ଉଦୟନାଥ ପଣ୍ଡା: ଭାଇର ଚିକିତ୍ସା ପାଇଁ ଦୁଇ ଭଉଣୀ ଗଲେ ଦାଦନ ଖଟି। ଘରର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ରୋଜଗାର କରିବା ପାଇଁ ଘରୁ ବାହାରିଥିବା ଜଣେ ଯୁବକ ହଠାତ୍ ଦୁର୍ଘଟଣାର ଶିକାର ହେବା ଦ୍ୱାରା…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଡିଏଭି ସ୍କୁଲ ଝାରସୁଗୁଡ଼ାରେ ଫାୟାର ମକ ଡ୍ରିଲ ପରିଚାଳନା

୧୦୦୦ରୁ ଅଧିକ ଛାତ୍ର ଛାତ୍ରୀ ଓ ସ୍କୁଲ ଶିକ୍ଷକଙ୍କୁ ଅଗ୍ନିକାଣ୍ଡ ଜନିତ ଜରୁରୀ କାଳୀନ ପରସ୍ଥିତି ପାଇଁ ପ୍ରସ୍ତୁତି ସଂପର୍କରେ ସଜାଗ କରାଯାଇଥିଲା ଝାରସୁଗୁଡ଼ା, ଓଡ଼ିଶା, ୧୯.୦୯.୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଝାରସୁଗୁଡ଼ାର ଡିଏଭି ବିଦ୍ୟାଳୟରେ ଏକ ବ୍ୟାପକ…

ସୌମ୍ୟଙ୍କ ସହ ବିଜେଡିର ବ୍ରେକ ଅପ : ବିଜେଡିରୁ ବିଦା ହେଲେ ସୌମ୍ୟରଞ୍ଜନ

ଦୁର୍ନୀତି ଅଭିଯୋଗରେ ବିଦା ହେଲେ ରେମୁଣା ବଢାଯାକ ସୁଧାଂଶୁ ପରିଡା ବିଜେଡିରୁ ବହିସ୍କୃତ ହେଲେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ | ଏହା ସହିତ ରେମୁଣା ବିଧାୟକ ସୁଧାଂଶୁ ପରିଡା ମଧ୍ୟ ଦଳରୁ ବହିସ୍କୃତ ହୋଇଛନ୍ତି | ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ସମ୍ବାଦର ପୂର୍ବତନ କର୍ମଚାରୀ…

ଏସବିଆଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ବଡ଼ବିଲ (ଶାସକ ପ୍ରଶାସକ):କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ଗ୍ରାମ ପଂଚାୟତ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏକ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ସେରେଣ୍ଡା ପଂଚାୟତ ବାସୀଙ୍କ ସହ ଆଖ ପାଖ ଅଂଚଳର ବହୁ ଲୋକ…

ଏଚ୍‌ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍‌୯୦ ୫ଜିର ଶୁଭାରମ୍ଭ

ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍‌ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍‌୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍ ମାଷ୍ଟର୍ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍‌ପି ମେନ୍ କ୍ୟାମେରା ଓ ୩୮୪୦ ଏଚ୍‌ଜେଡ୍ ପିଡବ୍ଲ୍ୟୁଏମ୍ ଡିମିଙ୍ଗ୍ ଟେକ୍ନୋଲୋଜି ସହ ଶିଳ୍ପ ଅଗ୍ରଣୀ…