ଜିଲ୍ଲା ସ୍ଵସ୍ଥ୍ଯ ସମିତି ପକ୍ଷରୁ ଉପ କାରାଗାର ସୋନପୁର ଠାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର-

ସୁବର୍ଣ୍ଣପୁର,(ଆର୍ତ୍ତତ୍ରାଣ ମହାପାତ୍ର) ତା 26/09/23: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉପ କାରାଗାର ସୋନପୁର ଠାରେ ଏକୀକୃତ ଏଚଆଇଭି, ସିଫିଲିସ, ଯକ୍ଷ୍ମା ଏବଂ ହେପାଟାଇଟିସ୍ ରୋଗ ଉପରେ ଜେଲ ଏବଂ ସ୍ଵଧାର ଗୃହ ଅନ୍ତେବାସୀ ଙ୍କୁ ନେଇ ସଚେତନତା ଓ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ର ଜିଲ୍ଲା…

ବେଲଗୁଣ୍ଠା ଗଣେଶ ସାମୁହିକ ଭଷାଣୀ ଉତ୍ସବ: ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ପ୍ରତିବର୍ଷ ପରି ଗଣନାଥ ଙ୍କ ପୂଜା ବେଲଗୁଣ୍ଠା ଓ ଏହାର ଆଖପାଖ ଅଞ୍ଚଳରେ ଧୂମଧାମରେ ପାଳିତ ହୋଇଥିବା ବେଳେ ଆଜି ତା'ର ସମାପନ ତଥା ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି ।ଗତ କିଛି ବର୍ଷ ହେବ ବେଲଗୁଣ୍ଠା ସହରରେ ସାମୁହିକ ଭଷାଣୀ ଆରମ୍ଭ…

ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କ ପରଲୋକ l

ପଦ୍ମପୁର :- ଅବସରପ୍ରାପ୍ତ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା ଙ୍କ ପରଲୋକ ହୋଇଯାଇଛି l ବିଲାସପୁର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି l ସେ ପୂର୍ବରୁ ଖରିଆର ମହାବିଦ୍ୟାଳୟ, ଅଞ୍ଚଳ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ l ତାଙ୍କର ପରଲୋକ ରେ ବିଧାୟିକା ବର୍ଷା…

ବିଧାୟକଙ୍କୁ ଫସେଇବାକୁ ଆସିଥିବା ବିରୋଧୀ ଦଳ କର୍ମୀଙ୍କ ମହିଳାଙ୍କୁ ଅସମ୍ମାନ: ମହିଳା ଏବଂ ସ୍ଥାନୀୟ ଗ୍ରାମବାସୀ ଦେଲେ…

 https://youtu.be/0LWe3FrGjN0 ବିରୋଧୀ ଙ୍କ ଗୁଣ୍ଡାରାଜ ଏବଂ ମିଥ୍ୟା ଅପପ୍ରଚାର କୁ ତୀବ୍ର ନିନ୍ଦା କଲେ ଗ୍ରାମବାସୀ ଏବଂ ମହିଳା  l    (ମାହାଙ୍ଗା-ଶାସକ ପ୍ରଶାସକ): ଦିନକୁ ଦିନ ବିରୋଧୀ ଦଳ କର୍ମୀମାନେ ରକ୍ତମୁଖା ସାଜିଲେଣି, ଯେନେତେନେ ପ୍ରକାର ଅପପ୍ରଚାର କରି ମାହାଙ୍ଗା ବିଧାୟକ…

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ବିକାଶରେ ସହାୟକ ହେଉଛି ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ

-ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୧୮ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମଲେଖା -ସ୍ୱାବଲମ୍ବୀ କରାଉଛି ୯୬୦ଧନ୍ଦାମୂଳକ ବିଦ୍ୟାଳୟ -ପ୍ରତ୍ୟେକ ଶନିବାରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିିତ ପ୍ରତିଭା ବିକାଶ ପାଇଁ ଦିଗଦର୍ଶନ -ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁଣାତ୍ମକ…

ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା ଆନୁକୂଲ୍ୟରେ “ଜାତୀୟସେବାଯୋଜନା ଦିବସ” ପାଳିତ

ସାରସକଣା ରୁ ଦିପୁ ମହାପାତ୍ର : ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଜାତୀୟ ସେବାଯୋଜନା NSS ରଯୁକ୍ତ ଦୁଇ ଓ ଯୁକ୍ତ ତିନି ଶାଖା ଆନୁକୂଲ୍ୟରେ "ଜାତୀୟସେବାଯୋଜନା ଦିବସ" ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

-ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କଲେ ସାଂସଦ

ରାୟଗଡା ରୁ ବୈକୁଣ୍ଠ ଦୁରିଆ : କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଆଜି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାସିଲ୍ ଗ୍ରାମକୁ ଗସ୍ତ କରିଥିଲେ । ସେଠାରେ ଶତାଧିକ ଦଳୀୟ କର୍ମୀ ତଥା ସମର୍ଥକଙ୍କ ଉପସ୍ଥିତି ରେ ବାଳିକା ଆଶ୍ରମ ବିଦ୍ୟାଳୟକୁ ଯାଇ ତୃତୀୟ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀକୁ…

ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ | ଏଥିପାଇଁ ତିନୋଟି ଜିଲ୍ଲା ତଥା ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ନେଇ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବା ବୁଣାକାରଙ୍କୁ ସିଧାସଳଖ ବଜାର ସହ ଯୋଡିବା…

କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ବିଜେଡି ସୁପ୍ରିମୋଙ୍କ ଚିଠି

ଜାରି କଲେ ମାର୍ଗଦର୍ଶିକା, କେମିତି ପାଳିବ ଜନ ସଂପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ ଭୁବନେଶ୍ୱର : ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ମାର୍ଗଦର୍ଶନ ସୂଚକ ପତ୍ର ବିଜୁ ଜନତା ଦଳର ସମସ୍ତ…

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର, ୨୬/୦୯/୨୦୨୩: ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ବରେ ଶତାଧ୍ଵକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି…