Sign in
Sign in
Recover your password.
A password will be e-mailed to you.
ଜେଏସ୍ଡବ୍ଲୁ୍ୟ ଜଜାଙ୍ଗ ଲୁହା ପଥର ଖଣିକୁ ଓଏସ୍ପିସିବି ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର
ପ୍ରଭାବୀ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଏବଂ ଖଣି ବର୍ଗରେ ମଜଭୁତ ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ ନିମନ୍ତେ ପୁରସ୍କୃତ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟିଲ୍ କମ୍ପାନୀ ତଥା ୨୩ ବିଲିଅନ ଆମେରିକୀୟ ଡଲାର ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ର ଅଂଶ ବିଶେଷ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍କୁ ଓଡ଼ିଶା…
ଘୁମୁସରୀ ଗୋପାଳକ ଙ୍କୁ ଦେଶୀ ଗୋବରରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ପ୍ରଶିକ୍ଷଣ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦେଶୀ ଗାଈର ଗୋବର ରୁ ପ୍ରIକୃତିକ ବୈଦିକ ପେଇଣ୍ଟ ପ୍ରସ୍ତୁତି ପାଇଁ ଘୁମୁସରୀ ଗୋପାଳଙ୍କୁ କେ.ଏନ.ଏଚ.ପିଆଇରେ ସ୍ଵତନ୍ତ୍ର ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଗଞ୍ଜାମ ଜିଲା ପ୍ରଶାସନ ସହଯୋଗରେ ଘୁମୁସରୀ ବ୍ରୀଡର୍ ସମିତର ୧୦ଜଣ ଗୋପାଳ…
ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କ ବିୟୋଗରେ ଦୂର୍ଗା ପୂଜା କମିଟି ପକ୍ଷରୁ ଶୋକ ସଭା l
ପଦ୍ମପୁର :- ସାର୍ବଜନୀନ ଦୁର୍ଗାପୂଜା କମିଟି ର କାର୍ଯ୍ୟକାରୀ ସଦସ୍ୟ ତଥା ଅଧ୍ୟାପକ କୃଷ୍ଣମୋହନ ପଣ୍ଡାଙ୍କ ବିୟୋଗରେ ସ୍ଥାନୀୟ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ କମିଟି କାର୍ଯ୍ୟକାରୀ ସଭାପତି ଅଜିତ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି l ଏହି ସଭାରେ ସମ୍ପାଦକ ଉମେଶ…
୯ ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ , କବାଡି , ଦୌଡକୁଦ , ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧକାରୀ ପ୍ରଦୋଷ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ବିକାଶ ବିଦ୍ୟା ନିକେତନ ପାଞ୍ଚମାଇଲ ଖେଳ ପଡିଆ ଠାରେ…
ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୩ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
https://youtu.be/RMd5Gual7Tg
ପାରଳାଖେମୁଣ୍ଡି /ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସୃତି ପରିଷଦ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ "ନୂଆଁଖାଇ…
ଉଠା ଦୋକାନୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ନିଧି ଯୋଜନା
ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରାସ୍ତାପାର୍ଶ୍ବ ଉଠା ଦୋକାନୀ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ନିଧି ଯୋଜନା ମାଧ୍ୟମରେ ଲାଭବାନ ହେବାପାଇଁ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଣେ ଉଠା ଦୋକାନୀ କିମ୍ବା ବୁଲା ବ୍ୟବସାୟୀ…
୮କୋଟି ୫୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ କୁସୁମୀ ସେତୁ
ପୁରୁଣା ସେତୁ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନିକଟରେ ଓଡ଼ଗାଁ ବାହାଡାଝୋଲା ରାସ୍ତାକୁ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତିକରଣ ଚାଲିଥିବା ବେଳେ ଓଡ଼ଗାଁ ଠାରୁ ୨ କି.ମି ପରେ ବାହାଡ଼ଝୋଲା ରାସ୍ତାର ମଶାବାରୀ ଠାରେ ଥିବା କୁସୁମୀ ନଦୀ ଉପରେ ନୂତନ ପୋଲ ନିର୍ମାଣ ନିଶ୍ଚିତ…
ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ
ଭୁବନେଶ୍ୱର, ୨୭/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ (ଏସ୍ପିଏସ୍) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କୁ ବୁଧବାର ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଛି ।୨୦୨୦, ୨୦୨୧ ଏବଂ ୨୦୨୨…
ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ଟ୍ରେନ୍ ସେବା ପ୍ରଭାବିତ
ଭୁବନେଶ୍ୱର: ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି |
01. ରାଉରକେଲା ଠାରୁ 27 & 28.09.2023 ରେ…
ଜୁନାଗଡ଼ ଏନଏସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏନଏସି କାଉନସିଲରଙ୍କ ପ୍ରସ୍ତାବ ଆଗତ
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ଏନଏସି ପକ୍ଷରୁ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅଵସରରେ ଆଜି ସକାଳେ ମାଁ…