Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ ।
ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ଯରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର…
ସମବାୟ ମନ୍ତ୍ରୀ ଅତନୁଙ୍କ ତେଲେଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ
ଭୁବନେଶ୍ୱର -ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ଗତକାଲି ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶକରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର…
ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର
ରାତି ଅଧରେ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନଷ୍ଟେବଳ ଦେବାଶିଷ
ଯେବେ ରକ୍ତ ପାଇଁ ଅସୁବିଧାରେ ପଡ଼ିଥାଏ ଜୀବନ, ସେତେବେଳେ ସଂଜୀବନୀ ସାଜିଥାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତଗଢା ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ । ସେହିପରି, ଗତକାଲି ପାରଳାଖେମୁଣ୍ଡି ହସ୍ପିଟାଲରେ ରକ୍ତ ପାଇଁ ବିପଦ ମୁହଁରେ…
ନବାନ୍ନ ପାଇଁ ପ୍ରକୃତି ସୁରକ୍ଷା ହିଁ ଆହ୍ବାନ । ।
ସୁଶାନ୍ତ କୁମାର ମିଶ୍ର
ସଭ୍ୟତାର ସୃଷ୍ଟି ଓ ବିକାଶ ଅରଣ୍ୟରୁ ଆରମ୍ଭ ହୋଇଛି । ତେଣୁ ପ୍ରାଚୀନ କାଳରେ ବୈଦିକ ଋଷିଗଣ ବୃକ୍ଷକୁ ପବିତ୍ର ମନେ କରି ପୂଜା କରୁଥିଲେ । ଆଦି ମାନବ ଜଙ୍ଗଳରୁ ଫଳମୂଳ ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା । ସେଥିପାଇଁ ପ୍ରକୃତି ପ୍ରତି ତାର ଗଭିର ଶ୍ରଦ୍ଧା…
ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଜିଲ୍ଲାର ଛାତ୍ରଙ୍କ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କୁସ୍ତି ଓ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ଛାତ୍ରମାନେ ସଫଳତା ହାସଲ କରିଛନ୍ତି। କୁସ୍ତି ପ୍ରତିଯୋଗିତାରେ ଦୁଇଜଣ ଖେଳାଳି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି , ଯଥାକ୍ରମେ ଗଣେଶ ଶବର (୧୪ ବର୍ଷରୁ କମ୍…
ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପମାନଙ୍କରେ ଧୁମ୍ ଧାମରେ ଗଜାନନଙ୍କ ପୂଜା !!!
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ବେବସାୟିକ ଅନୁଷ୍ଠାନ ଓ କ୍ଲବ ପୂଜା ମଣ୍ଡପ ମାନଙ୍କରେ ଧୁମ୍ ଧାମର ସହିତ ଚାଲିଛି ଗଜାନନ ଙ୍କ ପୂଜା । ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସାଜସଜ୍ଜା,…
କୁଆଁରଡିହି ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି କୁନି କୁନି ପିଲାମାନଙ୍କ ପାଇଁ ମରଣଯନ୍ତା।
ସାରସକଣା ::( ଶାସକ ପ୍ରଶାସକ) -ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଭୂରୁଷଣି ପଂଚାୟତ ର କୁଅଁରଡିହି (ଜମଶୋଲା) ର ଅନଙ୍ଗନ୍ଵାଡି କେନ୍ଦ୍ର ଟି ପାଲଟିଛି ନିସ୍ପାପ କୁନି କୁନି ପିଲା ମାନଙ୍କ ପାଇଁ ମରଣଯନ୍ତା । ଅଙ୍ଗନୱାଡ଼ି କେନ୍ଦ୍ର ଟି ଆଜକୁ ନିର୍ମିତ ର ପ୍ରାୟ ୨୨- ୨୩ ବର୍ଷ ବିତି ଯାଇଥିବା…
ସାପ କାମୁଡ଼ା ରେ ଯୁବକ ଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ:ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସେରଗଡ଼ ବ୍ଲକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ ବିଲକୁ କୌଣସି କାମରେ ଘରୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲାଇଲାଇ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…
ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ଯ ବିଘ୍ନରାଜଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠାର ରେଡ଼ି ସାହି,ଗୋଲା ସାହି ବାଲିଡି ସାହି,ଗୋପୀନାଥ ସାହି,ଆଳିଆ ସାହି,ଶୁଣ୍ଢୀ ସାହି,ଖାଦାଳ ସାହି,କୁମୁଟି…