Sign in
Sign in
Recover your password.
A password will be e-mailed to you.
କାଶୀପୁର ଶିକ୍ଷକ ସଂଘ ପକ୍ଷରୁ ସ୍ବର୍ଗତ ସିଡଵଲ୍ୟୁଏସଏନଙ୍କ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ ପିଲାଙ୍କ ଗୋଷ୍ଠି ସମ୍ବଳ ସଂଯଜକ (ସିଡଵଲ୍ୟୁଏସଏନ) ଙ୍କର ଅକାଳ ବିୟୋଗ ପରେ ଆଜି ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଏକ ନେତୃବୃନ୍ଦ ସ୍ବର୍ଗତ "ସି,ଡାଵଲ୍ୟୁ,ଏସ, ଏନ'' ଙ୍କ ପୈତୃକ ଗାଁ ରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ…
ବିଜୁ ଏକ୍ସପ୍ରେସ ୱେ ରେ ଚାଲୁଛି ଜଙ୍ଗଲୀ ଦନ୍ତା
https://youtu.be/lXY5Gpgw6uM
ବରଗଡ଼ :- ସୂଚନା ମୁତାବକ ଏକ ଜଙ୍ଗଲୀ ଦନ୍ତା ହାତୀ ଆଜି ସକାଳୁ ପାଇକମାଲ ବ୍ଲକ ର ଭୁତମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମାଣ୍ଡୋଷିଲ ଓ ଭୁତମୁଣ୍ଡା ଗାଁ ଭିତର ଦେଇ ହାତୀଟି ଭୁତମୁଣ୍ଡା ଗ୍ରାମରୁ କଂସଡ଼ା ,ମୁନିକେଲ…
ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ)ର ୨୦୨୦, ୨୦୨୧ ଓ୨୦୨୨ ବ୍ୟାଚର ଶିକ୍ଷା ସମାପ୍ତ କରିଥିବା ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍ବିଏ) ଓ ଏମ୍ବିଏ (ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍)ର ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ସ୍ୱତନ୍ତ୍ର…
ବଙ୍ଗୋପସାଗରରେ ୨୪ ଘଂଟା ମଧ୍ୟରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୨୮/୦୯: ମ୍ୟାଁମାର – ଥାଇଲାଣ୍ଡ ଉପକୂଳ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟା ମଧ୍ୟରେ ବାଂଲାଦେଶ ଉପକୂଳ ମୁହାଁ ହେବା ସହ ଉତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)…
ସାଇବର ନିରାପତ୍ତା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଂଟା ଭିଡିଲା ନବରଙ୍ଗପୁର ପୋଲିସ
ନବରଙ୍ଗପୁର ଜିଲ୍ଲା ପୋଲିସ ଅଧିକ୍ଷାଙ୍କ ସାଇବର କ୍ରାଇମ ସମ୍ପର୍କିତ ପ୍ରେସ ମିଟ
ନବରଙ୍ଗପୁର/ ଅଶୋକ ସାହୁ: ସାଇବର ଠକଙ୍କ ବିରୋଧରେ ଦୃଡ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରେବି ଦେଶରେ ସାଇବର ଅପରାଧର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି.ଏହାର ଅନ୍ୟତମ ପ୍ରମୁଖ କାରଣ ହେଲା…
ରାଜ୍ୟ ସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ l
*୧୪ ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗ ରେ ଯଥାକ୍ରମେ କଟକ ଏବଂ ଭୁବନେଶ୍ବର ଚମ୍ପିୟାନ.
*୧୭ ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗରେ ଯଥାକ୍ରମେ ଭୁବନେଶ୍ୱର ଏବଂ ମୟୁରଭଞ୍ଜ ଚମ୍ପିୟାନ
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ୨୮/୦୯ : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ…
ଭୁବନେଶ୍ୱର ଠାରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଖୋର୍ଦ୍ଧା ରୋଡ଼: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଅଛି |
ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ.ଏସ.…
ନୂଆଁଖାଇ ଭେଟଘାଟ: “ବଣିକ୍’ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ସମ୍ମାନ
ସମଲେଇ ସେନା ପକ୍ଷରୁ ରାଜଧାନୀରେ କାର୍ଯ୍ୟକ୍ରମ
ଭୁବନେଶ୍ୱର: ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ "ବଣିକ୍'କୁ ମିଳିଛି ଆଉ ଏକ ସ୍ୱୀକୃତି ଓ ସମ୍ମାନ। ପଶ୍ଚିମ ଓଡ଼ିଶା ସମଲେଇ ସେନା ପକ୍ଷରୁ ନୂଆଁଖାଇ ଭେଟଘାଟ ପାଳନ ଅବସରରେ ଆୟୋଜିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଏହି…
ରଘୁନାଥ ସାହୁଙ୍କ ଗାଡିକୁ ଅଣ୍ଡା ମାଡ
ବାଣପୁର/ଖୋର୍ଦ୍ଧା:(ସେକ୍ କୌସର): ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବିଗତ ପାଞ୍ଚ ବର୍ଷ ଧରି ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆଜି ସକାଳ ସମୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଣପୁର ବିସରପାଟଣା ଛକ ଠାରେ ଚା ଖଟିରେ ନିମଗ୍ନ ଥିବା ସମୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ବିସର ପାଟଣା ଛକ…
ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀ କାମାକ୍ଷାନଗରରେ ପୁଣି ଗୁଳିକାଣ୍ଡ
ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଓ ପ୍ରତ୍ୟେକ ହତ୍ୟା ବା ଗୁଳିକାଣ୍ଡ ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୈତିକ ସମ୍ପୃକ୍ତି ରହୁଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ମନ୍ତ୍ରୀ ନୀରବତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ??
ଢ଼େଙ୍କାନାଳ / ରବିନ୍ ଦାସ ; ସ୍ଥାନୀୟ…