Sign in
Sign in
Recover your password.
A password will be e-mailed to you.
ବନସ୍ପତି, ସ୍ୱୟଂସିଦ୍ଧା ଓ ବୁଢ଼ାସମ୍ବର କୃଷକ ଉତ୍ପାଦନ କମ୍ପାନୀ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଓ ଜାମୁଟପାଲି ଠାରେ ଆଜି ସକାଳ ୧୦ ଟା ରୁ ଅପରାହ୍ନ ୩ଟା ଯାଏ ବନସ୍ପତି, ସ୍ୱୟଂସିଦ୍ଧା ଓ ବୁଢ଼ା ସମ୍ବର କୃଷକ ଉତ୍ପାଦନ କମ୍ପାନୀ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହଟକିଶୋର…
ବେଦାନ୍ତ ଆଲୁମିନିୟମର “ଜୀବିକା ସମୃଦ୍ଧି’ ପ୍ରକଳ୍ପ ଝାରସୁଗୁଡ଼ା ଚାଷୀଙ୍କ ପାଇଁ ଅଭିବୃଦ୍ଧି ଓ ସମୃଦ୍ଧିକୁ ସଶକ୍ତ କରୁଛି
ଭୁବନେଶ୍ୱର: ଝାରସୁଗୁଡ଼ାର କେନ୍ଦ୍ର ସ୍ଥଳରେ ବେଦାନ୍ତ ଆଲୁମିନିୟମର “ଜୀବିକା ସମୃଦ୍ଧି’ ପ୍ରକଳ୍ପ ଜରିଆରେ ରୂପାନ୍ତରଣ ଓ ଆଶାର କାହାଣୀ ଉଜାଗର ହୋଇଛି । ଏହି ପ୍ରକଳ୍ପରେ ଦୀର୍ଘସ୍ଥାୟୀ କୃଷି ଅଭ୍ୟାସ ଓ ଉନ୍ନତ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ଏହି ଅଂଚଳର ଚାଷୀମାନଙ୍କ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଭୁବନେଶ୍ୱର, ୨୫/୦୯: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି । ଓଡିଶା ଫାର୍ମାସୀ…
ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁହଁ ଖୋଲିଲେ ବିଧାୟକ ପ୍ରତାପ
https://youtu.be/xrqCHgYV8bI
ବିରୋଧୀ ବିକାଶମୂଳକ କାର୍ଯ୍ୟ କୁ ସହ୍ୟ କରିନପାରି ବିଭିନ୍ନ ରାଜନୈତିକ ଷଡ଼ଯନ୍ତ୍ର କରୁଛି ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ l
(ଭୁବନେଶ୍ୱର- ଶାସକପ୍ରଶାସକ) : ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା…
ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ-
ସୁବର୍ଣ୍ଣପୁର : ତା ୨୫.୦୯.୨୦୨୩:,(ଆର୍ତ୍ତତ୍ରାଣ ମହାପାତ୍ର)- ଆଜି ତା ୨୫.୦୯.୨୦୨୩ ରିଖ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ତା 01/10/23 ରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ…
ଡ଼କାୟତ ଯୋଜନା ପଣ୍ଡ କଲେ ବେଲଗୁଣ୍ଠା ପୋଲିସ: ୪ ଗିରଫ
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା ।ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରି ୪ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୨୪ ତାରିଖ ଦିନ ବେଲଗୁଣ୍ଠା ଥାନା…
ବେଲଗୁଣ୍ଠା ବ୍ଳକ୍ ର ତେର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୋଟାରୀ କ୍ଳବ୍ ପକ୍ଷରୁ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସନ୍ଧ୍ୟାରେ ଭଞ୍ଜନଗର ରୋଟାରୀ କ୍ଳବ୍ ପକ୍ଷରୁ ଆୟୋଜିତ ରାଷ୍ଟ୍ର ନିର୍ମାତା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ତେର ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ର ନିର୍ମାତା ସମ୍ମାନରେ ସମ୍ମାନୀତ କରାଯାଇଛି I ରାଷ୍ଟ୍ର ନିର୍ମାତା…
ଛଅ ଫୁଟ ଲମ୍ବର ବାଡ଼ି ପୋଟଳ (ଛଚିନ୍ଦ୍ରା)
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ନିକଟସ୍ଥ ଲୁଣିଝୋଳା ଗ୍ରାମର. ମୂରଲୀ ନାୟକ ନିଜ ବାଡ଼ିରେ କିଛି ବାଡ଼ି ପୋଟଳ ଗଛ ଲଗାଇଥିବା ବେଳେ ଆଜି ସେ ଆଠଟି ପୋଟଳ ତୋଳିଥିଲେ I ସତ୍ୟ କୁମାର ନାୟକ ନାମକ ଜନୈକ ବ୍ୟକ୍ତି ମୂରଲୀ ନାୟକଙ୍କ ବାଡ଼ିରୁ ଏକ ଆଶ୍ଚର୍ଯ୍ୟଜନକ ବାଡ଼ି ପୋଟଳ ବେଲଗୁଣ୍ଠାକୁ…
ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ
ଜଗତସିଂହପୁର,ତା-୨୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ…
ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ଧଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୨୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ.…