ଘାଟିରେ ଓଲଟିଲା ସ୍କୁଲ ବସ : ପିଟି ଶିକ୍ଷକଙ୍କ ମୃତ୍ୟୁ , 20ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗୁରୁତର |

https://youtu.be/RgR_xjfa11Q ଝରୀଗାଁ-ପୁଷ୍ପାରାଣୀ (ଶାସକ ପ୍ରଶାସକ ): ଉମରକୋଟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚନ୍ଦାହାଣ୍ଡି ଅଭିମୁଖେ ବାହାରିଥିବା ବସ (ଗାଡି ନଂ OD 24 2979) ଭାରସାମ୍ୟ ହରେଇ ଘାଟି ଉପରେ ଓଲଟି ପଡିବାରୁ ଜଣେ ପିଟି ଶିକ୍ଷକଙ୍କ ମୃତ୍ୟୁ…

ପାଇକମାଲରେ କଳାକାରଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l

ପଦ୍ମପୁର :-ଲୋକକଳା ଦ୍ବାରା ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ଗୁଡିକୁ ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କଳାକାର ମାନଙ୍କର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସୂଚନା, ସେବା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ…

ବ୍ଲକ ସ୍ତରୀୟ ଲୋକକଳା ଗୋଷ୍ଠି ସମୂହ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ୍ ଜିଲ୍ଲା, ଭଞ୍ଜନଗର ବ୍ଲକର ସମସ୍ତ ଗ୍ରାମାଞ୍ଚଳରେ ଲୋକକଳା, ତଥା ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୁଳକ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଁଚାଇବା ସକାଶେ । ଏଥିନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁଚନା ଓ ଲୋକସଂପର୍କ ବିଭାଗ ର…

ପଦ୍ମପୁର ଉପ-କାରାଗାର ରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ପଦ୍ମପୁର ଉପ କାରାଗାରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ୬୦ ଜଣ ଅନ୍ତେବାସୀଙ୍କ ଠାରୁ ହେପାଟାଇଟିସ୍, ଏଚ୍ ଆଇ ଭି, ଓ ଟିବି ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରି କରାଯାଇଛି l ରକ୍ତଭଣ୍ଡାର ଅଧିକାରୀ…

ଓଡିଶା ନାଟ୍ୟ ସଂଘ ର 36 ତମ ପ୍ରତିଷ୍ଠା ଦିବସ ପାଳନ.

ନବରଙ୍ଗପୁର/ଅଶୋକ ସାଜୁ: ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଶତାଧିକ ନାଟ୍ୟ ପ୍ରେମୀ ଙ୍କ ସମାରୋହ ରେ ପାଳିତ ହୋଇ ଯାଇଛି ଓଡ଼ିଶା ନାଟ୍ୟ ସଂଘ ର ୩୬ ତମ ପ୍ରତିଷ୍ଠା ଦିବସ । ପ୍ରକାଶ ଥାଉ କି ବିଶିଷ୍ଟ ନାଟ୍ୟ ପ୍ରେମୀ ଙ୍କ ଦ୍ଵାରା ୧୯୮୮ ମସିହା ରେ ଏହି ନାଟ୍ୟ ସଂସ୍ଥା ପ୍ରତିଷ୍ଠା ଲାଭ…

ଚିକିତ୍ସା ଅବହେଳାରୁ ପ୍ରାଣୀ ଚିକିତ୍ସାଳୟରେ ଚାଲିଗଲା ବାଛୁରୀ ଜୀବନ।

କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ : ଚାନ୍ଦୋଳ ପ୍ରାଣୀ ଚିକିତ୍ସାଳୟରେ ରୋଗୀଣା ବାଛୁରୀ ଚିକିତ୍ସାଧୀନ ଅବସ୍ଥାରେ ଛଟପଟ ହେଉଥିଲା । ନା ଥିଲେ ଡାକ୍ତର ନା ଥିଲେ ୱ୍ୟାଚମ୍ୟାନ,ସନ୍ଧ୍ୟା ସମୟରେ ରୋଗୀଣା ବାଛୁରୀ ପ୍ରାଣୀ ଚିକିତ୍ସାଳୟ ପରିସର ଭିତରେ ଚିକିତ୍ସା କକ୍ଷରେ ଛଟପଟ ହେଉଥିଲା ।ଅଧା…

ଭୁବନେଶ୍ୱରରେ ନୂଆଁଖାଇ ଭେଟଘାଟ

https://youtu.be/pr_r2fnxuA4 ଆସନ୍ତା ବର୍ଷ ଆହୁରି ଧୁମଧାମରେ ପାଳନ କରାଯିବ :- ବିଧାୟକ ସୁଶାନ୍ତ ସିଂ ବରଗଡ:-ପଶ୍ଚିମ ଓଡିଶାରେ ବସବାସ କରୁଥିବା ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି।ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣୀ ରେ ମଧ୍ୟ ଚାଷ ଓ ଚାଷୀର…

ଖାଲାସିସାହିରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢିବା ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ।

ଭଞ୍ଜନଗର/ଉଦୟନାଥ ପଣ୍ଡା: ମାଁ ଦଶଭୁଜା, ମହିଷାସୁର ମର୍ଦ୍ଧିନୀ, ମୁକ୍ତକେଶି, ଜଗତଜନନୀ ଙ୍କ ଧରାବତରଣ ହେବ ଆଉକିଛି ଦିନ ପରେ। ଏହା ପୁର୍ବରୁ ମା ଙ୍କ ମୃଣ୍ମୟୀ ପ୍ରତିମା ଗଢିବା ପୂର୍ବରୁ ଶାସ୍ତ୍ରାନୁସାରେ ଓ ବିଧିବିଧାନ ପୂର୍ବକ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସେଥି ସକାଶେ,…

ନୱଣl ଆଶ୍ରମ ବିଦ୍ୟାଳୟ ଠାରେ “ସହଭାଗିତାରେ ଅବିଭାବକ” କାର୍ଯ୍ୟକ୍ରମ ଉଦଯାପିତ

ଯଶିପୁର:  ଯଶିପୁର ବ୍ଲକ ଶିମିଳିପାଳର ମଧ୍ଯ ଭାଗରେ ଥିବା ନୱଣା ଆଶ୍ରମ ବିଦ୍ୟାଳୟ ପରିସରରେ "ଅଭିଭାବକଙ୍କ ସହଭାଗିତା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉସ୍କି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାନନ୍ଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ…

ଓଡ଼ିଶାରେ ପୁଣି ଥରେ ପ୍ରଥମ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଯକୃତରେ ଆଘାତ ଥିବା ରୋଗୀଙ୍କର ପ୍ଳାଜମା ଏକ୍ସଚେଞ୍ଜ…

ଭୁବନେଶ୍ୱର: ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଓ ଗୁଣାତ୍ମକ ଯତ୍ନ ପ୍ରଦାନ ନେଇ ନିଜକୁ ବେଶ ପ୍ରତିଷ୍ଠିତ କରିଥିବା ଭୁବନେଶ୍ୱର ସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଯକୃତ ରୋଗୀଙ୍କର ଚିକିତ୍ସା ନିମନ୍ତେ ପ୍ଳାଜମା ଏକ୍ସଚେଞ୍ଜ (ପିଏଲଇଏକ୍ସ)…