Sign in
Sign in
Recover your password.
A password will be e-mailed to you.
ଚୋରା ମଦ ଦୋକାନ ଉପରେ ନୂତନ ଡିଏସପିଙ୍କ ଚଢ଼ାଉ ଜାରି
ସାରସକଣା:: ଶାସକ ପ୍ରଶାସକ ମୟୂରଭଂଜ ଜିଲ୍ଲାର ସାରସକଣା ବ୍ଲକ ଝାରପୋଖରିଆ ପୋଲିସ ଚୋରା ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି। ଏହା ଉପରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ତେବେ ଜଣ କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକୁ ଥାନାରୁ ଜାମିନ ରେ ଛଡାଯାଇଛି | ଡି…
ପବିତ୍ର ଦିନକୁ ସ୍ମରଣୀୟ କରିବାକୁ ମହତ କାର୍ଯ୍ୟ
ପବିତ୍ର ଗଣେଶ ପୂଜା ଓ ମହାନ୍ ଗଣପର୍ବ ନୁଆଁଖାଇ ଅବସର ରେ ରକ୍ତଦାନ ଶିବିର
ଦୁଇ ଗୋଟି ଶିବିର ରୁ 106 ୟୁନିଟ ରକ୍ତ ସଂଗ୍ରହ
ବରଗଡ :- ଆଜି ସୋହେଲା ବ୍ଲକ ଅନ୍ତର୍ଗତ କନାପାଳି ଠାରେ ଆୟୋଜିତ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ର…
ଏକକାଳୀନ 80 ଟି ସ୍ଥାନରେ ଆୟକର ବିଭାଗ ର ଚଢ଼ାଉ
ବରଗଡ଼ ଜିଲ୍ଲାରେ ଏହା ସର୍ଵ ବୃହତ ଚଢ଼ାଉ
ବରଗଡ :- ଗୋଟିଏ ନୁହେଁ ଦୁଇଟି ନୁହେଁ ..ପାଞ୍ଚ କିମ୍ବା 10 ଗୋଟି ନୁହେ..... ସୂଚନା ମୁତାବକ ଏକା ସାଙ୍ଗରେ ଜିଲ୍ଲାର ପ୍ରାୟ 80 ଗୋଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗ ର ଏକ ବିରାଟ ଟିମ ଚଢ଼ାଉ ଜାରି ରଖିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଏହି…
ଦୁଇ ଗୋଟି କାର ରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ
https://youtu.be/3F5cfeKJcIk
ତିନି ଜଣଙ୍କୁ ଗିରଫ କଲା ବରଗଡ଼ ଟାଉନ ଥାନା ପୋଲିସ
ବରଗଡ :- ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ…
ଏସ୍ଆଇଏଚ୍ -୨୦୨୩ ନିମନ୍ତେ ଆଇଟିଇଆର୍ର ୧୦ଟି ହାକାଥନ୍ ଟିମ୍ ଯୋଗ୍ୟ ବିବେଚିତ
ଭୁବନେଶ୍ୱର, ସେପ୍ଟେମ୍ବର ୨୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ୧୦ ଟିମ୍ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍) – ୨୦୨୩ରେ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟ…
ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନର ଶକ୍ତି କାର୍ଯ୍ୟକ୍ରମ
ଅଶୋକ ସାହୁ, ନବରଙ୍ଗପୁର:ଅଖିଳ ଭାରତୀୟ ତେରପନ୍ଥ ମହିଲା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନର ଶକ୍ତି କାର୍ଯ୍ୟକ୍ରମର ସଫଳ ଅୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡକ୍ଟର କେ ଧନୁର୍ଜୟ ପଟ୍ଟନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି…
ବେଲଗୁଣ୍ଠାରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ମିନି ଷ୍ଟାଡିୟମ୍ ରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ…
ସମ୍ଭାବ୍ୟ ସନ୍ତ୍ରାସବାଦ ମୁକାବିଲା ନେଇ ଓଡ଼ିଶା ପୋଲିସର ମକଡ୍ରିଲ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ଜଳ ପଥରେ ଆସୁଥିବା ଅନୁପ୍ରବେଶକାରୀ ଙ୍କ ସମେତ ସମ୍ଭାବ୍ୟ ଆତଙ୍କବାଦର କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ଆରମ୍ଭ ହୋଇଛି ଦୁଇଦିନିଆ ମକଡ୍ରୀଲ ବା ସାଗର କବଚ । ଓଡ଼ିଶା ପୋଲିସ ତରଫରୁ ଆରମ୍ଭ ହୋଇଥିବା ଗୁରୁବାର ଓ ଶୁକ୍ରବାର ଏହି ଦୁଇଦିନିଆ ସାଗର କବଚ ରେ…
ରାଜ୍ୟପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ସମରେନ୍ଦ୍ର ମହାପାତ୍ର
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) :ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ଯ ଅବଦାନ ପାଇଁ ଓଡିଶା ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତ ସାରଳା ଭବନ ଠାରେ ଶ୍ରୀଅରବିନ୍ଦ ମେଡିକାଲ ଏସୋସିଏସନ ତରଫରୁ ଆୟୋଜିତ ୩୪ତମ…
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ
https://youtu.be/rXjMJX6VI00
ଢ଼େଙ୍କାନାଳ / ରବିନ୍ ଦାସ ; ଭାରତୀୟ ଜନତା ପାର୍ଟି , ଓଡ଼ିଶା ପକ୍ଷରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଦେଖିବାକୁ ମିଳୁଛି । ସେହିପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତ ଓ ପଞ୍ଚାୟତ…