ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ…

ଜଗତସିଂହପୁର,ତା-୧୧.୧୨.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାରେ ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ କାର୍ଯ୍ୟାଳୟରେ ଜନ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ପିନାକୀ ମହାନ୍ତିଙ୍କ ମା ଗାୟତ୍ରୀ ମହାନ୍ତିଙ୍କ ପରଲୋକ ହୋଇ ହୋଇଯାଇଛି। ମୃତ୍ୟୁ ବେଳକୁ…

କ୍ଷତ୍ରିୟବରପୁରରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ କୋଠା ଉଦ୍ଘାଟିତ ; ଟଙ୍କା ଜମା ଓ ଉଠାଣ ଯନ୍ତ୍ର ସ୍ଥାପନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ କୋଠା ଉଦ୍ଘାଟିତ ହେବା ସହିତ ଏକ ଟଙ୍କା ଜମା ଓ ଉଠାଣ ଯନ୍ତ୍ର ସ୍ଥାପିତ ହୋଇଛି I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ଜୋନ୍ ର ଜୋନ୍ ପରିଚାଳକ…

ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବ୍ରଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା…

ମାନବ ଅଧିକାର ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ବିବିଧ କ୍ଷେତ୍ରରେ ବାଲ୍ ସଂସ୍କାର ମୂଳକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୦ ଡିସେମ୍ବର ୨୦୨୩ ଦୁନିଆର ଅନ୍ୟତମ ଭୂମିପୂଜନ ପ୍ରତିଶ୍ରୁତିର ୭୫ ତମ ବାର୍ଷିକୀ ପାଳନ ଏବଂ ମାନବ ଅଧିକାରର ସୁରକ୍ଷା ଆମ କର୍ତ୍ତବ୍ୟ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଛି। ଏହି ଅବସରରେ ରବିବାର ଦିନ ନେତାଜୀ ସୁବାଷ ବସ୍ତିର ଜାଗିଲି ସାହି…

ଅଞ୍ଚଳ ମହାବିଦ୍ୟାଳୟ ରେ ଭାରତୀୟ ଭାଷା ଦିବସ ପାଳିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମେଳନ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁ ଙ୍କ ଅଧ୍ୟକ୍ଷତାରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି l ସଭାର ଆରମ୍ଭ ରେ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଅଧ୍ୟକ୍ଷ ଶ୍ରୀ ସାହୁ…

ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି "ଚଇତି "- ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସlରକା ରାୟଗଡା/ସରୋଜ ସାହୁ : ବାଜିଲା ବିଗୁଲ "ଚଇତି"ର ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ବହୁଳ ରାୟଗଡା ଜିଲ୍ଲା | ଆଜି କଲ୍ୟାଣସିଂପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର…

ବିର୍ମାଲ ଉଚ୍ଚ ବିଦ୍ୟାଳୟ 1997 ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ: - ସ୍କୁଲ କିମ୍ବା କଲେଜ ରୁ ପାଠ ପଢା ସରିବା ପରେ ଅଧିକାଂଶ ସହପାଠୀ ନିଜର ଜୀବନ ଜୀବକ ପାଇଁ ଅଲଗା ଅଲଗା ହୋଇ କିଏ କେଉଁ ଜାଗାକୁ ଚାଲିଯାଏ ତାହା ଜାଣିବା କଷ୍ଟକର । ଯଦିଓ କିଛି ଅନ୍ତରଙ୍ଗ ବନ୍ଧୁ ନିଜ ନିଜ ଭିତରେ କିଛିଟା ସମ୍ପର୍କ ରଖିଥାନ୍ତି , କିନ୍ତୁ ଅଧିକାଂଶ ସମୟରେ ଓ ଜାଗାରେ…

ବିଧାୟିକା ଭାବରେ ଦାୟିତ୍ଵ ଗ୍ରହଣ ର ଏକ ବର୍ଷ :ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବର୍ଷା ସିଂ ବରିହା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ଗତ ୨୦୨୨ ମସିହା ଡିସେମ୍ବର ୫ ତାରିଖରେ ଉପ ନିର୍ବାଚନ ହୋଇ ୮ ତାରିଖ ରେ ଫଳାଫଳ ଘୋଷଣା ହୋଇଥିଲା ଏବଂ ଠିକ୍ ଆଜିର ଦିନରେ ଅର୍ଥାତ୍ ୧୧ ଡିସେମ୍ବର ରେ ବିଦ୍ଧିବଦ୍ଧ ଭାବରେ…

ଜିଲ୍ଲା ଓ୍ବେବ୍ ମିଡ଼ିଆ ସାମ୍ବାଦିକ ସଂଘର ଦ୍ଵିତୀୟ ବାର୍ଷିକୋତ୍ସବ, ଯୋଗ ଦେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢ଼େଙ୍କାନାଳ / ରବିନ୍ ଦାସ ; ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ର ଦ୍ଵିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଗଡଜାତ ଭବନରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ରାଜ୍ୟ ଖଣି, ଇସ୍ପାତ ଓ…

ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି: ବିଜେଡି

 ଆୟକର ଚଢଉ ପ୍ରସଙ୍ଗରେ ଜାତୀୟ ସ୍ତରରେ ବିଜେପି ନିଶାଣରେ କଂଗ୍ରେସ  ଓଡିଶାରେ କଂଗ୍ରେସ ବିରୁଦ୍ଧରେ ରାଜ୍ୟ ବିଜେପିର ପାଟି ଖୋଲୁନି  ଅର୍ଦ୍ଧସତ୍ୟ କହି ଓଡିଶାକୁ ବଦନାମ କରିବାରେ ଲାଗିଛନ୍ତି ବିଜେପି ନେତା ଭୁବନେଶ୍ୱର, ୧୧/୧୨/୨୦୨୩: ଆୟକର ବିଭାଗର ଚଢାଉରୁ ୩୦୦…